ସମ୍ବଲପୁରରେ ଛଠ୍ ପୂଜାରେ ସାମିଲ ହେଲେ ସାଂସଦ

ଛଠ୍ ପର୍ବ ଆଗାମୀ ପିଢ଼ିକୁ ସଂସ୍କାର ସହ ଯୋଡ଼ି ରଖିବ - ଧର୍ମେନ୍ଦ୍ର ପ୍ରଧାନ • ଭାରତୀୟ ପରମ୍ପରା ଓ ସଂସ୍କୃତିର ଏହି ମହାନ ପର୍ବ ମାନବ ସମାଜକୁ ପ୍ରକୃତିର ଉପାସନା, ସଂଯମ ଏବଂ ସାମାଜିକ ଏକତାର ବାର୍ତ୍ତା ଦେଇଥାଏ• ଛଠ୍ ପର୍ବର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହାର ପବିତ୍ରତା ଏବଂ…

ସିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଚେତନା ମାନସିକ ଅନଗ୍ରସର କେନ୍ଦ୍ରରେ ଶିଶୁ ଦିବସ ପାଳନ

ଭୁବନେଶ୍ୱର,୧୪/୧୧/୨୦୨୬: ଆଜି ସର୍ବତ୍ର ଶିଶୁ ଦିବସ ପାଳନ କରାଯାଉଛି । ଏହି ଅବସରରେ ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ , ବସନ୍ତପୁର ପକ୍ଷରୁ ସ୍ଥାନୀୟ ଜୟଦେବ ବିହାର ଠାରେ ଥିବା ଚେତନା ମାନସିକ ଅନଗ୍ରସର କେନ୍ଦ୍ର ଭୁବନେଶ୍ୱର ଠାରେ ଶିଶୁ ମାନଙ୍କ ସହିତ ଶିଶୁ ଦିବସ ପାଳନ…

ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ବାଳ-ମୁକୁନ୍ଦ କେନ୍ଦ୍ରର ବହୁମୁଖୀ ସଚେତନତା ଅଭିଯାନ

ପ୍ରକୃତି ସୁରକ୍ଷା , ନିଶାମୁକ୍ତ ଜୀବନ ଓ ଆତ୍ମସମ୍ମାନର ଆହ୍ୱାନ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ରବିବାର ପାରଳାଖେମୁଣ୍ଡି ସହରରେ ଅମର ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ଅତ୍ୟନ୍ତ ଭାବଗମ୍ଭୀର ଓ…

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ମାତୃପୀଠର ପ୍ରତିଷ୍ଠା ଦିବସ ଅବସରରେ ଏକ ଆକର୍ଷଣୀୟ ବିଜ୍ଞାନ ପ୍ରଦର୍ଶନୀ ମେଳା ଆୟୋଜିତ ହୋଇଯାଇଛି।ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ…

ମଶାଙ୍କ ପ୍ରାଦୁର୍ଭାବରେ ଅତିଷ୍ଠ ଓଡ଼ଗାଁ ଏନ୍‌ଏସି ବାସୀ

-ମଶା ନିୟନ୍ତ୍ରଣ ପାଇଁ ପ୍ରଶାସନର ପଦକ୍ଷେପ ଶୂନ -ମ୍ୟାଲେରିଆ ଓ ଡେଙ୍ଗୁ ରୋଗ ବ୍ୟାପିବା ଆଶଙ୍କା, ଓଡ଼ଗାଁ,୧୫।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଅଞ୍ଚଳରେ ଦିନକୁ ଦିନ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବାରୁ ଅତିଷ୍ଠ ହୋଇପଡ଼ିଛନ୍ତି…

ଓଡ଼ଗାଁ ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରରେ ଦର୍ଶନ କଲେ ବିଜେପି ସଙ୍ଗଠନ ମନ୍ତ୍ରୀ ମାନସ କୁମାର ମହାନ୍ତି

