ଶିକ୍ଷକର ମୃତ୍ୟୁ ନଥାଏ, ଶିକ୍ଷକ ମାନେ ନିଜ ଅନୁଭୂତି ଲେଖିବା ଆବଶ୍ୟକ:ଅରୁଣ
"ଅନ୍ୟକୁ ଆପଣେଇ ନେବାର କ୍ଷମତା ଜଣେ ଶିକ୍ଷକ ପାଖରେ ରହିଥାଏ ଯାହାକି ଅନ୍ୟ କାହାରି ପାଖରେ ନାହିଁ"
ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଆଜି ପବିତ୍ର ଗୁରୁ ଦିବସ ଅବସରରେ ଗୁରୁ ପୂଜନ ସମାରୋହ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଓ କଲେଜ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ…