ଜେକେ କାଗଜ କଳ ପ୍ରତିଷ୍ଠାତାଙ୍କ ୧୩୯ ତମ ଜନ୍ମଦିନ ପାଳନ

ରାୟଗଡା : ଜେକେ ଗ୍ରୁପ୍ ର ପ୍ରତିଷ୍ଠାତା ଲାଲା କମଳା ପତ୍ ସିଂଘାନିଆଙ୍କ ୧୩୯ ତମ ଜନ୍ମଦିନ ପାଳନ ହୋଇଯାଇଛି ଏହି ଅବସରରେ କମ୍ପାନୀ ପରିସରରେ ଥିବା ଲାଲା କମଳା ପତ୍ ସିଂଘାନିଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଜେକେ କାଗଜ କଳର ମୁଖ୍ୟ…

ଭଞ୍ଜନଗର ଉପଖଣ୍ଡସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ।

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଚଳିତ ମାସ ୨୯ ତାରିଖ ରୁ ଆରମ୍ଭ ହେବାକୁ ଥିବା ଧାନ କିଣା ପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଡିସେମ୍ବର ମାସ ୧୫ ତାରିଖ ୨୦୨୩ ଶୁକ୍ରବାର ଆର୍.ଏମ୍.ସି ସଭା ଗୃହରେ ଅନୁଷ୍ଠିତ…

ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ରେଳ ପ୍ରକଳ୍ପର ଭୂମିପୂଜନ/ଶିଳାନ୍ୟାସ କରିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟିଲେ…

ରାଉରକେଲା(ବସନ୍ତ କୁମାର ଜେନା) :କେନ୍ଦ୍ରରେ ନରେନ୍ଦ୍ର ମୋଦି ଶାସନ ସମୟରେ ବିଶେଷ କରି ଶ୍ରୀ ଅଶ୍ବିନୀ ବୈଷ୍ଣବ ରେଳ ମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ସୁନ୍ଦରଗଡ ଜିଲ୍ଲାରେ ରେଳ ପଥର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ଆସୁଛନ୍ତି l ଏହି କ୍ରମରେ ଆଜି ନୂଆଦିଲ୍ଲୀ ଠାରେ ସୁନ୍ଦରଗଡ଼…

ନୂଆ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ

ଶିକ୍ଷକମାନେ ହେଉଛନ୍ତି ବିଶ୍ବକର୍ମା ଏବଂ ଛାତ୍ରଛାତ୍ରୀମାନେ ହେଉଛନ୍ତି ଧର୍ମପଦ .:– ମନ୍ତ୍ରୀ ସାରଦା ପ୍ରସାଦ ନାୟକ ରାଉରକେଲା (ବସନ୍ତ କୁମାର ଜେନା): ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଗତ ନଭେମ୍ବର ୧୫ ତାରିଖରୁ ଚାଲିଥିବା ସମନ୍ବିତ ଯୁବ ବିକାଶ ଯୋଜନା ଅନ୍ତର୍ଗତ…

ଜାଡରେ ଥରୁଛି ଓଡ଼ିଶାର ଦାର୍ଜିଲିଂ ଆଉ ଦ୍ଵିତୀୟ କାଶ୍ମୀର

ତାପମାତ୍ରା ୭ ଡିଗ୍ରୀ ରେକର୍ଡ, ନାହିଁ ଆନୁଙ୍ଗିକ ବ୍ୟବସ୍ଥା, ପର୍ଯ୍ୟଟନ ସ୍ଥଳରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ. ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଓଡ଼ିଶାର ଡାରର୍ଜଲିଂ ଓ ଦ୍ଵତୀୟ କାଶ୍ମୀର ଭାବେ ବେଶ କ୍ଷାତି ଅର୍ଜ୍ଜନ କରିଛି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ…

ନବୀନ ଶାସନରେ ମହିଳା ଅସୁରକ୍ଷିତ, ଗରିବୀ ଉତ୍କଟ, ଅନ୍ନଦାତା ଚାଷୀ ହେଉଛନ୍ତି ଛଟପଟ :ବିଜୟ ପଟ୍ଟନାୟକ

