ମହା ଶିବରାତ୍ରି ଉପଲକ୍ଷେ ଗାଙ୍ଗପୁରରେ ଦୁଇ ପୁଞ୍ଜା ରାମାୟଣ ନାଟକ ମଞ୍ଚସ୍ଥ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ପରମ୍ପରା ମୁତାବକ ମହା ଶିବରାତ୍ରି ଉପଲକ୍ଷେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଗ୍ରାମରେ ପ୍ରତିବର୍ଷ ଭଳି ଶନିବାର ମଧ୍ୟ ରାତ୍ରିରୁ ରବିବାର ପର୍ଯ୍ୟନ୍ତ ଦୁଇ ପୁଞ୍ଜା ରାମାୟଣ ନାଟକ ମଞ୍ଚସ୍ଥ ହୋଇଯାଇଛି I ନିର୍ଦ୍ଦେଶକ ପିଣ୍ଟୁ ମହାପାତ୍ରଙ୍କ ନିର୍ଦ୍ଦେଶନାରେ…

ବ୍ରାହ୍ମଣୀଗାଁ ବ୍ଲକ ମାନ୍ୟତା ଦାବୀକୁ ନେଇ ମିଞ୍ଜାପଙ୍କାରେ ପ୍ରତିବାଦ ଶୋଭାଯାତ୍ରା, ବ୍ଲକ ମାନ୍ୟତା ନ ମିଳିଲେ ଭୋଟ…

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲାର ଦୁର୍ଗମ କଟିଙ୍ଗିଆ ପଞ୍ଚାୟତ ର ମିଞ୍ଜାପଙ୍କା ଗ୍ରାମରେ ବ୍ରାହ୍ମଣୀଗାଁ ବ୍ଲକ ଗଠନ ଦାବୀକୁ ନେଇ ଆଞ୍ଚଳିକ ମହିଳା ସଙ୍ଗଠନ ଓ ଅଞ୍ଚଳ ବାସୀଙ୍କ ମିଳିତ ଉଦ୍ୟମରେ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇ ଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉ…

ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସଭା ଗୃହରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ବଦଳି ଅବସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା। ଏହି ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା…

ବରଗଡ଼ ଜିଲ୍ଲା ସ୍ତରୀୟ ତୈଲିକ ବୈଶ୍ୟ ସାହୁ ସମାଜର ବୈଠକ ଅନୁଷ୍ଠିତ l

ପଦ୍ମପୁର :- ସ୍ଥାନୀୟ ସିଦ୍ଧି ବିନାୟକ କଲ୍ଯାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ତୈଲିକ ବୈଶ୍ୟ ସାହୁ ସମାଜର ଏକ ସାଧାରଣ ବୈଠକ ସଭାପତି ଶ୍ରୀ ଭିକାରୀ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସମ୍ପାଦକ ଡ଼ଃ ଭକ୍ତପୁରନ ସାହୁ ସମସ୍ତଙ୍କୁ ସ୍ଵାଗତ କରି ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ l…

ଓପିଜିସିରେ ପେନସନ ବ୍ୟବସ୍ଥା ଲାଗୁ କରିବା ଦାବି ଜୋର ଧରିଲା

ଭୁବନେଶ୍ୱର : ଓପିଜିସି କର୍ମଚାରୀ ଫେଡେରସନ ଗତ ୨୧.୦୨.୨୦୨୪ ଠାରୁ ପାଞ୍ଚଦଫା ଦାବି ନେଇ ଇବ ଥର୍ମାଲ ଝାରସୁଗୁଡା ଏବଂ ଫର୍ଟୁନ ଟାୱାର ଭୁବନେଶ୍ଵର ଅଫିସ ସମ୍ମୁଖରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି। ଓପିଜିସି କର୍ମଚାରୀ ମାନଙ୍କପାଇଁ ପେନସନ ନୀତି ପ୍ରଣୟନ…

