ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼,୨୮/୩:ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ତରଫରୁ ମା'ମଣିନାଗ ଦୁର୍ଗା ବାଳିକା ଉଚ୍ଚ ବିଦ୍ୟାଳୟ, ରଣପୁରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପିକା ଗୀତାଞ୍ଜଳି ମିଶ୍ରସ୍ବାଗତ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାଧିକରଣ ତରଫରୁ ପବନ କୁମାର ବେହେରା,…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ…

“ବିଶ୍ଵ ନାଟ୍ୟ ଦିବସ”ରେ ନାଟୁଆ ମେଳା ଆୟୋଜିତ : ରଘୁନାଥ ପରିଚ୍ଛା ପ୍ରଥମ ଓଡ଼ିଆ ନାଟ୍ୟକାର

https://youtu.be/6Kv8Ev2J3Pg ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ "ବିଶ୍ଵ ନାଟ୍ୟ ଦିବସ" ଅବସରରେ "ନାଟୁଆ ମେଳା" ଆୟୋଜିତ ହୋଇଯାଇଛି। ପ୍ରଗତିଶୀଳ ନାଟ୍ୟ ସଂସ୍ଥା "ତରଙ୍ଗ ରଙ୍ଗ" ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ…

ବିଶ୍ୱ ନାଟ୍ୟ ଦିବସ ପାଳିତ

ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ସ୍ଥିତ ସାଇ କଲ୍ୟାଣ ମଣ୍ଡପ ଠାରେ ଭିନ୍ନ ଢଙ୍ଗ ରେ ବିଶ୍ୱ ନାଟ୍ୟ ଦିବସ ପାଳନ ହୋଇ ଯାଇଛି। ଓଡିଶା ନାଟ୍ୟ ସଂଘ ର ଜିଲା ସଂଯୋଜକ ଶ୍ରୀ ଜଗନ୍ନାଥ ବେହେରା ଙ୍କ ଅଧ୍ୟକ୍ଷତାରେ ବିଶ୍ଵ ନାଟ୍ୟ ଦିବସ ପାଳନ ଅବସରରେ ଜିଲ୍ଲା ସଂସ୍କୁତି ଅଧିକାରୀ ଘାସି ରାମ ହରିଜନ…

ଜାତୀୟ ହୁଇଲଚେୟାର ଫେନସିଂ ରେ ପ୍ରଫୁଲ୍ଲ ଙ୍କୁ ସ୍ବର୍ଣ୍ଣ ପଦକ

ଜଗତସିଂହପୁର,/ସୁମନ୍ତକୁମାରଦାସ: ଜଗତସିଂହପୁର ଆଶ୍ରମପାଟଣା ଗ୍ରାମର ପ୍ରତାପ କିଶୋର ଖଣ୍ଡାୟତରାୟ ଙ୍କ ପୁତ୍ର ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ହରିୟାଣା କରନାଲ ର କରନ ଷ୍ଟାଡିୟମ ଠାରେ 24--27 ମାର୍ଚ୍ଚ 2023ଅନୁଷ୍ଠିତ ହୋଇଥିଲା ସେଥିରେ ପ୍ରଫୁଲ୍ଲ କାଟେଗୋରୀ (ବି )ବ୍ୟକ୍ତିଗତ ସାବ୍ରେ ଇଭେଣ୍ଟ…

ଜିଓ ପକ୍ଷରୁ ନୂଆ ଜିଓଫାଇବର ବ୍ରଡ୍‌ବ୍ୟାଣ୍ଡ୍ ବ୍ୟାକ୍‌ଅପ୍ ପ୍ଲାନ୍ ଘୋଷଣା

୧୦ ଏମ୍‌ବିପିଏସ୍ ଅସୀମିତ ହୋମ୍ ବ୍ରଡ୍‌ବ୍ୟାଣ୍ଡ୍ ପ୍ଲାନ୍ ମାସିକ ମାତ୍ର ୧୯୮ ଟଙ୍କାରେ ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଫିକ୍ସଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା କ୍ଷେତ୍ର ଲାଗି ସୁଲଭ ମୂଲ୍ୟର ନୂଆ “ବ୍ରଡ୍‌ବ୍ୟାଣ୍ଡ୍ ବ୍ୟାକ୍ ଅପ୍ ପ୍ଲାନ୍ ଘୋଷଣା କରାଯାଇଛି । ମାସିକ ମାତ୍ର ୧୯୮ ଟଙ୍କା…

