ଜିଲ୍ଲା ନୂତନ ବିଜେଡ଼ି ସାଧାରଣ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

କୁଚିଣ୍ଡା,୨୯l୯ (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା ବିଜେଡ଼ିର ନୂତନ ସାଧାରଣ ସମ୍ପାଦକ ଭାବେ ସଞ୍ଜୟ ମିଶ୍ର ମନୋନୀତ ହେବା ପରେ ଆଜି ତାଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତା ସମ୍ବର୍ଦ୍ଧିତ କରିଛନ୍ତି l କୁଚିଣ୍ଡା ବିଜେଡ଼ି ଟାଣୁଆ ନେତା ସ୍ବର୍ଗତ ଦୀନବନ୍ଧୁ ଅଗ୍ରୱାଲ ଥିବା ବେଳେ କୁଚିଣ୍ଡା…

ଜିଲ୍ଲାସ୍ତରୀୟ ଷଷ୍ଠ ରାଷ୍ଟ୍ରିୟ ପୋଷଣ ମାସ ଉଦଯାପିତ.

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ.:  ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଚଳିତ ମାସ ୧ ତାରିଖ ରୁ ଜିଲ୍ଲାରେ ପାଳନ କରାଯାଉ ଥିବା ଷଷ୍ଠ ରାଷ୍ଟ୍ରିୟ ପୋଷଣ ମାସ -୨୦୨୩ ଆଜି ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ଜିଲ୍ଲା ସମାଜ କଲ୍ଯାଣ ବିଭାଗ…

ବାଲୁଗାଁ ଏନଏସିରେ ସ୍ୱଚ୍ଛ ଚର୍ଚ୍ଚା ଦିବସ ପାଳନ ଓ ସଫେଇ ଯୋଦ୍ଧା ମାନଙ୍କ ପାଇଁ ବଡା ଖାନା

ଚିଲିକା/ଖୋର୍ଦ୍ଧା(ସେକ୍ କୌସର): ଆଜି ଓଡିଶା ସରକାରଙ୍କ ଗୃହ ନିର୍ମାଣ ନଗର ଓ ଉନ୍ନୟନ ବିଭାଗ ତରଫରୁ ବାଲୁଗାଁ ବିଜ୍ଞାପିତ ଅଂଚଳ ପରିଷଦ ଠାରେ ସ୍ୱଚ୍ଛ ଚର୍ଚ୍ଚା ଦିବସ ଓ ସଫେଇ ଯୋଦ୍ଧା ମାନଙ୍କ ପାଇଁ ବଡା ଖାନାର ଆୟୋଜିତ ହେଇଥିଲା | ଏହି ସଭା ରେ ବାଲୁଗାଁ ଏନଏସି ଅଧ୍ୟକ୍ଷା ଶ୍ରୀମତୀ…

ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ ଅଚାନକ କେନ୍ଦ୍ରାପଡା ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ

ବିଭନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ଧାର୍ଯ୍ୟ ଲକ୍ଷ୍ୟ “୫-ଟି” ଆଧାରରେ ନିଷ୍ଠାର ସହ କାର୍ଯ୍ୟକାରୀ କରିବାକୁ ଅଧ୍ୟକ୍ଷ ଶ୍ରୀ ପତ୍ରୀଙ୍କ ପରାମର୍ଶ  ଭୁବନେଶ୍ୱର: ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଅଚାନକ ଓ.ଏଲ୍.ଆଇ.ସି. କେନ୍ଦ୍ରାପଡା ଡିଭିଜନ କାର୍ଯ୍ୟାଳୟ…

ସର୍ବେ ଗ୍ରାମରୁ ପାୱାର ଟ୍ରେଲର ଚୋରି ଅଭିଯୋଗ

ଜମନକିରା ୨୯/୦୯/୨୩ :କୁଚିଣ୍ଡା ଥାନା ଅଧିନସ୍ତ କେନାଢ଼ିପା ପଞ୍ଚାୟତ ଅନ୍ତର୍ଗତ ସର୍ବେ ଗ୍ରାମ ରୁ ଗତ ବୁଧବାର ରାତିରେ ଘର ସାମ୍ନାରୁ ପାୱାର ଟ୍ରେଲର ଚୋରି ହୋଇଯାଇଛି। ସର୍ବେ ଗ୍ରାମ ର ଶମ୍ଭୁନାଥ ସାହୁ ଙ୍କ ଘରୁ ଏକ ପାୱାର ଟ୍ରେଲର ଚୋରି ହୋଇଛି। ଖରିଫ ଚାଷ ପରେ ନିଜର ପାୱାର ଟ୍ରେଲର ନିଜ ଘର…

