ଜିଲ୍ଲାରେ ୧ ଲକ୍ଷ ୫ହଜାର ୬୦୬ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟ ସରକାର ରାଜ୍ୟର ୪୪ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ୧ ଲକ୍ଷ ୫ ହଜାର ୬୦୬ ଜଣ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୩ ହଜାର ୨୮୦ କ୍ଷୁଦ୍ର ନାମମାତ୍ର…

ଡ଼କାୟତି ଘଟଣାରେ ଦୁଇ କୋର୍ଟଚାଲାଣ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଗତକାଲି ରାତିରେ ଏକ ଡ଼କାୟତି ଘଟଣାରେ ଗାଙ୍ଗପୁର ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି I ସୂଚନା ପ୍ରକାରେ ଗତକାଲି ରାତିରେ ପୁରୁଣାବୋରୀ ଗ୍ରାମର ଆକାଶ ବିଷୋୟୀ ଏବଂ ଲିକନ୍ ବିଷୋୟୀ ଖଇରପୁଟି ଗ୍ରାମରୁ ଫେରୁଥିବା ସମୟରେ ସିଦ୍ଧେଶ୍ଵରୀ ଫାଟକ…

ଲଉଡ଼ିଦରହା ବଡ଼ ପୋଖରୀ ପୁନଃରୁଦ୍ଧାର-ସୌନ୍ଦର୍ଯ୍ୟ କରଣ ପାଇଁ ଦାବି l

ଝାରବନ୍ଧ -ମନୋହର ଦାଶ: ବିଗତ କିଛି ବର୍ଷ ହେବ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ରେ କୋଟି କୋଟି ଟଙ୍କା ବ୍ୟୟ କରି ନୂତନ ଜଳାଶୟ ମାନ ସୃଷ୍ଟି କରୁଛନ୍ତି l ଏଥି ପାଇଁ ଆର୍ଥିକ ବର୍ଷ ବଜେଟ ରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି l ବିଶେଷ କରି ବ୍ଲକ ପ୍ରଶାସନ ର NREGS ମୂର୍ତ୍ତିକା…

ଏକତ୍ରିତ ହୋଇ ନୂଆଖାଇ ପାଳିଲେ ସାରମଶିଲି ଗ୍ରାମବାସୀ

https://youtu.be/KzE4z1gCv6Q ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ଆଜି ଘରେ ଘରେ ପାଳିତ ହୋଉଛି । ଯେ ଯେଉଁଠି ଥିଲେ ମଧ୍ୟ ଏହି ଦିନକ ପାଇଁ ସମସ୍ତ ପରିବାର ଏକତ୍ରିତ ହୋଇ ନିଜ କୂଳ ଦେବାଦେବୀ ଙ୍କ ନୂଆ ଚରା ଭୋଗ ଲଗାଇ ସମସ୍ତେ ଗୋଟିଏ ସ୍ଥାନରେ ବସି ଏକା ସାଙ୍ଗରେ ନୂଆ ଖାଇଥାନ୍ତି ।…

ସମ୍ପୁର୍ଣ୍ଣ ରୀତିନୀତି ରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କୁ ଲାଗିହେଲା ନବାନ୍ନ

https://youtu.be/XqpHxJQIGQA ନବାନ୍ନ ପ୍ରସାଦ ପାଇବାକୁ ମନ୍ଦିରରେ ପ୍ରବଳ ଭିଡ ବରଗଡ :- ଆଜି ମହାନ ଓ ପବିତ୍ର କୃଷିଭିତ୍ତିକ ଗଣପର୍ବ " ନୂଆଁଖାଇ " । ପଶ୍ଚିମ ଓଡିଶା ବାସୀ ଯିଏ ଏଉଠି ବି ଥାଆନ୍ତୁ ନା କାହିଁକି ଆଜିକାର ଦିନକୁ ନିଜର ଘର , ପରିବାର ,ଆତ୍ମୀୟ ସ୍ଵଜନ ,ବନ୍ଧୁବାନ୍ଧବ,…

