ପୁଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା ମିଳିତ ଭାବେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ l

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବିଭିନ୍ନ ଅଞ୍ଚଳରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଯାହା ଫଳରେ ଅନେକ ଜନ ଜୀବନ କ୍ଷତିଗ୍ରସ୍ତ ହେଉଛନ୍ତି।ସଡ଼କ ସୁରକ୍ଷା ଜୀବନ ରକ୍ଷା ନିମନ୍ତେ ମାଲକାନଗିରି ଜିଲ୍ଲା ପୁଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା…

ଜନ୍ମଦିନରେ କିସ୍‍ ଛାତ୍ରଛାତ୍ରୀଙ୍କୁ ଅନନ୍ତ ଅମ୍ବାନୀଙ୍କ ଉପହାର

ଛାତ୍ରବୃତ୍ତି, ଚାକିରି ଓ ଏକ୍ସପୋଜର ସୁଯୋଗ ଭୁବନେଶ୍ୱର, ୯ । ୪: ନିଜ ଜନ୍ମଦିନରେ କିସ୍‍ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି, ଚାକିରି ଓ ଏକ୍ସପୋଜର ସୁଯୋଗ ଭଳି ଅନେକ ଘୋଷଣା କରିଛନ୍ତି ଅନନ୍ତ ଅମ୍ବାନୀ। ଆଜି ନିଜ ଜନ୍ମଦିନ ପାଳନ ଅବସରରେ ଅନନ୍ତ କିସ୍‍ ଛାତ୍ରଛାତ୍ରୀଙ୍କ ପାଇଁ ରିଲାଏନ୍ସ…

ଓଡ଼ିଆ ପକ୍ଷ -୨୦୨୬ର ନବମ ଦିବସରେ “ଆସ ବହିଟିଏ କିଣିବା ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ

https://youtu.be/163yk-Vib8c  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚଳିତ ମାସ ଏପ୍ରିଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳିତ ହେଉଛି ଓଡ଼ିଆ ପକ୍ଷ-୨୦୨୬ । ଏହି ଓଡ଼ିଆ ପକ୍ଷ ପାଳନର…

“ଆସ ବହିଟିଏ କିଣିବା ଅଭିଯାନ” ଅନୁଷ୍ଠିତ ହେଲା

ବାଲେଶ୍ୱର, ତାରିଖ - ୦୯/୦୪/୨୦୨୬:  ଆଜି ହେଉଛି ଓଡ଼ିଆ ପକ୍ଷ ୨୦୨୬ ର ନବମ ଦିନ । ଏହି ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ "ଆସ ବହିଟିଏ କିଣିବା ଅଭିଯାନ" ଅନୁଷ୍ଠିତ ହୋଇଛି । ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ବାଲେଶ୍ୱର…

୬୯ତମ SGFI ରଗବୀ ଚାମ୍ପିଅନସିପ୍‌ରେ ୧୪ ବର୍ଷରୁ କମ୍ ବର୍ଗର ପ୍ରତିଯୋଗିତା ଆରମ୍ଭ

କଳିଙ୍ଗ ଷ୍ଟାଡିୟମରେ ୧୪ଟି ରାଜ୍ୟରୁ ୩୦୦ରୁ ଅଧିକ ଖେଳାଳୀ ଭୁବନେଶ୍ୱର, ୦୯/୦୪/୨୦୨୬ : ଓଡ଼ିଶାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ (SGFI) ରଗବୀ ଚାମ୍ପିଅନସିପ୍‌ ୨୦୨୫-୨୬ ରେ ଆଜି ଠାରୁ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗର ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ…

ନବରଂଗପୁର ଠାରେ ସି ଆର୍ ପି ଏଫ୍ ୧୨ ବାଟାଲିୟନ ର ଶୌର୍ଯ୍ୟ ଦିବସ ପାଳନ

ନବରଙ୍ଗପୁର ତା ୯.୪.୨୦୨୬: ଅଶୋକ ସାହୁ,ନବରଂଗପୁର ସି ଆର୍ ପି ଏଫ୍ (୧୨ ବାଟାଲିୟନ) ପ୍ରାଙ୍ଗଣରେ ୬୧ ତମ ଶୌର୍ଯ୍ୟ ଦିବସ ପାଳନ ହୋଇଯାଇଛିl ଏହି ଅବସରରେ କମାଣ୍ଡାଣ୍ଟ ଏନ. କେ. କେ ପ୍ରସାଦଙ୍କ ଉପସ୍ଥିତିରେ, ଡେପୁଟି କମାଣ୍ଡାଣ୍ଟ ରାଜୀବ କୁମାର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରୀନିବାସ ରାଓ,…

ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୦୮/୦୪):- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଅରୁଣ ରୁ ପ୍ରଥମ ଶ୍ରେଣୀ ର ଅଭିଭାବକ ଅଭିଭାବିକା ମାନଙ୍କ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ଶ୍ରୀଯୁକ୍ତ ଲୋକନାଥ ମିଶ୍ର…

ରେଡ଼ିଏନ୍ସ ଇନଷ୍ଟିଚ୍ୟୁଟର ୧୧ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ “ୟୁଫୋରିଆ–୨୦୨୬”

 ବିଜେପୁର: ବରଗଡ଼ ଜିଲ୍ଲାର ବିଜେପୁରରେ ରେଡ଼ିଏନ୍ସ ଇନଷ୍ଟିଚ୍ୟୁଟର ୧୧ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ “ୟୁଫୋରିଆ–୨୦୨୬” ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ବାର୍ତ୍ତା…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଖୋର୍ଦ୍ଧାରେ ଗ୍ରୁପ୍ ନିର୍ମଲ ଆଲୁମିନିୟମ କାରଖାନାର ଭୂମିପୂଜନ

ଭୁବନେଶ୍ୱର: ଷ୍ଟିଲ ଓ ଆଲୁମିନିୟମ ୱୟାର ପ୍ରଡକ୍ଟଗୁଡିକର ଏକ ଅଗ୍ରଣୀ ନିର୍ମାତା ଗ୍ରୁପ, ନିର୍ମଲ ପକ୍ଷରୁ ଖୋର୍ଦ୍ଧାରେ ୧୫୦ କୋଟି ଟଙ୍କା ମୂଲ୍ୟର ନୂତନ ଉତ୍ପାଦନ କାରଖାନାର ଭୂମିପୂଜନ କରାଯାଇଛି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀ ମୋହନ ଚରଣ ମାଝୀ ଆଜି ଭର୍ଚୁଆଲ ମାଧ୍ୟମରେ…

ବାଉଁଶର ଅଦ୍ଭୁତ ଜୀବନଚକ୍ର: ପ୍ରକୃତି, ପରମ୍ପରା ଓ ଲୋକବିଶ୍ୱାସର ଅଲୌକିକ ମିଳନ

ଓଡ଼ଗାଁ,୯।୪(ଶ୍ରୀକାନ୍ତ କୁମାର ମିଶ୍ର): ପ୍ରକୃତିର ସମୟଭିତ୍ତିକ ପରିବର୍ତ୍ତନ ଅଥବା ସାମାଜିକ ବିଚାରଧାରାରରେ ପରିବର୍ତ୍ତନକୁ ନେଇ ସମାଜରେ ଅନେକ ଲୋକାଚାର ରହିଛି । ଯାହାକି ଆଧୁନିକ ବିଜ୍ଞାନ ଯୁଗରେ ଗ୍ରହଣୀୟ ହୋଇନଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଥାଏ ।…