ଢେଙ୍କାନାଳ ବି.ବି ହାଇସ୍କୁଲ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ
ଢେଙ୍କାନାଳ/ ରବିନ୍ ଦାସ ; ଓଡ଼ିଶା ରାଜ୍ୟର 5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କେ. ପାଣ୍ଡିୟାନ ଆଜି ଢେଙ୍କାନାଳ ପରିଦର୍ଶନରେ ଆସିଥିଲେ ।ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଅପୂର୍ବ ଆନନ୍ଦ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ସରୋଜ କୁମାର…