ବେଲଗୁଣ୍ଠାରେ ସମ୍ବାଦ-ଆମ ଓଡ଼ିଶା ଭାଷାଜ୍ଞାନ ପରୀକ୍ଷା:୫୧୪ ଜଣ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

ଭାଷାଜ୍ଞାନରେ ସାଇପ୍ରଜ୍ଞା, ହସ୍ତାକ୍ଷରରେ ସ୍ନେହାଞ୍ଜଳୀ ଓ ଚିତ୍ରାଙ୍କନରେ ଲିଜା ପ୍ରଥମ । ବେଲଗୁଣ୍ଠା- (ଶିବରାମ ଚୌଧୁରୀ )--ଆଜି ସମ୍ବାଦ-ଆମ ଓଡ଼ିଶା ଆନୁକୂଲ୍ୟରେ ଅନୁଷ୍ଠିତ ଭାଷାଜ୍ଞାନ ପରୀକ୍ଷାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବେଲଗୁଣ୍ଠା ସ୍ଥିତ…

ଅସହାୟ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ

ସାରସକଣା/ଦିପୁ ମହାପାତ୍ର :: ଶାସକ ପ୍ରଶାସକ ମୟୁରଭଂଜ ଜିଲ୍ଲା ଝାଡ଼ପୋଖରିଆ ଥାନା ଅନ୍ତର୍ଗତ ୧୮ ଏବଂ ୪୯ ନମ୍ବର ଜାତୀୟରାଜପଥର ଅନ୍ତଃରାଜ୍ୟ ମିଶ୍ରଣ ସ୍ଥଳୀ ଝାଡ଼ପୋଖରିଆ ଓଭରବ୍ରିଜ ଠାରେ ଏକ ଅସହାୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ମୁତାବକ ବିଗତ କିଛି ମାସ ହେଲା ଖରା, ବର୍ଷା,ଶୀତ…

ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବଲାଙ୍ଗିର: ସ୍ଥାନୀୟ ମୀନା ଟେଣ୍ଟ ହାଉସଠାରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଞ୍ଚ ବର୍ଷ ପୂର୍ବେ କିଛି ହାତଗଣତି ସଦସ୍ୟଙ୍କୁ ନେଇ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ଗଠିତ ହୋଇଥିବା ବେଳେ ବର୍ତ୍ତମାନ ତାହା ଜିଲ୍ଲା ବ୍ୟାପି ଏକ ବଡ…

ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଓ ବିଧାୟିକା l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଣ୍ୟାଗାର ନିଗମ ଅଧ୍ଯକ୍ଷ ମହେନ୍ଦ୍ର ବଢେଇ ହୃଦଘାତରେ ଆକ୍ରାନ୍ତ ହୋଇ ଭୂବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧନ ଅବସ୍ଥାରେ ଗତ ଗୁରୁବାର ରାତିରେ ମୃତ୍ୟୁ ହୋଇଥିଲା । ଶୁକ୍ରବାର ଦିନ ପୈତୃକ ଗ୍ରାମ ଟାଲ ରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଆଜି…

ଆଇନ ସଚେତନତା ଶିିବିର ଅନୁଷ୍ଠିତ

ବଲାଙ୍ଗିର, ( ସନ୍ତୋଷ କୁମାର ଠାକୁର ) : ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଆନୁକୂଲ୍ୟରେ ରାମଜୀ ଉଚ୍ଚ ବିଦ୍ୟାଳୟ, କୁରୁଲଠାରେ ଏକ ଆଇନ ସେଚତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ ଏକ ଆଲୋଚନାଚକ୍ର କରାଯାଇଥିଲା ।…

ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଶୋକ ସଭା ଅନୁଷ୍ଠିତ l

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି | ସଭାରେ ସ୍ବର୍ଗତ ମହେନ୍ଦ୍ର ବଢ଼େଇ ଙ୍କ ଫୋଟୋ ଚିତ୍ରରେ ବିଧାୟିକା ବର୍ଷା ସିଂ ବରିହା ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ପରେ ସଭାରେ ଉପସ୍ଥିତ ବିଜେଡି…

ଲୋକକଳା ଭାରତଲିଳା ରୁ ଅପସଂସ୍କୃତି ବାଦ୍ ଦେଇ କଳାକାର ଙ୍କ ସମସ୍ୟା ର ସମାଧାନ ନିମନ୍ତେ ବୈଠକ।

https://youtu.be/jPOB9Y5VYvE ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: "ଘୁମୁସର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତଲୀଳା" ସଂଘ ର ପ୍ରଥମ ବାର୍ଷିକ ଉତ୍ସବ ଆଜି, ୧୦/୦୯/୨୦୨୩ ରିଖ ରବିବାର ଦିନ ପୂର୍ବାହ୍ନ ୧୧ ଘଣ୍ଟିକା ସମୟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ର ଅଗଝୋଳ ଗ୍ରାମରେ ସଂଖ୍ୟା ଧିକ…

ବିଷାକ୍ତ ସାପକାମୁଡ଼ାରେ କଲେଜ ଛାତ୍ର ମୃତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଥାନା ପଥରାପୋଲି ଗ୍ରାମର ଲେଟ ପ୍ରମୋଦ ନାୟକଙ୍କ ପୁଅ ରୁଦ୍ର ପ୍ରସାଦ ଓରଫ ଦୀପକ ନାୟକ 16 ,ଗତକାଲି ଶନିବାର ରାତ୍ର 10,30 ରେ ପରିବାରର ସମସ୍ତଙ୍କ ସହ ଦୀପକ ଖାଇସାଇ ଶୋଇ ପଡ଼ିଥିଲେ । ରାତ୍ର 3 ଟାରେ ରୁଦ୍ରର ମା ଓ ଭଉଣୀ ଟଇଲେଟ ଯିବାପାଇଁ…

ଏ.ବି.ସି.ଡି. ନୁଆଁଖାଇ ଭେଟଘାଟ ରୌପ୍ୟଜୟନ୍ତୀ ପାଳନ ଅବସରରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:  ଏ.ବି.ସି.ଡି. ନୁଆଁଖାଇ ଭେଟଘାଟ ରୌପ୍ୟଜୟନ୍ତୀ ପାଳନ ଅବସରରେ ରଙ୍ଗୋଲି ପ୍ରତିଯୋଗିତା ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ରଙ୍ଗୋଲି ,ଝୋଟି ଓ ସଂଗୀତ ପ୍ରତିଯୋଗିତା ଆୟୋଜନ ହୋଇଥିଲା l ଏଥିରେ ରଙ୍ଗୋଲି ଜୁନିଅର ଓ ସିନିଅର…

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ଦ୍ୱିତୀୟ ଦିନରେ

ସାମିଲ ହେଲେ ଜୁନାଗଡ଼ ସାମ୍ବାଦିକ ସଙ୍ଘ ସପକ୍ଷରେ ବାହାରିଲେ କଲମପୁର ଅଞ୍ଚଳବାସୀ। ଜୁନାଗଡ଼/ ଆଦିତ୍ୟ ପ୍ରସାଦ ମହାନ୍ତି : କଳାହାଣ୍ଡି ଜିଲ୍ଲାର ଐତିହାସିକ ସହର,ମନ୍ଦିର ମାଳିନୀ ତଥା ହଜରେ ବର୍ଷର ପୁରୁଣା ସହର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀରେ ଆଜି ଦ୍ୱିତୀୟ ଦିନରେ…