ବେଦାନ୍ତ ଆଲୁମିନିୟମ ଓ ଓଏସପିସିବି ଝାରସୁଗୁଡ଼ା ଓଜନ ସ୍ତର ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରିଛନ୍ତି

ଝାରସୁଗୁଡ଼ା, ଓଡ଼ିଶା : ବେଦାନ୍ତ ଆଲୁମିନିୟମ ଲିମିଟେଡ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ କାର୍ଯ୍ୟାଳୟ ଓ ବଡ଼ମାଳ ପଂଚାୟତ ସରକାରୀ ସ୍କୁଲର ମିଳିତ ପ୍ରୟାସରେ ବିଶ୍ୱ ଓଜନ ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ ସଚେତନତା…

ବିଜେଡିର ମିଶ୍ରଣ ପର୍ବ: ମାଲକାନଗିରି ଜିଲ୍ଲାର ବିଜେପି କର୍ମକର୍ତ୍ତା ବିଜେଡିରେ ସାମିଲ

ଭୁବନେଶ୍ୱର, ୨୯/୦୯/୨୦୨୩: ମାଲକାନଗିରି ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ସାହୁ, କାଲିମେଳା ବ୍ଲକର ପଶୁଗୁଡ଼ା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ରାମ ରବା ଏବଂ ବାଲିମେଳାର ବିଜେପି ସକ୍ରିୟ ସଦସ୍ୟ ଏନ୍. ଦାଶରଥୀ ଆଜି ଶଙ୍ଖଭବନ ଠାରେ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା…

ଝାରପୋଖରିଆ ଥାନାରେ ସାଇବର ସୁରକ୍ଷା ୨୦୨୩ ସମ୍ପର୍କିତ ପ୍ରସ୍ତୁତି ବୈଠକ

ସାରସକଣା ରୁ ଦିପୁ ମହାପାତ୍ର--ମୟୂରଭଞ୍ଜ ଜିଲ୍ଲା ର ଝାରପୋଖରିଆ ଥାନା ରେ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ଥାନା କାର୍ଯାଳୟ ଠାରେ ଏକ ଜନ ସଚେତନତା ପାଇଁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ହେବାକୁ ଥିବା ସାଇବର ସୁରକ୍ଷା ଅଭିଯାନ କାର୍ଯ୍ଯକ୍ରମକୁ ନେଇ ସୂଚନା…

ଗଣେଶ ପୂଜାରେ ସାଂସ୍କୃତିକ ସନ୍ଧ୍ୟା; ଭକ୍ତିପୂର୍ଣ୍ଣ ଭଜନରେ ଝୁମିଲେ ଦର୍ଶକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗଣେଶ ପୂଜା ଅବସରରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ଉସ୍ତପଲ୍ଲୀ ଗ୍ରାମରେ ଜୟ ମାଆ ସନ୍ତୋଷୀ ଯୁବକ ସଂଘ ଦ୍ୱାର ଅନୁଷ୍ଠିତ ଗଣେଶ ପୂଜାରେ ଭଜନ…

ଟିବି ରୋଗୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ପ୍ରଧାନମନ୍ତ୍ରୀ ଟିବିମୁକ୍ତ ଭାରତ ଯୋଜନାରେ ବେଲଗୁଣ୍ଠା ହରିଜନ ସାହିର ଟିବି ଆକ୍ରାନ୍ତ ସୂର୍ଯ୍ୟ ନାଇକଙ୍କୁ ନିକ୍ଷ ମିତ୍ର ତଥା ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ଛଅ ନମ୍ବର୍ ୱାର୍ଡ କାଉନସିଲର୍ ପ୍ରଦୀପ କୁମାର ସେଠୀ ଶୁଖିଲା ଖାଦ୍ୟ ପ୍ରଦାନ…