ମିନି ଟ୍ରକ୍ ଧକାରେ ବାଇକ ଚାଲାକ ମୃତ

ବେଲଗୁଣ୍ଠା, ୧୪/୦୮: -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଛକ ବମ୍ବେଷ୍ଟିଲ ନିକଟରେ ଶୁକ୍ରବାର ସକାଳେ ୯-୪୦ ମିନଟ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ବୁଗୁଡ଼ା ବ୍ଲକ ଏ. କରଡ଼ାବାଡ଼ି ଗ୍ରାମର ସୁନୀଲ କୁମାର…

୧୨୦ ବର୍ଷର ଶ୍ରୀକୃଷ୍ଣ ଗୋଶାଳାରେ ଦୀପାଳୀ ଦାସ

ଝାରସୁଗୁଡ଼ା, ୧୪/୮: ଝାରସୁଗୁଡ଼ା ପୌରପରିଷଦର ୩ ନମ୍ବର ୱାର୍ଡରେ ଅବସ୍ଥିତ ୧୨୦ ବର୍ଷ ପୁରାତନ ଐତିହାସିକ ଶ୍ରୀକୃଷ୍ଣ ଗୋଶାଳା ପରିଦର୍ଶନ କରିଛନ୍ତି ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳୀ ଦାସ। ଶୁକ୍ରବାର ସେ ଗୋଶାଳାରେ ପହଞ୍ଚି ଗୋ-ମାତାଙ୍କ ଯତ୍ନ, ଖାଦ୍ୟ, ପାନୀୟ ଜଳ ବ୍ୟବସ୍ଥା ଓ…

୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ତ୍ରିରଙ୍ଗା ଶୋଭାଯାତ୍ରା

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଆଜି ଏକ ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଦେଶପ୍ରେମ, ଜାତୀୟ ଏକତା ଓ ଅଖଣ୍ଡତାର ବାର୍ତ୍ତା ନେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ,…

ମହିଳା ସ୍ନାତକ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା କାର୍ଯ୍ୟକ୍ରମ ଉଦଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ ସଶକ୍ତି କରଣ କୋଷ ତରଫରୁ ଆତ୍ମ ସୁରକ୍ଷା କୌଶଳ ଶିକ୍ଷା କାର୍ଯ୍ୟକ୍ରମ ମହାବିଦ୍ୟାଳୟକ ଅଧ୍ଯକ୍ଷା ଡ଼ି ରୀନା ସାହୁଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଯାଇଛି।କାର୍ଯ୍ୟକ୍ରମର ପ୍ରଥମ…

ଓଡିଶା ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରା ନବରଙ୍ଗପୁର ସରକାରୀ ଅଧିବକ୍ତା ସମ୍ମାନିତ

ନବରଙ୍ଗପୁର 14/08/2026: ଆଇନସେବା କ୍ଷେତ୍ରରେ ତ୍ୱରିତ ସେବା ସହ ଉଚିତ ନ୍ୟାୟ ଯୋଗାଇଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ର ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀ ମନୋଜ କୁମାର ଏକ୍କାଙ୍କୁ ଓଡିଶା ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସମ୍ବର୍ଦ୍ଧିତ କରିବା ସହ ପ୍ରଶଂସାପତ୍ର…

ଭୁବନେଶ୍ୱର ସ୍ଥିତ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ସାଂସଦ

‘ହର୍ ଘର୍ ତିରଙ୍ଗା’ ଅଭିଯାନ ଜାତୀୟତାବୋଧର ଅନନ୍ୟ ଶିହରଣ ସୃଷ୍ଟି କରିଛି - ଧର୍ମେନ୍ଦ୍ର ପ୍ରଧାନ • ଓଡ଼ିଶା ସମେତ ଦେଶବାସୀଙ୍କୁ ୮୦ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ• ନିଜ ନିଜ ଘରେ ରାଷ୍ଟ୍ରୀୟ ଧ୍ୱଜା ଉତ୍ତୋଳନ କରିବା ପାଇଁ ଆହ୍ୱାନ• ଜାତୀୟ ଏକତା, ଶାନ୍ତି ଓ…

ବଡ଼ବିଲରେ ବନ୍ୟା ପରିସ୍ଥିତି, ୧୫୦ ଲୋକ ସ୍ଥାନାନ୍ତର

ବଡ଼ବିଲ (ଶାସକ ପ୍ରଶାସକ): କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି। ବୁଧବାର ବିଳମ୍ବିତ ରାତିରୁ ବର୍ଷା ଜାରି ରହିବାରୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବିଶେଷକରି ନଦୀ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳରେ ପାଣି ବଢ଼ିବାରୁ ଲୋକଙ୍କ ମଧ୍ୟରେ…

ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’

ମୟୂରଭଞ୍ଜର ସାନ୍ତାଳୀ ବୁଣାକୁ ନୂଆ ପରିଚୟ ମହିଳା ବୁଣାକାରଙ୍କୁ ଦେଉଛି ନୂଆ ଜୀବିକାର ଦିଶା ଭୁବନେଶ୍ୱର,: ରାମରାଜ କଟନ ଆଜି ଓଡ଼ିଶାରେ ପଞ୍ଚ ଶୁଭାରମ୍ଭ କରିଛି, ଯେଉଁ ମାଟିରୁ ଏହା ନିଜର ପରିଚୟ ଆକର୍ଷିତ କରେ ସେହି ମାଟିରେ ଏହାର ନୂତନ ହସ୍ତତନ୍ତ ପ୍ରଦାନ ଆଣିଛି। ପଞ୍ଚ ମୟୂରଭଞ୍ଜର…

ସମ୍ ନର୍ସିଂ କଲେଜ କ୍ୟାମ୍ପସ ୨ରେ ନିଶାମୁକ୍ତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ଅଗଷ୍ଟ ୧୩: ଯୁବପିଢ଼ି ମଧ୍ୟରେ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏକ ନିଶାମୁକ୍ତ ସୁସ୍ଥ ସମାଜ ଗଠନର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ କ୍ୟାମ୍ପସ, ଫୁଲନଖରା ପରିସରରେ ନିଶାମୁକ୍ତ ଅଭିଯାନ ସମ୍ପର୍କିତ ଏକ…

ଗାୟତ୍ରୀ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କ ଦ୍ବାରା ତ୍ରିରଙ୍ଗା ଶୋଭାଯାତ୍ରା

ଶାନ୍ତି, ମୈତ୍ରୀ,ପ୍ରେମ,ସାହାସ ଏବଂ ସମୃଦ୍ଧିର ପ୍ରତୀକ ତ୍ରିରଙ୍ଗା ଓଡ଼ଗାଁ ୧୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଗ୍ରାମପଞ୍ଚାୟତ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କ ଦ୍ବାରା ତ୍ରିରଙ୍ଗା ଶୋଭାଯାତ୍ରା ଏବଂ ବନ୍ଦେ ମାତରଂ…