ଘୁମୁସରୀ ଗୋ ବଂଶ ବିକାଶରେ ସ୍ଥାନୀୟ ପ୍ରଶାସନର ଉଦାସୀନତା ସାଜିଛି ବାଧକ ।
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ଦେଶରେ ଆଜି ସୁଧା ୫୩ପ୍ରକାର ଗୋବଂଶକୁ ରାଷ୍ଟ୍ରୀୟ ପ୍ରାଣୀ ଅନୁବଶିଂୟ ସମ୍ବଳ ଅନୁସନ୍ଧାନ କେନ୍ଦ୍ର, ଭାରତ ସରକାର ବା (NBAGR) ଦ୍ଵାରା ଜାତୀୟ ଗୋବଂଶର ମାନ୍ୟତା ପ୍ରାପ୍ତ ହାସଲ କରିଅଛି I ତନ୍ମଧ୍ୟରୁ ୧୦ପ୍ରତିଶତ ଦୁଧିଅIଳି ଗାଈ ଥିବା ବେଳେ ବାକି ୯୦ ଭାଗ…