ଓଡିଶାବାସୀଙ୍କୁ ଏକ ନିର୍ମଳ, ସ୍ୱଚ୍ଛ ଶାସନ ଦେବା ପାଇଁ ପ୍ରସ୍ତୁତ ବିଜେପି : ମନମୋହନ ସାମଲ

 "ବିଜେପିର ପୋଷ୍ଟର ମାରୁଥିବା ସାଧାରଣ କାର୍ଯ୍ୟକର୍ତାଟି ନବୀନ ପଟ୍ଟନାୟକଙ୍କଠାରୁ ଭଲ ଶାସନ ଦେବାକୁ ସକ୍ଷମ"  ରାଜ୍ୟ ସଭାପତି ଭାବେ ଦାୟୀତ୍ୱ ନେଲେ ମନମୋହନ  ସାଢେ ଚାରି କୋଟି ଓଡିଆଙ୍କ ସ୍ୱର ପାଲଟିବ ବିଜେପି ୫ ବର୍ଷ ଭିତରେ ଅପାର ସମ୍ଭାବନା ଥିବା ଓଡିଶାକୁ ଏକ ବିକଶିତ…

‘ଆମ ପାଇଁ ବଡ଼ ଆମ ନୟାଗଡ଼’ ଉଦଘାଟିତ

ନୟାଗଡ଼(ଲକ୍ଷ୍ମୀଧର ସାହୁ): 'ଆମ ପାଇଁ ବଡ଼ ଆମ ନୟାଗଡ଼'ର ସ୍ରଷ୍ଟା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଏହି ବାର୍ତ୍ତା ଆଜି ଘରେ ଘରେ ପରିଚିତ। ଏହାକୁ ସ୍ମରଣୀୟ ରଖିବା ପାଇଁ ନୟାଗଡ଼ ପୌରାଞ୍ଚଳ ପକ୍ଷରୁ ତ୍ରିନାଥ ଛକଠାରେ ସ୍ଥାପିତ 'ଆମ ପାଇଁ ବଡ଼ ଆମ ନୟାଗଡ଼' ସେଲ୍ଫି ପଏଣ୍ଟର ଶୁଭ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏକ ମୃତ: ତିନି ଗୁରୁତର

ବରଗଡ :- ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ବୈତାଲି ଗ୍ରାମ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ବ୍ୟକ୍ତି ଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ସଂକ୍ରି ଗ୍ରାମର ସଂକୀର୍ତ୍ତନ ବାରିକ (୩୦)ନିଜର ହିରୋ ହୋଣ୍ଡା ବାଇକ ନମ୍ବର OR17N7412 ବାଇକ ଯୋଗେ…

ଡିସେମ୍ବର ସୁଦ୍ଧା ଗଞ୍ଜାମର ସବୁ ହାଇସ୍କୁଲର ରୂପାନ୍ତର ହେବ – ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ: ତିନି ସାଧାରଣ ସଭାରେ ଉଦବୋଧନ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ୨୦ ହଜାର ଳୋକଙ୍କୁ ଗ୍ରାମ କଣ୍ଠ ଜମି ପଟ୍ଟା ଆବଣ୍ଟନ ମିଶନ ଶକ୍ତି ମା ମନଙ୍କୁ ବିନା ସୁଧରେ ଋଣ ପ୍ରଦାନ  …

“ରାହୁଲ ଗାନ୍ଧୀ କେବଳ ଏକ ଲକ୍ଷ୍ୟ, ପ୍ରକୃତ ଉଦ୍ଦେଶ୍ୟ ହେଉଛି ଆଦାନୀଙ୍କୁ ବଞ୍ଚାଇବା” : କଂଗ୍ରେସ

"ପ୍ରଚ୍ଛଦ ପଟର ଘଟଣାବଳୀରୁ ଜଳଜଳ ପ୍ରମାଣିତ ହୋଇଯାଉଛି ଅସଲ ଉଦ୍ଦେଶ୍ୟ ”: କଂଗ୍ରେସ ମୁଁ ମୋର ଦେଶବାସୀଙ୍କ ପାଇଁ ସବୁସ୍ତରରେ ସ୍ୱର ଉଠାଇବି । ଏଥିପାଇଁ ମୁଁ ସବୁକିଛି ସହ୍ୟ ଓ ତ୍ୟାଗ କରିବାପାଇଁ ପ୍ରସ୍ତୁତ ଅଛି : ରାହୁଲ ନୂଆଦିଲ୍ଲୀ :" ରାହୁଲ ଗାନ୍ଧୀଙ୍କର ସାସଂଦ ପଦ ରଦ୍ଦ ନାଟକ କେବଳ…

