ନୂତନ ଥାନା ଅଧିକାରୀଙ୍କୁ ସାମ୍ବାଦିକ ସଂଘର ସ୍ୱାଗତ ସମ୍ବର୍ଦ୍ଧନା।
ଜୁନାଗଡ଼,୧୮/୮(ଆଦିତ୍ୟ ମହାନ୍ତି)ଜୁନାଗଡ଼ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ନୂତନ ଥାନା ଅଧିକାରୀ ଶେଷଦେଵ ବେହେରା କୋରାପୁଟ କୋଟପାଡ଼ ରୁ ଆସି ଏଠାରେ ଦାୟିତ୍ୱ ନେଇଛନ୍ତି।ସାମ୍ବାଦିକ ସଂଘ ପକ୍ଷରୁ…