ପଶ୍ଚିମ ଓଡିଶାର କୃଷି ଭିତ୍ତିକ ପର୍ବ ନୂଆଁଖାଇ ।

ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ଏହାକୁ ଆଧାର କରି ଏଠାରେ ଏକ ସମୃଦ୍ଧ ସଭ୍ୟତା କେଉଁ ଆବହମାନ କାଳରୁ ଗଢ଼ି ଉଠିଛି । ଭାରତ ବର୍ଷରେ ପାଳିତ ହେଉଥ‌ିବା ପର୍ବପର୍ବାଣୀ ମଧ୍ଯରେ "ନବାନ୍ନ ପର୍ବ" ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଭାରତର ବିଭିନ୍ନ ରାଜ୍ୟରେ ନୂଆଁ ଶସ୍ୟ ପୂଜାର…

ସମବାୟ ମନ୍ତ୍ରୀ ଅତନୁଙ୍କ ତେଲେଙ୍ଗାନା ରାଜ୍ୟ ସମବାୟ ଆପେକ୍ସ ବ୍ୟାଙ୍କ ପରିଦର୍ଶନ

ଭୁବନେଶ୍ୱର -ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ହାଇଦ୍ରାବାଦ ଗସ୍ତ କାଳରେ ଗତକାଲି ତେଲେଙ୍ଗାନା ରାଜ୍ୟ ସମବାୟ ଶୀର୍ଷ (ଆପେକ୍ସ) ବ୍ୟାଙ୍କ ପରିଦର୍ଶକରିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକଙ୍କୁ ବ୍ୟାଙ୍କର ସଭାପତି କୋନ୍ଦୁରୁ ରବିନ୍ଦ୍ର ରାଓ ଓ ପରିଚାଳନା ନିର୍ଦ୍ଦେଶକ ଡଃ ନେଥି ମୁରଲିଧର…

ଅନାଥ ଶିଶୁକୁ ସାହା ହେଲା ଓଡ଼ିଶା-ମୋ ପରିବାର

ରାତି ଅଧରେ ରକ୍ତ ଦେଇ ଜୀବନ ବଞ୍ଚାଇଲେ କନଷ୍ଟେବଳ ଦେବାଶିଷ ଯେବେ ରକ୍ତ ପାଇଁ ଅସୁବିଧାରେ ପଡ଼ିଥାଏ ଜୀବନ, ସେତେବେଳେ ସଂଜୀବନୀ ସାଜିଥାଏ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତଗଢା ଓଡ଼ିଶା-ମୋ ପରିବାର, ଜୀବନ ବିନ୍ଦୁ । ସେହିପରି, ଗତକାଲି ପାରଳାଖେମୁଣ୍ଡି ହସ୍ପିଟାଲରେ ରକ୍ତ ପାଇଁ ବିପଦ ମୁହଁରେ…

ନବାନ୍ନ ପାଇଁ ପ୍ରକୃତି ସୁରକ୍ଷା ହିଁ ଆହ୍ବାନ । ।

ସୁଶାନ୍ତ କୁମାର ମିଶ୍ର ସଭ୍ୟତାର ସୃଷ୍ଟି ଓ ବିକାଶ ଅରଣ୍ୟରୁ ଆରମ୍ଭ ହୋଇଛି । ତେଣୁ ପ୍ରାଚୀନ କାଳରେ ବୈଦିକ ଋଷିଗଣ ବୃକ୍ଷକୁ ପବିତ୍ର ମନେ କରି ପୂଜା କରୁଥିଲେ । ଆଦି ମାନବ ଜଙ୍ଗଳରୁ ଫଳମୂଳ ଓ ଜୀବଜନ୍ତୁ ଶିକାର କରି ଜୀବନ ଧାରଣ କରୁଥିଲା । ସେଥିପାଇଁ ପ୍ରକୃତି ପ୍ରତି ତାର ଗଭିର ଶ୍ରଦ୍ଧା…

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କୁସ୍ତି ଓ ମୁଷ୍ଟି ଯୋଦ୍ଧା ପ୍ରତିଯୋଗିତାରେ ଜିଲ୍ଲାର ଛାତ୍ରଙ୍କ ସଫଳତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କୁସ୍ତି ଓ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଛାତ୍ରମାନେ ସଫଳତା ହାସଲ କରିଛନ୍ତି। କୁସ୍ତି ପ୍ରତିଯୋଗିତାରେ ଦୁଇଜଣ ଖେଳାଳି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି , ଯଥାକ୍ରମେ ଗଣେଶ ଶବର (୧୪ ବର୍ଷରୁ କମ୍…