ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଘୋଷ ଯାତ୍ରା ଉପଲକ୍ଷେ ରଥ ନିର୍ମାଣ କାର୍ଯ୍ୟ ଚକରେ ଅଖ ଲଗା ଅନୁକୂଳ –…

ନୀଳଗିରୀ ତା ୨୦/୦୪:- ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥି ଦିବସରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷ ଯାତ୍ରା ଉପଲକ୍ଷେ ରଥ ନିର୍ମାଣର ପ୍ରାରମ୍ଭିକ ଶୁଭ କାର୍ଯ୍ୟ ଚକରେ ଅଖ ଲଗା ଅନୁକୂଳ ହୋଇଯାଇଛି।ଏହି ପବିତ୍ର ଦିନରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ପାଇଁ ପୂର୍ବାହ୍ନ ଦଶ ଘଟିକାରେ…

ବିଞ୍ଚଣାରେ ଅକ୍ଷି ମୁଠି ଅନୁକୂଳ

ବେଲଗୁଣ୍ଠା,୨୦/୦୪,-(ଶିବରାମ ଚୌଧୁରୀ )-ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବେଲଗୁଣ୍ଠା ବ୍ଳକ୍ ବିଞ୍ଚଣା ଠାରେ କରାଗାଡ଼ିଆ କୃଷକ ବାହିନୀ ଆନୁକୁଲ୍ୟରେ ଅକ୍ଷି ମୁଠି ଅନୁକୂଳ କରାଯାଇଛି I ଏହି ଅବସରରେ ଗିନି ମୃଦଙ୍ଗ ଭଳି ପାରମ୍ପରିକ ବାଦ୍ୟ ବାଜଣା ପଟୁଆର ମଧ୍ୟରେ ଅକ୍ଷି ମୁଠି ଅନୁକୂଳ…

ଅନ୍ନଦାତାଙ୍କ ଗୌରବ ପାଇଁ ସାନଜରିଆରେ କୃଷକ ମନ୍ଦିର ।

କେନ୍ଦ୍ରାପଡା:୨୦/୦୪(ପ୍ରଫୁଲ୍ଲ କୁମାର ମଲ୍ଲ) ମଣିଷ ଯେଉଁଦିନ ଚାଷ ଶିଖିଲା ସେହିଦିନ ଏକ ନିର୍ଦିଷ୍ଟ ଜାଗାରେ ବାସ କଲା। ଚାଷ ବାସ ରୁ ଆରମ୍ଭ ହେଲା ମାନବ ସଭ୍ୟତା ର ଇତିହାସ । ଖାଦ୍ୟ ସଂଗ୍ରହକାରି ମଣିଷ ଖାଦ୍ୟ ଉତ୍ପାଦନକାରି ରେ ପରିଣତ ହେଲା । ଯାଯାବର ଜୀବନରୁ ମଣିଷ ଏକ ସଭ୍ୟ ସଂସ୍କୃତି…

ଲକ୍ଷ୍ୟ ନିକେତନ (ଭଞ୍ଜନଗର ଶାଖା)ର ଶୁଭ ଉଦଘାଟନ

ଭଞ୍ଜନଗରରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ, ଇସ୍ପାତ ଏବଂ ଖଣିଜ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ "ଲକ୍ଷ୍ୟ ନିକେତନ" (ଭଞ୍ଜନଗର ଶାଖା)ର ଶୁଭ ଉଦଘାଟନ କରିଛନ୍ତି, ଯାହା ପ୍ରଶାସନ ସେବାରେ ନୂତନ ସୁବିଧା ଓ ସୁଯୋଗ…

​ ମହାନ୍ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ୨୦୨୬-୨୭ ଭଞ୍ଜନଗର ରେ ଅନୁଷ୍ଠିତ।

ଭଞ୍ଜନଗରରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳନ ଅବସରରେ, ଜିଲ୍ଲା ସ୍ତରୀୟ କୃଷକ ଦିବସ କୃଷି ବିଜ୍ଞାନ କେନ୍ଦ୍ର, ଭଞ୍ଜନଗର , ବେଣାକୁନ୍ଦ। ଠାରେ ଅନୁଷ୍ଠିତ ହୋଇଯାଇଛି । ଆଜି ୨୦ ତାରିଖ ସୋମବାର ଏଥିରେ ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ, ଇସ୍ପାତ…

