ନିର୍ବାଚନ ଆସିଲେ ଓଡ଼ିଶାର ବିକାଶ କଥା ମନେପଡେ଼- ପ୍ରଦେଶ କଂଗ୍ରେସ ସଭାପତି
"ଉନ୍ନତିମୂଳକ କାମ କରିବା ପରିବର୍ତେ ନିଜର ସରପଂଚ, ୱାର୍ଡମ୍ବେର ଏବଂ ଅନ୍ୟାନ୍ୟ ପଂଚାୟତ ସ୍ତରର ନେତୃବୃନ୍ଦଙ୍କୁ ଏହି ଅର୍ଥ ବିଭିନ୍ନ ଅମୁଳକ ଉପାୟରେ ବାଂଟିବା ପାଇଁ “ମୋ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାର ମୂଳ ଉଦେଶ୍ୟ | ଏବେ ଯେଉଁ ୪୦୦୦ କୋଟି ଟଙ୍କାର ଯୋଜନା ଘୋଷଣା କରାଗଲା ଏ ଟଙ୍କା ରାଜ୍ୟ…