ଗ୍ରାହକସେବା କେନ୍ଦ୍ରର ର ବୈଠକ

କାମାକ୍ଷାନଗର - କାମାକ୍ଷାନଗର ଥାନା ର ଭାରପ୍ରାପ୍ତ ଅଧିକାରୀ ଶରତ ଚନ୍ଦ୍ର ମହାଳିକ ଙ୍କ ଅଧ୍ୟକ୍ଷତା ରେ କାମାକ୍ଷାନଗର ଥାନା ର ଅଭିଭାବକ ପ୍ରକୋଷ୍ଟ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବ୍ରାଞ୍ଚ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ର କ୍ୟାସିୟର…

ରାଜ୍ୟ ସ୍କାଉଟ୍ସ୍ ଓ ଗାଇଡ଼୍ସ୍ ଶିବିର “ରେନବୋ”ର ଉଦଯାପନୀ ଉତ୍ସବ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼୍ସ୍ ସଂସ୍ଥା ଆନୁକୂଲ୍ୟରେ ତା୨୩.୩.୨୦୨୩ରିଖ ଦିନ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଓଡ଼ିଶାର ୨୮ ଜିଲ୍ଲାରୁ ଆସିଥିବା ୮୦୦ ସ୍କାଉଟ୍ ଗାଇଡ଼୍ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଶିବିର “ରେନବୋ ”ର ତା୨୫.୩.୨୦୨୩ ଦିନ ହେଉଛି ଉଦ୍ୟାପନୀ…

ଜନ କଲ୍ୟାଣ ପ୍ରତିଷ୍ଠାନ ଗଜପତି ଆନୁକୁଲ୍ୟରେ ଭବ୍ୟ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆପନ୍ନା ପରିଚ୍ଛା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ (ଗଜପତି) ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ପୌରହିତ୍ୟରେ ଏକ ଭବ୍ୟ ସଂବର୍ଥନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର…

ନୟାଗଡ଼ ଭଦ୍ରକ ମଧ୍ୟରେ ଗଡ଼ିବ ମେମୁ ଟ୍ରେନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଭଦ୍ରକ ମଧ୍ୟରେ ଖୁବ ଶୀଘ୍ର ଗଡ଼ିବାକୁ ଯାଉଛି ମେମୁ ପାସେଞ୍ଜର ଟ୍ରେନ। ଅପ୍ରେଲ ମାସ ପ୍ରଥମ ସପ୍ତାହରୁ ଏହି ଟ୍ରେନ ଚଳାଚଳ କରିବ ବୋଲି ବିଭାଗ ପକ୍ଷରୁ ଆଭାସ ମିଳିଛି। ତେବେ ବିଧିବଦ୍ଧ ଭାବେ ଏ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ମିଳିଥିବା ସୂଚନା…

ବାସୁଦେବପୁର ଓକିଲ ସଂଘ ନିର୍ବାଚନ : ତାରାକାନ୍ତ ସଭାପତି ଓ ମାନସ ସମ୍ପାଦକ

 ବାସୁଦେବପୁର/ପ୍ରତାପ ପାଢ଼ୀ: - ଶନିବାର ଦିନ ବାସୁଦେବପୁର ରେ ଓକିଲ ସଂଘ ପକ୍ଷରୁ ନିର୍ବାଚନ ସକାଳ ଆଠ ରୁ ଅପରାହ୍ନ ଦିନ ଦୁଇ ଘଟିକା ଯାଏ ଅନୁଷ୍ଟିତ ହୋଇଛି। ଅନୁଷ୍ଟିତ ନିର୍ବାଚନ ରେ ସଭାପତି ପଦ ପାଇଁ ତାରାକାନ୍ତ ଦାଙ୍ଗୁଆ, ସହଦେବ ଦାସ ସମ୍ପାଦକ ପଦ ପାଇଁ ଶୁଭ ପ୍ରକାଶ ନାୟକ, କୃପାସିନ୍ଧୁ…