ୟୁରୋପର ସର୍ବୋଚ୍ଚ ଶିଖର ଆରୋହଣ କରିଥିବା ସମ୍ ହସ୍ପିଟାଲ ଇନ୍ଟର୍ଣ୍ଣଙ୍କୁ ସମ୍ବର୍ଦ୍ଧନା ସମ୍ବର୍ଦ୍ଧିତ କଲେ ସୋଆ…

ଭୁବନେଶ୍ୱର, ୨୫/୦୮: ୟୁରୋପର ସର୍ବୋଚ୍ଚ ଶିଖର ମାଉଂଟ ଏଲବ୍ରସ ସଫଳତାର ସହ ଆରୋହଣ କରିଥିବା ଡଃ ଆଦିତ୍ୟ ଖାଡଙ୍ଗାଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି । ସୋଆର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍…

ପ୍ରସିଦ୍ଧ ନୃସିଂହନାଥ ପୀଠରେ ସମ୍ବାଦିକ ଭବନ ପାଇଁ ଭୂମିପୂଜନ କଲେ ବିଧାୟିକା ବର୍ଷା

ବରଗଡ :- ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାର୍ବତ ର ପାଦଦେଶରେ ଅବସ୍ଥିତ ମହାପ୍ରଭୁ ଶ୍ରୀ ଶ୍ରୀ ନୃସିଂହନାଥ ପୀଠକୁ ପ୍ରତେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ତୀର୍ଥଯାତ୍ରୀ ଓ ପର୍ଯଟକ ଆସିଥାନ୍ତି , ଏମିତିକି ବିଦେଶ ରୁ ମଧ୍ୟ ଅନେକ ପର୍ଯଟକ ଓ ଗବେଷକ ପ୍ରତେକ ବର୍ଷ ବହୁ ସଂଖ୍ୟାରେ…

ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ପୂର୍ବରୁ ଥିଲା ୨୧୦ଟି ପଦବୀ, ବର୍ତ୍ତମାନ ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ନୂତନ ଭାବେ ୩ଟି ଅତିରିକ୍ତ କମିଶନର ଓ ୬ଟି ଜୋନାଲ କମିଶନର ପଦବୀ ସୃଷ୍ଟି ଡ୍ରେନେଜ ବିଭାଗରେ ୨୦ଟି ନୂଆ ପଦବୀ ସୃଷ୍ଟି, ପ୍ରତି ୱାର୍ଡ ପାଇଁ ସ୍ବତନ୍ତ୍ର ୱାର୍ଡ ଅଫିସର ଭୁବନେଶ୍ବର:…

ଗରିବ ଓ ଅସହାୟ ଲୋକ କିପରି କାରାଗାରରୁ ବେଲରେ ଆଣିବାକୁ ଉଦ୍ୟମ

ମାନବ ଅଧିକାର ରକ୍ଷକ ଟିମ ରାଉରକେଲା ଓକିଲ ସଂଘ ସହ ସମ୍ପାଦିକାଙ୍କ ସହ ଆଲୋଚନା ରାଉରକେଲା (ବସନ୍ତ କୁମାର ଜେନା):ରାଉରକେଲା କାରାଗାର ରେ ଅନେକ ବର୍ଷ ରୁ ବିନା ଦୋଷ ରେ ଅର୍ଥ ଅଭାବରୁ ପଡ଼ି ରହି ଦଣ୍ଡ ପାଉ ଥିବା ଗରିବ ଓ ନିରୀହ ଲୋକ ମାନଙ୍କ ପାଇଁ ଏକ ଆଶା ର ଆଲୋକ ନେଇ ଆସିଛନ୍ତି ରାଉରକେଲା…

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ “ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ।

କେନ୍ଦ୍ରାପଡା:/ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ସହର ଅନ୍ତର୍ଗତ ଚକଡାବାରଙ୍ଗ ଠାରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ପ୍ରଧାନମନ୍ତ୍ରୀଙ୍କର ଆହ୍ବାନ ରେ ଅନୁପ୍ରାଣିତ ହୋଇ କେନ୍ଦ୍ରାପଡା ର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ନେହେରୁ ଯୁବକେନ୍ଦ୍ର ର ମିଳିତ…

