ରାଜସ୍ଥାନ ୱାରିୟର୍ସ ବିରୋଧରେ ତେଲୁଗୁ ୟୋଦ୍ଧାସର ବୃହତ ବିଜୟ
ଅଲଟିମେଟ ଖୋ ଖୋ ସିଜନ-୨
କଟକ/01-01-24: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ତେଲୁଗୁ ୟୋଦ୍ଧାସ ନିଜର ୨ୟ ବିଜୟ ହାସଲ କରିଛି । ତେଲୁଗୁ ୟୋଦ୍ଧାସ, ୩୪-୨୭ର ବୃହତ ଅନ୍ତରରେ ରାଜସ୍ଥାନ ୱାରିୟର୍ସକୁ ପରାଜିତ କରିଛି । ଏହି…