ଏସ୍ଆଇଆର ଅଭିଯାନକୁ ସଫଳ କରିବାକୁ ଝାରସୁଗୁଡାବାସୀଙ୍କୁ ଆହ୍ୱାନ ଦେଲେ ପୂର୍ବତନ ବିଧାୟିକା ଦୀପାଳି ଦାସ
ଝାରସୁଗୁଡା : ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ଭାରତ ସରକାରଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) ଅଭିଯାନ ଅନ୍ତର୍ଗତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ବ୍ୟାପକ ଭାବେ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ବିଧାୟିକା ଦୀପାଳୀ ଦାସ ନିଜ ପରିବାର ସହ ଏହି ଅଭିଯାନରେ ସାମିଲ…