କନ୍ଦାଗାଡ ଉଚ୍ଚବିଦ୍ୟଲୟର ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଓ ବାର୍ଷିକ ଉତ୍ସବ
ଗାଇସିଲାଟ /ମନ ଡନସନା- ଗାଇସିଲେଟ ବ୍ଳକ ଅନ୍ତର୍ଗତ କନ୍ଦାଗାଡ ସ୍ଥିତ ଜଗନ୍ନାଥ ଉଚ୍ଚବିଦ୍ୟାଲୟର ଭାଷା, ସାହିତ୍ୟ ଓ ସୃଜନଶୀତା ଉତ୍ସବ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅତିଥି ମାନଙ୍କ ଦ୍ଵାରା ଵିଦ୍ୟାଦାତ୍ରୀ ସରସ୍ବତୀ ଓ ଗଜାନନ ଙ୍କୁ ଦୀପପୁଷ୍ପ ଅର୍ପଣ ପୂର୍ଵକ ରୋହିତ ସା ଙ୍କ…