ରାଜ୍ୟର ସଫଳତାରେ ଖୁସି ହେବା ଶିଖୁ ବିଜେପି: ବିଜେଡି

 ହକି ବିଶ୍ୱକପ୍‍ ଆୟୋଜନ ରାଜ୍ୟ ପାଇଁ ଗୌରବ ଆଣିଥିଲା  ବିଜେପିର ପ୍ରତିକ୍ରିୟା କିନ୍ତୁ ନୈରାଶ୍ୟଜନକ ଥିଲା  ଓଡିଶାର ସଫଳତାରେ ଖୁସି ହେବାକୁ ବିଜେଡିର ପରାମର୍ଶ ଭୁବନେଶ୍ୱର, ୧୦/୦୯/୨୦୨୩:ଯେତେବେଳେ ଓଡ଼ିଶା ହକି ବିଶ୍ୱକପ ଆୟୋଜନ କଲା, ସେତେବେଳେ ସାଢେ ୪ କୋଟି…

ନବରଙ୍ଗପୁର ସହର ଇସ୍କନ ମନ୍ଦିର ଠାରେ ନନ୍ଦଉଛବ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ.

https://youtu.be/Md8f0JKGk_M ନବରଙ୍ଗପୁର /ଅଶୋକ ସାହୁ, ଶାସକ ପ୍ରଶାସକ :  ନବରଙ୍ଗପୁର ସହରସ୍ଥିତ ଇସ୍କନ ମନ୍ଦିରରେ ନନ୍ଦଉଛବ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଧୂମଧାମରେ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ତଥା ଏହା ପାଖଆଖର ଅନେକ ସୂବେଛୁ ଭକ୍ତ ଯୋଗଦେଇ ବିଭିନ୍ନ…

ବିଜୁ ଜନତା ଦଳର ବୃକ୍ଷ ରୋପଣ ସହ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ।

ଅସ୍ତରଙ୍ଗ/ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ କୁହୁଡି ଲବଣ ସତ୍ୟାଗ୍ରହ ହାଇସ୍କୁଲ ପରିସରରେ ବିଜୁ ଛାତ୍ର ଜନତା ଓ ବିଜୁ ଯୁବ ଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଏହିସବୁ କାର୍ଯ୍ୟକ୍ରମକୁ ରାଜ୍ୟ…

ପାକ୍‍ ଅଧିକୃତ କାଶ୍ମୀରରେ ଲୁଚିଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ଜମ୍ମୁ କାଶ୍ମୀରରେ ସେମାନଙ୍କ ସମ୍ପତ୍ତି ଜବତ ହେବ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଅଧୀନରେ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ପ୍ରୟାସରେ ଜମ୍ମୁ କାଶ୍ମୀରର ବାସିନ୍ଦା ତଥା ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ…

ଆମ୍ରି ହସ୍ପିଟାଲରେ ବିଶ୍ଵ ଫିଜିଓଥେରାପୀ ଦିବସ ପାଳିତ

ଭୁବନେଶ୍ଵର : ଆମ୍ରି ହସ୍ପିଟାଲ୍‌ ଭୁବନେଶ୍ବର ପକ୍ଷରୁ ବିଶ୍ବ ଫିଜିଓଥେରାପି ଦିବସ ଉପଲକ୍ଷେ କଣ୍ଟିନିଅସ୍ ଫିଜିଓଥେରାପି ଏଜୁକେସନ୍‌ (ସିପିଇ) ପଞ୍ଚମ ସଂକ୍ରମଣ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୨୦୦ରୁ ଅଧିକ ଫିଜିଓଥେରାପି ବିଶେଷଜ୍ଞ ଅଂଶଗ୍ରହଣ…

ଓଡ଼ିଶା-ମୋ ପରିବାର ଏବଂ ଓଡ଼ିଶା ପରିବାର ମିଳିତ ଉଦ୍ୟମରେ ମୃତାହତ ଶ୍ରମିକଙ୍କୁ ସହାୟତା

ହାଇଦ୍ରାବାଦରେ ଏକ ଛ’ ମହଲା କୋଠାରୁ ଖସିପଡି ୩ ଓଡ଼ିଆ ଶ୍ରମିକ ମୃତ ଏବଂ ୨ ଆହତ ଶ୍ରମିକଙ୍କୁ ସହାୟତା ଯୋଗାଇଲେ ଓଡ଼ିଶା-ମୋ ପରିବାର ଏବଂ ଓଡ଼ିଶା ପରିବାର ମୃତ ଶ୍ରମିକଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିବେ ସରକାର ଭୁବନେଶ୍ୱର: ଗତ ସେପ୍ଟେମ୍ବର…

ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୪୪,୫୪୨ଟି ମାମଲାର ଚୂଡ଼ାନ୍ତ ଫଇସଲା

ଭୁବନେଶ୍ୱର: ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଓ ଦୌରାଜଜ୍-ତଥା-ଅଧ୍ୟକ୍ଷ, ଜିଲ୍ଲା ଆଇନସେବା ପ୍ରାଧିକରଣ ଶ୍ରୀ ନିଶିଥ୍ ନିଶାଙ୍କଙ୍କ ନିର୍ଦ୍ଦେଶମତେ ଅନୁଷ୍ଠିତ ହୋଇଯାଇଛିା ଭୁବନେଶ୍ୱର, ଖୋର୍ଦ୍ଧା,…

ଓଡିଶା ପରିବାର ନିର୍ଦ୍ଦେଶାଳୟ ସହଯୋଗରେ ଦୁବାଇରେ ଫସିଥିବା ଆଉ ୭ ଜଣ ପ୍ରବାସୀଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ

ଦୁର୍ଘଟଣାରେ ଆହତ ମାଲକାନଗିରି ଶ୍ରମିକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବାକୁ ନିର୍ଦ୍ଦେଶକଙ୍କ ହାଇଦ୍ରାବାଦ ଗସ୍ତ ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରୁ ଦୁବାଇରେ କାମକରିବାକୁ ଯାଇ ନିର୍ଯାତିତ ହୋଇଥିବା ଆଉ ୭ ଜଣ ପ୍ରବାସୀ ଓଡିଆ ଭୁବନେଶ୍ୱରରେ ପହଞ୍ଚିଛନ୍ତିା ସେମାନେ ହେଲେ…

ଗଜପତିରେ ଏହି ବର୍ଷର ତୃତୀୟ ଲୋକ ଅଦାଲତ ରେ : ଟ. ୯୦୨୦୫୯.୦୦ କ୍ଷତିପୂରଣ ନିର୍ଦେଶ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶନିବାର ଦିନ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏହି ବର୍ଷର ତୃତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ଙ୍କ ଚିଠି ଅନୁଯାଇ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଗଜପତି…

ଆଇନ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ପ୍ରାଥମିକ ଚିକିତ୍ସା ଦିବସ ପାଳନ

ରାଉରକେଲା, (ବସନ୍ତ କୁମାର ଜେନା):- ରାଉରକେଲା ଆଇନ ମହାବିଦ୍ୟାଳୟର ଯୁବ ରେଡକ୍ରସ ୟୁନିଟ ଓ ଶ୍ରୀ ମାତାଜୀ ସହଜ ଯୋଗ-ଆଜିର ମହାଯୋଗ” ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ପ୍ରାଥମିକ ଚିକିତ୍ସା ଦିବସ ପାଳନ କରଯାଇଥିଲା । ଏହି କାର୍ଯକ୍ରମରେ ସ୍ଵାଗତ ଭାଷଣରେ ଅଧ୍ୟାପିକା ତଥା…