ପାଇକମାଳ ହାଇସ୍କୁଲରେ ୨ୟ ପର୍ଯ୍ୟାୟ ମାନ ନିର୍ଦ୍ଧାରଣ ଶିବିର ଅନୁଷ୍ଠିତ l

ପାଇକମାଲ :- ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରୀୟ ୨ୟ ପର୍ଯ୍ୟାୟ ବିଦ୍ୟାଳୟ ଭିତ୍ତିକ ମାନ ନିର୍ଦ୍ଧାରଣ ପ୍ରଶିକ୍ଷଣ ଶିବିର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ତ୍ରି-ଦିବସୀୟ ପ୍ରଶିକ୍ଷଣ ଶିବିରରେ ୧୫ ଟି କ୍ଳଷ୍ଟର ରେ ୧୫୩ ଜଣ ଶିକ୍ଷକ…

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସପ୍ତାହ 2024 ପାଳିତ

ଅଶୋକ ସାହୁ, ନବରଙ୍ଗପୁର : ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି l ଏହି ଅବସରରେ ସଡ଼କ ସୁରକ୍ଷା ସଚେତନତାର ଏକ ରାଲିର ଆୟୋଜନ କରାଯିବା ସହିତ ବିଭିନ୍ନ ଛକ ଜାଗା ମାନଙ୍କରେ ହେଲମେଟ ଓ…

ବ୍ରହ୍ମଲୀନ ସ୍ବାମୀଜୀଙ୍କ ସମାଧି ପ୍ରତିଷ୍ଠା ଉତ୍ସବ: ଯୋଗଦେଲେ ୫୦ ରୁ ଉର୍ଦ୍ଧ୍ବ ସନ୍ୟାସୀ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ କରାବାଙ୍କ ଠାରେ ଥିବା ଅଦ୍ୱେତ ବେଦାନ୍ତ ଆଶ୍ରମ ର ମଠାଧୀଶ ପୂଜ୍ୟ ୧୦୮ ଶ୍ରୀ ବିଦ୍ୟାନନ୍ଦ ସରସ୍ୱତୀ ସାଗର ମହାରାଜ ଙ୍କ ଗତ ଡିସେମ୍ବର ୨୨ ତାରିଖରେ ବ୍ରହ୍ମଲୀନ ଘଟିଥିଲା । ଆଜି ଷୋଡଶ ଦିବସ ପାଳନ…

ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ଶିବିର

ଗାଇସିଲାଟ/ମନ ଡନସନା- ବରଗଡ଼ ଜିଲ୍ଲା ସ୍ତରୀୟ ତ୍ରିଦିବସୀୟ ଜୁନିଅର ରେଡକ୍ରସ ଶିବିର ଗାଇସିଲେଟ ନୋଡାଲ ହାଇସ୍କୁଲ ଠାରେ ଆରମ୍ଭ ହୋଇଛି। ଏହି ଶିବିରକୁ ଗାଇସିଲେଟ ବ୍ଲକ ଚେୟାରମେନ ପ୍ରଣୟ କୁମାର ସାହୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ମିତ୍ରଭାନୁ କଚ୍ଛପ ଙ୍କ ଅଧ୍ୟକ୍ଷତାରେ…

ଚତୁର୍ଥ ଗୌରହରି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଗାଇସିଲାଟ/ମନ ଡନସନା- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମପଞ୍ଚାୟତ ର ସେମେଲମୁଣ୍ଡା ଗ୍ରାମରେ ଚତୁର୍ଥ ଗୌରହରି ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଠାରୁ ଗ୍ରାମର ଡାଲଖାଇ ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ସରପଂଚ ଉର୍ମିଳା ସେଠ…

ଚତୁର୍ଥ ଗୌରହରି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଗାଇସିଲାଟ/ମନ ଡନସନା- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମପଞ୍ଚାୟତ ର ସେମେଲମୁଣ୍ଡା ଗ୍ରାମରେ ଚତୁର୍ଥ ଗୌରହରି ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଠାରୁ ଗ୍ରାମର ଡାଲଖାଇ ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ସରପଂଚ ଉର୍ମିଳା ସେଠ…

ଉତ୍କେଲା ଗ୍ରାମପଞ୍ଚାୟତ ଠାରେ ପଂଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪

କଳାହାଣ୍ଡିରୁ ରୋହିତ କୁମାର ନାଏକ /ଶାସକ ପ୍ରଶାସକ :କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ ଉପଲକ୍ଷେ ଚଳିତ ବର୍ଷ ମଧ୍ୟ୍ୟ କଳାର ହାଣ୍ଡି କଳାହାଣ୍ଡିର କଳାସଂକୃତି ଐତିହ୍ୟ ଓ ବିକାଶ ଧାରାର ବାର୍ତ୍ତାବହ କଳାହାଣ୍ଡି ଘୁମୁରା ୨୦୨୪ ଦେଖିବାକୁ ମିଳିଛି l କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ…

ଓ୍ବାର୍ଡ ସ୍ତରରେ ସଂଗଠନ ମଜଭୁତ କରୁଛନ୍ତି ଯୁବନେତା ମଣ୍ଟୁ ନାଏକ

କଳାହାଣ୍ଡିରୁ ରୋହିତ କୁମାର ନାଏକ /ଶାସକ ପ୍ରଶାସନ: ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ଏନଏସିର ଓ୍ବାର୍ଡ ନଂ ୩ ଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ ଯୋଗଦେଇ ପ୍ରଭୁ…

ସରୁନି ଦାଦନ ଦୁଃଖ ପ୍ରସବ ବେଳେ ସ୍ତ୍ରୀ ମୃତ, ସ୍ବାମୀଙ୍କ ଆତ୍ମହତ୍ୟା

କଳାହାଣ୍ଡିରୁ ରୋହିତ କୁମାର ନାଏକ /ଶାସକ ପ୍ରଶାସକ :କଳାହାଣ୍ଡି ଜିଲ୍ଲାରେ ପୁଣି ଏକ ଦାଦନ ଦୁଃଖ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଦାଦନ ଯାଇଥିବା ଦମ୍ପତି ପ୍ରସବ ପାଇଁ ଗାଁକୁ ଫେରୁଥିବା ବେଳେ ବାଟରେ ଅପରିପକ୍ବ ଯାଆଁଳା ଶିଶୁ ଜନ୍ମ ହୋଇଥିଲେ । ପ୍ରସବ ସମୟରେ ସ୍ତ୍ରୀ ଙ୍କ ବିଶାଖାପାଟଣା…

ରଘୁନାଥ ପଲ୍ଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଙ୍କ ସେକ୍ଟର ଷୋହଳ ମାର୍କେଟ ଭ୍ରମଣ

ରାଉରକେଲା (ବସନ୍ତ କୁମାର ଜେନା): ରଘୁନାଥପଲ୍ଲୀ ପ୍ରାକ୍ତନ ବିଧାୟକ ପାର୍ଥୀ ଶ୍ରୀଯୁକ୍ତ ପ୍ରଶାନ୍ତ ସେଠୀ ଆଜି ମାର୍କେଟ ଭ୍ରମଣ ଅଭିଯାନ ରେ ସେକ୍ଟର-16 ଚିପଟାଇପ ମାର୍କେଟ ପରିଦର୍ଶନ ରେ ଯାଇଥିଲେ l ପ୍ରତ୍ୟେକ ବ୍ୟବସାୟୀ ଭାଇ ବନ୍ଧୁ ଙ୍କ ସହିତ ସାକ୍ଷାତ କରି ସୁବିଧା ଅସୁବିଧା ପଚାରି…