ନବୀନ ଶାସନରେ ମହିଳା ଅସୁରକ୍ଷିତ, ଗରିବୀ ଉତ୍କଟ, ଅନ୍ନଦାତା ଚାଷୀ ହେଉଛନ୍ତି ଛଟପଟ :ବିଜୟ ପଟ୍ଟନାୟକ https://youtu.be/_Z9NzURKDc4

କିସ୍ ଅଭିଭାବକ ସମ୍ମିଳନୀ: ଏକଜୁଟ ହେବେ ୧ଲକ୍ଷରୁ ଊର୍ଦ୍ଧ୍ୱ ଜନଜାତି ଅଭିଭାବକ ଓ ଛାତ୍ରଛାତ୍ରୀ

File Photo ଭୁବନେଶ୍ୱର, ୧୫ ।୧୨: ଦିନକ ପରେ କିସରେ ବିରାଟ ଅଭିଭାବକ ସମ୍ମିଳନୀ। ଏଥିପାଇଁ କିସ୍‍ ପରିସର ଚଳଚଞ୍ଚଳ ଓ ଉତ୍ସବ ମୁଖର ହୋଇଉଠିଛି। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ କିସ୍‍ର ବିରାଟ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି।…

ଭାରତରେ ଜନସଂଖ୍ୟାର ୬ ରୁ ୭ ପ୍ରତିଶତ ଲୋକ ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଆନ୍ତି: ବିଶେଷଜ୍ଞ

ଭୁବନେଶ୍ୱର, ୧୫/୧୨: ପ୍ରତ୍ୟେକ ମଣିଷ ନିଜ ଦାନ୍ତର ଯତ୍ନ ନେବା ଉଚିତ୍ । ତେବେ ଭାରତରେ ମୋଟ ଜନସଂଖ୍ୟାର ମାତ୍ର ୬ ରୁ ୭ ପ୍ରତିଶତ ଲୋକ ନିଜ ଦାନ୍ତ ଚିକିତ୍ସା ପାଇଁ ଦନ୍ତ ଚିକିତ୍ସକଙ୍କ ନିକଟକୁ ଯାଇ ଥାଆନ୍ତି। ତେବେ ଏହି ସଂଖ୍ୟାକୁ ଅତି କମ୍‌ରେ ୧୫ ପ୍ରତିଶତକୁ ବଢ଼ାଇବା ପଡ଼ିବ ଏବଂ ଏ ନେଇ…

ରାଧିକା ହେଲେ ପୋଲିସ ରିକରୁଟମେଣ୍ଟ ବୋର୍ଡ ଅଧ୍ୟକ୍ଷ

ଭୁବନେଶ୍ୱର :: କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ବରିଷ୍ଠ ଆଇପିଏସ ଅଧିକାରୀ ବି. ରାଧିକାଙ୍କୁ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏହାସହିତ ଏସଏଫଏସଆଇର ନିର୍ଦ୍ଦେଶକ ଭାବେ ମଧ୍ୟ ଦିଆଯାଇଛି ଅତିରିକ୍ତ ଦାୟିତ୍ୱ । ସେହିପରି ଆଇପିଏସ ଆଶିଷ…

ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ 5 ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ

2024 ଜାନୁଆରୀ 1stରୁ 2028ଡିସେମ୍ବର 31 ପର୍ଯ୍ୟନ୍ତ ଅବଧି ବଢିଲା 10 ଲକ୍ଷ ହିତାଧିକାରୀ ମାସକୁ 5 କେଜି ଲେଖାଏ ମାଗଣା ଚାଉଳ ପାଇବେ ଖର୍ଚ୍ଚ ହେବ 1250 କୋଟି, ବହନ କରିବେ ରାଜ୍ଯ ସରକାର. ଭୁବନେଶ୍ୱର :  ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ମୁଖ୍ୟମନ୍ତ୍ରୀ ଶ୍ରୀ…