ମନ୍ଦିରର ପରିକ୍ରମା ପ୍ରକଳ୍ପ ନେଇ ଆଲୋଚନା, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ଘୋଷଣା ପାଇଁ ଦେଲେ ପ୍ରତିଶ୍ରୁତି ଓଡ଼ଗାଁ, ୧୫।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ଶନିବାର ନଭେମ୍ବର ୧୪ ତାରିଖ ରାତି ପ୍ରାୟ ୮ଟା ୩୦ ମିନିଟ୍‌ ସମୟରେ ଓଡ଼ିଶା ବିଜେପିର ସଙ୍ଗଠନ ମନ୍ତ୍ରୀ ମାନସ କୁମାର ମହାନ୍ତି…

ଝାରସୁଗୁଡ଼ାର ପିତା-ପୁତ୍ରଙ୍କ ହୋମିଓପ୍ୟାଥି ପୁସ୍ତକ ଗ୍ରୀସର ଆଥେନ୍ସରେ ଅନ୍ତର୍ଜାତୀୟ ସ୍ତରରେ ଉନ୍ମୋଚିତ

ଡ. ଦେବଶ୍ଲୋକ ଶର୍ମା ଓ ଡ. ଜିତେଶ ଶର୍ମାଙ୍କ ପୁସ୍ତକ ‘କ୍ୱିଣ୍ଟେସେନ୍ସ ଅଫ୍ ହୋମିଓପ୍ୟାଥିକ୍ ମେଟେରିଆ ମେଡିକା’ 20ତମ ପ୍ୟାନହେଲେନିକ୍ କଂଗ୍ରେସ ଅଫ୍ ହୋମିଓପ୍ୟାଥିକ୍ ମେଡିସିନ୍‌ରେ ଉନ୍ମୋଚିତ ଝାରସୁଗୁଡ଼ା,: ଝାରସୁଗୁଡ଼ା ଜିଲ୍ଲାର ପିତା-ପୁତ୍ରଙ୍କ ଦ୍ୱାରା ରଚିତ ହୋମିଓପ୍ୟାଥିକ୍…

ବସ୍ ଭଡ଼ା ବୃଦ୍ଧି ପ୍ରତିବାଦରେ ପରିବହନ କର୍ମଚାରୀ ସଂଘର ବିକ୍ଷୋଭ: ଭଡ଼ା ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର ଦାବି

ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଯାତ୍ରୀବାହୀ ବସ୍‌ର ଭଡ଼ା ପୁଣି ବୃଦ୍ଧି କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ସୁନ୍ଦରଗଡ଼ ପରିବହନ କର୍ମଚାରୀ ସଂଘ ପକ୍ଷରୁ ଶୁକ୍ରବାର ରାଉରକେଲା ବସ୍‌ଷ୍ଟାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭଡ଼ା ବୃଦ୍ଧି…

ସମ୍ବଲପୁର, ବ୍ୟାଙ୍କ ଆଫ ବରୋଦା ଉତ୍ସବ ପରିବାର ମିଳନ

ସମ୍ବଲପୁର, ୧୫/୧୧ ସମଲେଶ୍ଵରୀ ଓ ସମ୍ବଲପୁରୀ ସଂସ୍କୃତି ର ପରିସର ସୁଦୂର ପ୍ରସାରୀ । ପଶ୍ଚିମ ଓଡ଼ିଶା, ଓଡି଼ିଶା, ଭାରତର ସୀମା ସରହଦ ଡେଇଁ ସାରା ବିଶ୍ବରେ ପ୍ରସାରିତ ହେଲାଣି ବୋଲି କହିଛନ୍ତି ପଦ୍ମଶ୍ରୀ ହଳଧର ନାଗ ।ବ୍ଯାଙ୍କ ଅଫ ବରୋଦାର ସମ୍ବଲପୁର ଆଞ୍ଚଳିକ କ୍ଷେତ୍ରର କର୍ମଚାରୀ…

ସମ୍ଭାବ୍ୟ ବାତ୍ୟା (ଆକ୍ଭାନ୍ ) ର ମୁକାବିଲା ପାଇଁ ଭଞ୍ଜନଗର ପ୍ରଶାସନର ଆଗୁଆ ପ୍ରସ୍ତୁତି

ଗ୍ରାମାଞ୍ଚଳରେ ସ୍ଥାନାନ୍ତରଣ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଉପଜିଲ୍ଲାପାଳ ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: : ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ…