ବିଏମସିଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଆଦାୟ ହେବନି ଗ୍ରାଉଣ୍ଡ ରେଣ୍ଟ

 ଭୁବନେଶ୍ୱର: ଚଳିତ ବର୍ଷ ପାର୍ବଣ ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ…

ପାଇକମାଲ ବିନ୍ଧ୍ୟବାସିନୀ ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର : ୩୧ ୟୁନିଟ୍ ସଂଗୃହିତ l

https://youtu.be/tjFzAPqkbnc ପଦ୍ମପୁର :- ଦେଶର ଭବିଷ୍ୟତ ପିଢ଼ି ,ଦେଶର ଯୁବ ସମାଜ ନିଜର ସାମାଜିକ ଦାୟିତ୍ଵ ଓ କର୍ତ୍ତବ୍ୟ ପ୍ରତି ଯଥେଷ୍ଟ ସଚେତନ ଥିବା ସହିତ ସମାଜ ସେବା ପାଇଁ ମଧ୍ୟ ସର୍ବାଗ୍ରେ ଥିବାର ଆଭାସ ମିଳୁଛି । ଆଜି ଜଗତ ଜନନୀ ମାଁ ବିନ୍ଧ୍ୟବାସିନୀ ଙ୍କ ନାମରେ ନାମିତ ,…

କାମାକ୍ଷାନଗର ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ : ପୁରୁଖା ନେତାଙ୍କୁ ଡାକରା ନାହିଁ !

 ଅନ୍ତଃକନ୍ଦଳ ଜଳଜଳ :ତାଳି ନପଡ଼ିଲେ ହୋଇପାରେ ସ୍ଥିତି ଅସମ୍ଭାଳ କାମାକ୍ଷାନଗର-ଆଜି ୧୫/୦୯ ଶୁକ୍ରବାର ଦିନ ୧୨ ଟା ବେଳକୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସାରଙ୍ଗଧର ଷ୍ଟାଡିୟମ ର ଅଦିତାରିଅମ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବ ବିଜେଡି…

କାଶୀପୁର କଂଗ୍ରେସ ପକ୍ଷରୁ ପ୍ରଫୁଲ ସାମନ୍ତରାୟ ଙ୍କ ବିରୋଧ ରେ ସାମ୍ବାଦିକ ସମ୍ମିଳନୀ ।

https://youtu.be/iM0jDqdS6b0 ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ସଦର ମହକୁମା ସ୍ଥିତ ଦୁର୍ଗାମଣ୍ଡପ ଠାରେ ଆଜି ବ୍ଲକ କଂଗ୍ରେସ ପକ୍ଷରୁ ବିଶିଷ୍ଟସମାଜ ସେବୀ ତଥା ପରିବେଶ ବିତ ପ୍ରଫୁଲ୍ଲ ସାମନ୍ତରାୟ ଙ୍କ ବିରୋଧ ରେ ଅଞ୍ଚଳ ର ନିରୀହ ଆଦିବାସୀ ଓ ସଂଖ୍ୟା ଲଘୁ…

ୟୁଏଆଇଏଲ୍‌ର ପ୍ରୋଜେକ୍ଟ କୁଶଳୀ ଗ୍ରାମାଞ୍ଚଳ ଯୁବବର୍ଗଙ୍କ ଜୀବନରେ ରୂପାନ୍ତରଣ ଆଣୁଛି

ଗ୍ରାମାଞ୍ଚଳ ସମୁଦାୟଙ୍କୁ ସଶକ୍ତ କରୁଛି ଓ ଆତ୍ମନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରୁଛି ଭୁବନେଶ୍ଵର : ଆଦିତ୍ୟ ବିର୍ଲା ଗ୍ରୁପ୍‌ ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସ୍‌ନାଲ ଲିମିଟେଡ, ମେସର୍ସ ଶ୍ରୀ ଗଣେଶ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ସହଯୋଗରେ ‘ପ୍ରୋଜେକ୍ଟ କୁଶଳୀ’ ଆରମ୍ଭ…

ଉପଯୁକ୍ତ ସର୍ତ୍ତାବଳୀ ଅନୁଯାୟୀ ଦିଆଯାଇଥିବା ପୁରୀ ପୌରପାଳିକା ଲିଜ୍‌ ଜମି ଗୁଡିକ ହେବ ନିୟମିତ

ପୁରୀ ଓ ନୟାଗଡ ଜିଲ୍ଲାର ଅଭିଯୋଗ ସଂପର୍କରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସମୀକ୍ଷା ବର୍ଷ ବର୍ଷର ସମସ୍ୟାର ହେବ ସମାଧାନ ୨୦ ଦିନ ମଧ୍ୟରେ ସର୍ଭେ କାମ ସାରିବାକୁ ୫-ଟି ସଚିବଙ୍କ ନିର୍ଦ୍ଦେଶ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାମ ପାଇଁ ଟେଣ୍ଡର ସେପ୍ଟେମ୍ବର ଶେଷ ସୁଦ୍ଧା…

ପୁଣି ମହାପ୍ରଭୁଙ୍କ ନୀତିକାନ୍ତି ଠପ୍ !

ପୁରୀ (ଅନିମେଶ ପଟ୍ଟନାୟକ): ଶୁକ୍ରବାର ଶ୍ରୀମନ୍ଦିରରେ ସେବାକୁ ନେଇ ବିବାଦ । ଫଳରେ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଛି । ମଙ୍ଗଳ ଆଳତି ପରେ ନୀତିକାନ୍ତି ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଜଣେ ସିଂହାରୀ ସେବକଙ୍କୁ ନେଇ ଏ ବିବାଦ ଉପୁଜିଛି । ସେବକ ଜଣଙ୍କୁ ପୂର୍ବରୁ ନିଜ ସେବାରୁ ନିବୃତ୍ତ…

ମହମ୍ମଦପୁର ପଂଚାୟତର ୯,୧୦,୧୧ ନଂ ୱାର୍ଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରୁ ବର୍ଷାଜଳ ନିଷ୍କାସନ ରେ ବ୍ୟାଘାତ

 ଯାତାୟତରେ ବାଧା : ବହୁ ରୋଗରେ ସାଧାରଣ ଜନସାଧାରଣ ପୀଡ଼ିତ (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ମହମ୍ମଦପୁର ପଂଚାୟତର ୯, ୧୦,୧୧ ନଂ ୱାର୍ଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରୁ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ । ଗତ ଦୁଇ ଦିନ ହେବ ଲଘୁଚାପଜନିତ…

ନବ ନିଯୁକ୍ତ ଶିକ୍ଷକ ପ୍ରଶିକ୍ଷକଙ୍କ ମୋ ସ୍କୁଲ୍ କାର୍ଯ୍ୟାଳୟ ପରିଦର୍ଶନ

ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଦିଗଦର୍ଶନ ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନବନିଯୁକ୍ତ ଶିକ୍ଷକ-ପ୍ରଶିକ୍ଷକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଟିଇ ଆଣ୍ଡ ଏସ୍‌ସିଇଆର୍‌ଟି) ପକ୍ଷରୁ…

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଷଷ୍ଠ ଦିନରେ ପହଞ୍ଚିଲା ଧାରଣା

ସମର୍ଥନ ଦେଇ ଧାରଣାରେ ବସିଲେ ମାରୱାଡି ସମ୍ମିଳନ, ମାରୱାଡି ଯୁବାମଞ୍ଚ ଓ ସିନିୟର ସିଟିଜେନ ଫୋରମ  ଜୁନାଗଡ଼: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଆଜି ଗଣଧାରଣା ଷଷ୍ଠ ଦିନରେ ପହଞ୍ଚିଛି । ଓଡ଼ିଶାରେ ସର୍ଵ ପୁରାତନ ସହର ମଧ୍ୟରେ ପ୍ରଥମେ କଟକ ଓ ଦ୍ୱିତୀୟ ରେ ଅଛି…