“ଆପଣଙ୍କ କାନ୍ଧରେ ବନ୍ଧୁକ ରଖି ବିଜେପି ଭୋଟ ଲଢ଼ିବ “

https://youtu.be/kXVtyWCbNpA ହିଞ୍ଜିଳି ବିଜେପି ପକ୍ଷରୁ ଭୋଟର୍ ସଚେତନ ମହାଅଭିଯାନ କାର୍ଯ୍ୟକ୍ରମ ହିଞ୍ଜିଳକାଟୁ/ରଜତ ପଟ୍ଟନାୟକ. ଆଜି ହିଞ୍ଜିଳି ବିଜେପି ପାର୍ଟି ତରଫରୁ ଭୋଟର ସଚେତନ ମହାଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି l ହିଞ୍ଜିଳି ବିଜେପି ନଗର ସଭାପତି ସନ୍ତୋଷ…

ପାଣିମୋରା ରେ ରକ୍ତଦାନ ଶିବିର :୩୩ ୟୁନିଟ୍ ରକ୍ତ ସଂଗୃହୀତ

ସୋହେଲା :- ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋହେଲା ବ୍ଲକ ସଂଗ୍ରାମୀ ମାଟି ପାଣିମୋରା ଠାରେ ଓଡ଼ିଶା ମୋ ପରିବାର (ଜୀବନ ବିନ୍ଦୁ) ଆନୁକୂଲ୍ୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପରେ ଏକ ସ୍ୱେଚ୍ଛାସେବୀ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

ଅବକାରୀ ବିଭାଗ ର ଚଢ଼ାଉ , ନିଶା କାରବାର ରେ ବ୍ୟବହୃତ ଗାଡି ଛାଡି ଚମ୍ପଟ ଅଭିଯୁକ୍ତ ନିଶା ବ୍ୟବସାୟୀ

ବରଗଡ :- ବରଗଡ଼ ଜିଲ୍ଲାର ଯୁବ ସମାଜ କୁ କିଛି ଖଲ ପ୍ରକୃତି ର ବ୍ୟବସାୟୀ ଅବୈଧ ନିଶା କାରବାର କରି ଯୋଜନା ବଦ୍ଧ ଭାବରେ ହୀନ ଷଡଯନ୍ତ୍ର ବା ଚକ୍ରାନ୍ତ କରି , ପଥଭ୍ରଷ୍ଟ କରିବା ସହିତ ମୋଟା ଅଙ୍କରେ ଅର୍ଥ ଉପାର୍ଜନ କରିବା ପାଇଁ ପ୍ରାଣପଣେ ଲାଗି ପଡିଛନ୍ତି । ଏହି ଭଳି କୁଚକ୍ରି ବ୍ୟବସାୟୀ…

ସିଏସପି ପ୍ଲସରେ ଅର୍ନ୍ତଭୁକ୍ତ ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗ୍ରାହକ ସେବାକେନ୍ଦ୍ର ପରିଚାଳକ ଙ୍କ ବିଡ଼ିଓଙ୍କୁ…

https://youtu.be/33EziJaky1o ନିଶ୍ଚିନ୍ତକୋଇଲି(ଶାସକ ପ୍ରଶାସକ): ଲୋକମାନଙ୍କୁ ଉତମ ବ୍ୟାଙ୍କ ସେବା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ନୂତନ ଯୋଜନାରେ ପ୍ରତ୍ୟେକ ପଂଚାୟତରେ ଗ୍ରାହକ ସେବା କେନ୍ଦ୍ର ପ୍ଲସ (ସିଏସପି ପ୍ଲସ) ଖୋଲିବାକୁ ଯାଉଛନ୍ତି । ଏହି ସିଏସପି ପ୍ଲସ ଖୋଲିବା ଦ୍ୱାରା…

ଉତ୍କଳୀୟ ପରମ୍ପରା ଏବଂ ଧର୍ମରକ୍ଷା ଉଦ୍ଦେଶ୍ୟରେ ବାସୁଦେବ ଆଶ୍ରମରେ ସ୍ୱଧର୍ମ ସମ୍ମିଳନୀ

https://youtu.be/HgS6fQ2OekU ନିଶ୍ଚିନ୍ତକୋଇଲି(ଶାସକ ପ୍ରଶାସକ): ସରପଡ଼ା ପଂଚାୟତ ବଡ଼ଥାକନ ସ୍ଥିତ ବାସୁଦେବ ଆଶ୍ରମରେ ବହୁ ସାଧୁ ସନ୍ଥମାନଙ୍କୁ ନେଇ ଏକ ସ୍ୱଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ସାମାଜିକ ସ୍ତରରେ ଧାର୍ମିକ ଚେତନା ଜାଗ୍ରତ ଉଦ୍ଦେଶ୍ୟରେ ଏହି ସମ୍ମିଳନୀରେ ବହୁ ସାଧୁ,…