ସାନକେଲୋରେ ଜଳ ପ୍ରବାହ କମିବାରୁ ପ୍ରଭାବିତ ସୀମାନ୍ତ ଗ୍ରାମ, ଉଠିଲା ପ୍ରଶ୍ନ
ଝାରସୁଗୁଡା: ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଟ୍ରିବ୍ୟୁନାଲରେ ଶୁଣାଣି ଚାଲିଥିବାବେଳେ ସୀମାନ୍ତ ଅଞ୍ଚଳରେ ଜଳ ସଙ୍କଟ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ମହାନଦୀର ପ୍ରମୁଖ ଉପନଦୀ ସାନକେଲୋ ନଦୀର ଜଳ ପ୍ରବାହକୁ ଅବରୋଧ କରି ଛତିଶଗଡ଼ର ବେଲେରିଆ ଅଞ୍ଚଳରେ ବ୍ୟାରେଜ…