ପଦ୍ମପୁର ରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଓ୍ବାକାଥନ୍
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସମଗ୍ର ଭାରତରୁ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଚାଲିଥିବା ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଦ୍ବିତୀୟ ଦିନରେ ଆଜି ପଦ୍ମପୁରରେ ଏକ ଓ୍ବାକାଥନ୍ ଅନୁଷ୍ଠିତ ହୋଇଛି । ଓଡ଼ିଶା ସରକାର ଙ୍କ ଦୁର୍ନୀତି ନିବାରଣ ବିଭାଗ, ବରଗଡ଼ ପକ୍ଷରୁ ଆୟୋଜିତ ଏହି…