ମହେନ୍ଦ୍ରଗିରି ଶିଖର ମାତା କୁନ୍ତୀ ମନ୍ଦିରରୁ ଗଜପତି ଉତ୍ସବ-୨୦୨୩ ଶୁଭାରମ୍ଭ
https://youtu.be/1vsCJmpTLUU
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହେନ୍ଦ୍ରଗିରି ଶିଖର ମାତା କୁନ୍ତୀ ମନ୍ଦିରରୁ ଜିଲ୍ଲାସ୍ତରୀୟ ''ଗଜପତି ଉତ୍ସବ''-୨୦୨୩ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଗଜପତି ମହୋତ୍ସବ ମଶାଲ ଶୋଭାଯାତ୍ରା ମହେନ୍ଦ୍ରଗିରି ଶିଖରରୁ ବାହାରିବା ପରେ କଇଁପୁର…