ଗ୍ରାହକ ସେବାକେନ୍ଦ୍ର ରେ ଠକେଇ, ଗିରଫ ହେଲେ ପରିଚାଳକ

ବାସୁଦେବପୁର/ ପ୍ରତାପ ପାଢ଼ୀ: ବାସୁଦେବପୁର ବ୍ଲକ ଅନ୍ତର୍ଗତ ଇରମ ଗ୍ରାମ ପଞ୍ଚାୟତ ରେ ଥିବା ମିନି ଷ୍ଟେଟ ବ୍ୟାଙ୍କର ପରିଚାଳକଙ୍କ ନାମରେ ସ୍ଥାନୀୟ ଗ୍ରହକ ହରିବନ୍ଧୁ ପାଣି ବାସୁଦେବପୁର ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ । ସୂଚନା ଅନୁଯାୟୀ ପରିଚାଳକ ଜଣକ ଜମାକାରୀଙ୍କ ଏଟିଏମ୍ କୁ ଫରଜରି…

480 ଜଣଙ୍କୁ ସାମାଜିକ ସୁରକ୍ଷା ଭତ୍ତା, 60 ଟି ସ୍ୱୟଂ ସହାୟିକା ଗୋଷ୍ଠି ମହିଳା ଙ୍କୁ 50 ହଜାର ଟଙ୍କା ଲେଖାଏଁ ଋଣ…

 ମାହାଙ୍ଗାରେ 2009 ମସିହାରେ ବିଜୟ ପରେ ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଆଜି ପର୍ଯ୍ୟନ୍ତ 23 ହଜାରରୁ ଊର୍ଧ୍ଵ ବୃଦ୍ଧ, ବୃଦ୍ଧା ମାନେ ଭତ୍ତା ପାଇପାରିଛନ୍ତି l    (ମାହାଙ୍ଗା - ଦେବେନ୍ଦ୍ର ଷଡ଼ଙ୍ଗୀ)- ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ…

ସଂଗୀତ କଳା କେନ୍ଦ୍ରର ସ୍ୱର୍ଣ୍ଣ ଜୟନ୍ତୀ ପାଳନ

ମୁମ୍ବଇ: ସଂଗୀତ କଳାକେନ୍ଦ୍ର (ଏସ୍‍କେକେ)ର ପ୍ରେସିଡେଣ୍ଟ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ନେତୃତ୍ୱରେ ଆୟୋଜିତ ସଂଗୀତ କଳା କେନ୍ଦ୍ରର ୫୦ତମ ବାର୍ଷିକ ଉତ୍ସବ ପାଳନ ବାସ୍ତବରେ ପ୍ରତ୍ୟେକ ଦୃଷ୍ଟିକୋଣରୁ ଆକର୍ଷଣୀୟ ଏବଂ ଚମକ୍ରାର ହୋଇଥିଲା । ମୁମ୍ବଇର ୱର୍ଲିସ୍ଥିତ ଏନଏସ୍‍ସିଆଇ କମ୍ପେ୍ଲକ୍ସର…

ବିଜେଡି ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଭାବେ ସୂର୍ଯ୍ୟକାନ୍ତ ନନ୍ଦ ପୁନଃମନୋନୀତ

ଭୁବନେଶ୍ୱର: ବିଜୁ ଜନତା ଦଳର ଖୋର୍ଦ୍ଧା ଜିଲ୍ଲା କମିଟିର ଉପସଭାପତି ଭାବେ ସୂର୍ଯ୍ୟକାନ୍ତ ନନ୍ଦ ପୁନଃମନୋନୀତ ହୋଇଛନ୍ତି । ଶ୍ରୀ ନନ୍ଦ ତାଙ୍କ ଉପରେ ଦଳର ନେତୃବୃନ୍ଦ, ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା ଜିଲ୍ଲା…

ପ୍ରତିଭା ଭବନରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଉତ୍କଳ ଦିବସ ପାଇଁ ପ୍ରସ୍ତୁତି ବୈଠକ :

ସ୍ୱାଭିମାନୀ ସଂସ୍କୃତିସମ୍ପନ୍ନ ମାହାଙ୍ଗା ରେ ସର୍ବଦା ବରପୁତ୍ର, ସାହିତ୍ୟିକ, କବି ମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଓ ସମ୍ମାନ ପ୍ରଦାନପୂର୍ବକ  ବିକାଶର ଧାରା କୁ ଅଗ୍ରଗତୀ କରିପାରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା l  (ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ) - କଟକ ଜିଲ୍ଲା…

