ଲିଙ୍ଗାଗଡ଼ ଠାରେ ଆମ ଗାଁ ଆମ ତହସିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜି.ଉଦୟଗିରି,୧୯/୦୮ (ଅବନୀ କୁମାର ପ୍ରଧାନ): ଜି.ଉଦୟଗିରି ତହସିଲ ଅନ୍ତର୍ଗତ ଲିଙ୍ଗାଗଡ ରାଜସ୍ୱ ଗ୍ରାମ ଏବଂ କତିଙ୍ଗିଆ ଗ୍ରାମ ଠାରେ ରାଜସ୍ୱ କାର୍ଯ୍ୟାଳୟ ତରଫରୁ ଆମ ଗାଁ ଆମ ତହସିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମ ରେ ଜି.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ଯୋଗ!-->!-->!-->…