ରାଜ୍ୟ ଖାଦ୍ୟ ଆୟୁକ୍ତଙ୍କ ତାଳଚେର ଗସ୍ତର ଦ୍ୱିତୀୟ ଦିନ
ଭୁବନେଶ୍ୱର: ଆଜି ରାଜ୍ୟ ଖାଦ୍ୟ ଆୟୁକ୍ତ ଶ୍ରୀ ଅବନିକାନ୍ତ ସାହୁଙ୍କ ତାଳଚେର ଗସ୍ତର ଦ୍ୱିତୀୟ ଦିନରେ ସେ ସର୍ବପ୍ରଥମେ ଗୋପଳପ୍ରସାଦସ୍ଥିତ ମା'ହିଙ୍ଗୁଳା ଙ୍କୁ ଦର୍ଶନ କରିଥିଲୋ ତା'ପରେ ସେ ତାଳଚେରସ୍ଥିତ ପବିତ୍ରମୋହନ ସରକାରୀ ଚିକିତ୍ସାଳୟକୁ ପରିଦର୍ଶନରେ ଯାଇ ସେଠାରେ ରୋଗୀଙ୍କୁ ଦିଆଯାଉଥିବା…