ଓପୋ ଇଣ୍ଡିଆ ପକ୍ଷରୁ ଏଫ୩୩ ସିରିଜ ଉନ୍ମୋଚିତ

ଭୁବନେଶ୍ୱର: ଓପୋ ଇଣ୍ଡିଆ ପକ୍ଷରୁ ଆଜି ଭାରତରେ ଓପୋ ଏଫ୍‌୩୩ ସିରିଜର ବଜାର ପ୍ରବେଶ କରାଯାଇଛି ଯେଉଁଥିରେ ଓପୋ ଏଫ୍‌୩୩ ପ୍ରୋ ୫ଜି ଓ ଓପୋ ଏଫ୍‌୩୩ ୫ଜି ସ୍ମାର୍ଟଫୋନ ଅନ୍ତର୍ଭୁକ୍ତ ରହିଛି । ଏଫ୍‌୩୩ ସିରିଜରେ ସେଗମେଂଟର ସର୍ବୋତମ ୧୦୦ଂ ଫିଲ୍ଡ ଅଫ୍ ଭ୍ୟୁ ସହ ୫୦ଏମ୍‌ପି ଅଲ୍‌ଟ୍ରା ୱାଇଡ…

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ଅକ୍ଷୟ ତୃତୀୟା ଉତ୍ସବ ପାଳିତ

ଭୁବନେଶ୍ୱର, ଏପ୍ରିଲ ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଓଡ଼ିଶାର କୃଷିଭିତିକ ପର୍ବ ପବିତ୍ର ‘ଅକ୍ଷୟ ତୃତୀୟା’ ପାଳିତ ହୋଇଯାଇଛି । ନୂଆଗାଁ ସ୍ଥିତ ସୋଆ ଅନ୍ତର୍ଗତ ଆଇ.ଏନ.ଏସ ଫାର୍ମ ଓ…

ମହାତ୍ମା ହଂସରାଜଙ୍କ ଜନ୍ମଜୟନ୍ତୀ ଓ ସମର୍ପଣ ଦିବସ ପାଳିତ

ଝାରସୁଗୁଡ଼ା, ତାରିଖ: ୨୦/୦୪/୨୦୨୬: ଝାରସୁଗୁଡ଼ା ଡିଏଭି ପରିସରରେ ଆର୍ଯ୍ୟ ସମାଜର ଜଣେ ପ୍ରମୁଖ ଶିକ୍ଷାବିତ, ସମାଜ ସଂସ୍କାରକ ତଥା ଡିଏଭି ଶିକ୍ଷା ଆନ୍ଦୋଳନର ମୁଖ୍ୟ ପୁରୋଧା ମହାତ୍ମା ହଂସରାଜଙ୍କ ୧୬୩ ତମ ଜନ୍ମଜୟନ୍ତୀ ତଥା ସମର୍ପଣ ଦିବସ ଶ୍ରଦ୍ଧା ଓ ଉତ୍ସାହର ସହିତ ପାଳିତ ହୋଇଛି। ବିଦ୍ୟାଳୟ…

କାଶୀପୁର ପ୍ରିମିୟର୍ ଲିଗ୍ ୫.୦ ଉଦଯାପିତ: ରାଇଜିଂ ଷ୍ଟାର କୁ ହରାଇ ଡ୍ରିମ୍ ୱାରିଅର୍ସ ବିଜୟୀ

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜିଲ୍ଲାର କାଶୀପୁର ବ୍ଲକରେ ଆୟୋଜିତ “କାଶୀପୁର ପ୍ରିମିୟର୍ ଲିଗ୍ (KPL) ୫.୦” କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚମକଦାର ଭାବେ ଉଦଯାପିତ ହୋଇଯାଇଛି। ସ୍ଥାନୀୟ କଲେଜ ପଡିଆରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ଅଞ୍ଚଳର ବିଭିନ୍ନ ଦଳ ଅଂଶଗ୍ରହଣ…

ଉତ୍କଳ ଆଲୁମିନା ପକ୍ଷରୁ ରାଉଲିଘାଟିରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଗାଡ଼ିର ଶୁଭାରମ୍ଭ

ରାୟଗଡା ରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ କୋଡିପାରି ପଞ୍ଚାୟତର ରାଉଲିଘାଟି ଗ୍ରାମରେ ଉତ୍କଳ ଆଲୁମିନା ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଗାଡ଼ିର ଶୁଭାରମ୍ଭ ହୋଇଯାଇଛି। ଏହି ଅଞ୍ଚଳଟି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଅନେକ ସମୟରେ ଲୋକମାନେ…