ଓଡ଼ଗାଁ ବାର ଆସୋସିଏସନର କର୍ମକର୍ତ୍ତା ମନୋନୀତ

ଓଡ଼ଗାଁ,୨୫.୩(ଶ୍ରୀକାନ୍ତ କୁମାର ମିଶ୍ର): ଆଜି ସାରା ରାଜ୍ୟରେ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ଗାଁ ବାର ଆସୋସିଏସନ୍ ର ସଭାପତି ରୂପେ ମହାଦେବ ବିଶ୍ବାଳ ମନୋନୀତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ପ୍ରଫୁଲ୍ଲ କୁମାର ପ୍ରଧାନ, ସମ୍ପାଦକ ଭାବେ ପାଣୁଚରଣ ବେହେରା,…

ରାଜ୍ୟସ୍ତରୀୟ ଲଉଡି ଲୋକନୃତ୍ୟ ଶୋଭାଯାତ୍ରା ଓ ନୃତ୍ୟ ଉତ୍ସବ

 ଲୋକକଳାର ପ୍ରଚାର ପ୍ରସାରକୁ ବ୍ୟାପକ କରାଯାଉଛି - ସଂସ୍କୃତି ବିଭାଗ ନିର୍ଦ୍ଦେଶକ  ଭୁବନ/କାମାକ୍ଷାନଗର/ଢେଙ୍କାନାଳ/କଟକ/ଭୁବନେଶ୍ୱର: ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତିବିଭାଗ,ଓଡିଶା ତରଫରୁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ  ଆନୁକୂଲ୍ୟରେଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଭୁବନ…

ପୋଲିସ ପ୍ରଶାସନ ତରଫରୁ ଜନସଚେତନତା କାର୍ଯ୍ୟକ୍ରମ

ପୋଲିସ ସହିତ ଜନସାଧାରଣଙ୍କର ମଧ୍ୟରେ ସୁସମ୍ପର୍କକୁ ଗୁରୁତ୍ୱ ସାଇବର କ୍ରାଇମ କୁ ନେଇ ବିସ୍ତୃତ ଆଲୋଚନା ବରଗଡ : ବରଗଡ ଜିଲ୍ଲା ପାଇକମାଳ ସ୍ଥିତ ନୃସିଂହନାଥ ଧର୍ମଶାଳା ପୋଲିସ ବିଭାଗ ଦ୍ଵାରା ପରିଚାଳିତ ଆମ ପୋଲିସ କାର୍ଯ୍ୟକ୍ରମ ମାଧ୍ୟମରେ ର ଏକ ସଚେତନତା ଶିବିର ଅୟୋଜନ…

ଗ୍ରାମାଞ୍ଚଳ ରେ ସ୍ୱଚ୍ଛତା ପାଇଁ ବିଧାୟକ ଙ୍କର ପ୍ରଶଂସନୀୟ ପଦକ୍ଷେପ

16 ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ କୁ ପ୍ରଦାନ କଲେ ବେଟ୍ରି ଗାଡି ବରଗଡ :- ଉନ୍ନତି ଓ ବିକାଶ ପଥରେ ବରଗଡ଼ ଜିଲ୍ଲାର ଭଟଲି ନିର୍ବାଚନ ମଣ୍ଡଳୀ କ୍ଷିପ୍ର ଗତିରେ ଆଗେଇ ଚାଲିଛି । ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ବଳିଷ୍ଠ ନେତୃତ୍ୱ ଓ ତାଙ୍କର ଉନ୍ନୟନ ମୂଳକ କାର୍ୟ୍ଯ ପ୍ରତି ରହିଥିବା ପ୍ରୟାସ…

ପାଣ୍ଡିଆନଙ୍କ ପୁରୀ ଓ କଟକ ଗସ୍ତ: ବିଭିନ୍ନ ପ୍ରକଳ୍ପର ସମୀକ୍ଷା

ମହାପ୍ରଭୁଙ୍କ ହେରିଟେଜ କରିଡର କାମ ଅଗ୍ରଗତି ସମୀକ୍ଷା ଜୁନ ୧୫ ସୁଦ୍ଧା ସଂପୂର୍ଣ୍ଣ ହେବ ନେତାଜୀ ବସ ଟର୍ମିନାଲ ନିର୍ମାଣ ବର୍ଷ ଶେଷ ସୁଦ୍ଧା କଟକ ମା ଚଣ୍ଡୀ ମନ୍ଦିର, ନୂଆ ବର୍ଷରେ ରୂପାନ୍ତରିତ ମନ୍ଦିରର ଲୋକାର୍ପଣ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…