ପାନ୍‌-ଆଧାର ସଂଯୋଗ ପାଇଁ ଶେଷ ତାରିଖ ସମୟସୀମା ବୃଦ୍ଧି

  ଟିକସଦାତାଙ୍କୁ ଅଧିକ ସମୟ ପ୍ରଦାନ କରିବାକୁ, ପାନ୍ ଏବଂ ଆଧାରକୁ ସଂଯୋଗ କରିବାର ତାରିଖ ୩୦ ଜୁନ୍‌, ୨୦୨୩ କୁ ବୃଦ୍ଧି କରାଯାଇଛି, ଯେଉଁଥିରେ ବ୍ୟକ୍ତିମାନେ ଆଧାର-ପାନ୍ ସଂଯୋଗ ପାଇଁ ର୍ନିଦ୍ଦିଷ୍ଟ ପ୍ରାଧିକରଣ ସହିତ ଆଧାରକୁ ସଂଯୋଗ କରିପାରିବେ । ଏହାର କାର୍ଯ୍ୟକାରୀ ପାଇଁ ବିଜ୍ଞପ୍ତି…

ଟାଟା ଷ୍ଟିଲ୍ ମାଇନିଂର ଗୋପାଳପୁର କାରଖାନାରେ ଜାତୀୟ ସୁରକ୍ଷା ସପ୍ତାହ ପାଳିତ

କାର୍ଯ୍ୟ କ୍ଷେତ୍ରରେ ଶୂନ୍ୟ ଆଘାତ ଲକ୍ଷ୍ୟ ବ୍ରହ୍ମପୁର, ୨୮ ମାର୍ଚ୍ଚ ୨୦୨୩: ଟାଟା ଷ୍ଟିଲ୍ ମାଇନିଂର ଗୋପାଳପୁର ସ୍ଥିତ ଫେରୋ ଆଲଏଜ୍ କାରଖାନାରେ ୫୨ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ କାରଖାନା ପରିସରରେ ବିଭିନ୍ନ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ନିଜ କାର୍ଯ୍ୟ…

ବେଦାନ୍ତ ଆଲୁମିନିୟମ ସ୍ଥାନୀୟ ଜନସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ ଝାରସୁଗୁଡାରେ ଗ୍ରାମ୍ୟ ପୋଖରୀ ଗୁଡିକୁ ନବୀକରଣ…

୩୦୦୦ ଲୋକଙ୍କୁ ଯୋଗାଉଥିବା ୧୯ ଟି ପୋଖରୀକୁ ମୌସୁମୀ ପୂର୍ବରୁ ସଫା ତଥା ନବୀକରଣ କରାଯାଇଛି ଝାରସୁଗୁଡା, ୨୮ ମାର୍ଚ୍ଚ ୨୦୨୩: ବେଦାନ୍ତ ଆଲୁମିନିୟମ, ଭାରତର ବୃହତମ ଆଲୁମିନିୟମ ଉତ୍ପାଦକ, ଝାରସୁଗୁଡାର ୧୯ଟି ଗାଁ ପୋଖରୀକୁ ନବୀକରଣ କରି ୩୦୦୦ରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କୁ ସେମାନଙ୍କର ଜଳ…

ରାଉରକେଲା ରେଳ ଷ୍ଟେସନରୁ ଅଢେଇ ଲକ୍ଷ ଟଙ୍କାର ବେଆଇନ ଗଞ୍ଜେଇ ଜବତ।।

 ରାଞ୍ଚି ଚାଲାଣ ବେଳେ ଧରା ପଡ଼ିଲା।। ଜଣେ ଗିରଫ । ରାଉରକେଲା : (ବସନ୍ତ କୁମାର ଜେନା) : ଅବକାରୀ ବିଭାଗ ରାଉରକେଲା ରେଳ ଷ୍ଟେସନରୁ ୨ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ବେଆଇନ ଗଞ୍ଜେଇ ଜବତ କରିଛି। ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଯୁବକ କୁ ଗିରଫ କରା ଯାଇଛି। ଗିରଫ ଯୁବକ ଜଣକ କନ୍ଧମାଳ…