ବଢୁଥିବା ଶୀତ ଲହରୀ ର ମୁକାବିଲା ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ
ଜଗତସିଂହପୁର,ତା-୨୦.୧୨.୨୦୨୩/ସୁମନ୍ତ କୁମାର ଦାସ: ରାଜ୍ଯ ରେ ଏବେ ବଢୁଛି ଶୀତ ର ପ୍ରକୋପ ଓ ତଳକୁ ଖସୁଛି ପାରଦ।ଜିଲ୍ଲା ରେ ଏହି ବର୍ଦ୍ଧିତ ଶୀତ ଲହରୀ ର ମୁକାବିଲା ପାଇଁ ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ ଙ୍କ ଅଧ୍ୟକ୍ଷତାରେ,ଆଭାସୀ ମାଧ୍ୟମ ରେ ଏକ ପ୍ରସ୍ତୁତି ବୈଠକ…