ଧାମରାରେ “ବୋଇତ ବନ୍ଦାଣ” ଉତ୍ସବ
‘ବୈଭବଶାଳୀ ଓଡିଶାର ପୁନଃନିର୍ମାଣ’ ହେଉଛି ଓଡିଆଜାତି ପାଇଁ ସବୁଠୁ ବଡ ଆହ୍ୱାନ: ମନମୋହନ ସାମଲ
ଭୁବନେଶ୍ୱର/ଧାମରା (ଭଦ୍ରକ),ତା.୨୭/୧୧: ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା । ଗାଁରୁ ସହର ସବୁଠି ଚଳଚଂଚଳ । ଏହି କାର୍ତିକ ମାସରେ ସବୁ ନଦୀ ପାଲଟି ଯାଆନ୍ତି ଗଙ୍ଗା । କାର୍ତିକ ପୂର୍ଣ୍ଣିମାରେ…