ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅଭିନଵ ପ୍ରୟାସ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଆରମ୍ଭ ହୋଇଛି ମହାବିଦ୍ୟାଳୟ ଗୁଡ଼ିକ ରେ ନାମ ଲେଖା ପ୍ରକ୍ରିୟା ଏହାକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମନରେ ଅନେକ ଉତ୍ସାହ ଉଦ୍ଧିପନା । ଏହାକୁ ଆଖି ଆଗରେ ରଖି ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଙ୍କ…