ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ସ୍ମୃତି ସ୍ଥଳ କପିଳମୁନୀ ଆଶ୍ରମର ପ୍ରତିଷ୍ଠା ଉତ୍ସବ
ବରଗଡ ୨୬।୧୨।୨୦୨୩: ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତମାଳାର ସଜାଗ ପ୍ରହରୀ ଭାବରେ କାର୍ଯ୍ୟରତ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ସ୍ମୃତି ବହନ କରୁଥିବା କପିଳମୁନୀ ଆଶ୍ରମର ୩୬ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି।ଆଶ୍ରମର ପ୍ରତିଷ୍ଠାତା ସ୍ବାମୀ ସୋମବେଶ ଉପସ୍ଥିତ…