ଟିଡିପି ଓ ଜନସେନା ପାର୍ଟି ଆସନ ବୁଝାମଣା ଚୂଡ଼ାନ୍ତ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ଦାୟିତ୍ଵ

ବୈଜୟନ୍ତ ପଣ୍ଡା ଓ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଦୁଇ ଦିନିଆ ଆନ୍ଧ୍ର ପ୍ରଦେଶ ଗସ୍ତ  ଭୁବନେଶ୍ବର, ୧୦।୦୩ - ଆନ୍ଧ୍ର ପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଓ ଜନସେନା ପାର୍ଟି ଗତକାଲି ଏନଡିଏ ମେଣ୍ଟରେ ସାମିଲ ହେବା ପରେ, ଆସନ ବୁଝାମଣା ଚୂଡ଼ାନ୍ତ କରିବା ପାଇଁ ଆଜି ବିଜେପି ରାଷ୍ଟ୍ରୀୟ…

ନବୀନ ଜିନ୍ଦଲଙ୍କ ଜନ୍ମଦିନ ଫିଟନେସ ଦିବସ ଭାବରେ ପାଳନ

ଭୁବନେଶ୍ୱର : ମାର୍ଚ୍ଚ ୯ ତାରିଖ ଦିନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ଜେଏସପିର କର୍ମଚାରୀମାନେ ଫିଟନେସ ଦିବସ ଭାବରେ ପାଳନ କରିଛନ୍ତି । ଏହି ଅବସରରେ ଏହାର ବିଭିନ୍ନ ବ୍ୟବସାୟ ସ୍ଥାନଗୁଡିକରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ…

ଯୁବକମାନଙ୍କ ପାଇଁ ସୁନିଶ୍ଚିତ ନିଯୁକ୍ତିର ଗ୍ୟାରେଂଟି ଦେଲେ ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ଘରେ ଘରେ ପଂହଚାଇବ ଯୁବ କଂଗ୍ରେସ ଭୁବନେଶ୍ୱର ତା. ୧୦.୩- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କର “ଯୁବ ନ୍ୟାୟ” କାର୍ଯ୍ୟକ୍ରମର ପୋଷ୍ଟର ଉଦ୍‌ଘାଟନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସାମ୍ବାଦିକ…

ମାର୍ଚ୍ଚ ୧୧ ଓ ୧୨ ସଂକଳ୍ପ ସମାବେଶ, ଗୃହୀତ ହେବ ଚରମ ନିଷ୍ପତ୍ତି:ଓଷ୍ଟା

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ତରଫରୁ ରବିବାର ଦିନ ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ସମ୍ପାଦକ ପରମାନନ୍ଦ ଦଳାଇ ଶିକ୍ଷକମାନଙ୍କର ସମସ୍ୟାକୁ ରାଜ୍ୟ ସରକାର ତୁରନ୍ତ ସମାଧାନ କରନ୍ତୁ ବୋଲି…

ଏଥର ନିର୍ବାଚନ ବେଳେ ଜନତା ପଚାରିବେ ପ୍ରଶ୍ନ, ପ୍ରାର୍ଥୀ ଦେବେ ଉତ୍ତର ।

ଖଲିକୋଟ ରୁ ଶିଵରାମ ଜେନା: ଆଗାମୀ ଦିନରେ ନିର୍ବାଚନ ଯେତିକି ପାଖେଇ ଆସୁଛି, ଜନତା ମାନଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବଢୁଥିବା ଦେଖାଦେଉଛି। ନିର୍ବାଚନ ପାଖେଇ ଆସିଲେ ନେତାଙ୍କ ମନେପଡନ୍ତି ଜନତା, ଭୋଟ ପାଇ ବିଜୟୀ ହୋଇଗଲେ ପାଶୋରି ଯାଆନ୍ତି ଦେଇଥିବା ପ୍ରତିଶ୍ରୁତି | ଏ ହେଉଛି ଖୁଦ୍…