କୁଷ୍ଠ ରୋଗୀ କୁ ଥଇଥାନ କଲା “ସହଯୋଗ”

ପଦ୍ମପୁର :- ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ବମରିତ ଗ୍ରାମର ଜଣେ କୁଷ୍ଠରୋଗାକ୍ରାନ୍ତ ରୋଗୀ ଥିବାର ଖବର ପାଇ ପଦ୍ମପୁର ରେ ଲୋକଙ୍କ ସେବାରେ ଉତ୍ସର୍ଗୀକୃତ ସହଯୋଗ ଅନୁଷ୍ଠାନର ସଦସ୍ୟ ମାନେ ବମରିତ ଗ୍ରାମରେ ପହଞ୍ଚି ରୋଗୀ କୁ ଉଦ୍ଧାର କରି…

୧୯ ପଞ୍ଚାୟତ ର ବିଭିନ୍ନ ସମସ୍ୟା ନେଇ ସିପିଆଇ (ଏମ୍ ଏଲ ) ଲିବେରେଶନ ତରଫରୁ ଗୁଣପୁର ତହସିଲ ଓ ବ୍ଲକ କାର୍ଯ୍ୟାଳୟ ଘେରାଉ

ଗୁଣପୁର ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ମାସ 09 01 2024 ତାରିଖ ଦିନ ୨୦ଦଫା ଦାବି ନେଇ ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ସିପିଆଇ(ଏମ୍ ଏଲ) ଲିବେରଶନ ଓ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏକ…

ମାହାଙ୍ଗା ଗୋକନ ପଞ୍ଚାୟତ ରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏଭଳି ମହତ କାର୍ଯ୍ୟକ୍ରମ କୁ ଗ୍ରାମବାସୀ ଙ୍କ ଦୃଢ ପ୍ରଶଂସା l (ମାହାଙ୍ଗା-ଶାସକ ପ୍ରଶାସକ ) ଓଡ଼ିଶା ସରକାରଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ରେ ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ…

ମାଲକାନଗିରି ବିମାନ ବନ୍ଦର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

 କରି ଦେଖାଇଲେ ନବୀନ, ମାଲକାନଗିରିକୁ ଉଡ଼ିବ ବିମାନ ୨୩୩ ଏକର ପରିବ୍ୟାପ୍ତ ଅଞ୍ଚଳରେ ରନୱେ ନିର୍ମିତ, ୭୦ କୋଟି ଟଙ୍କା ଖର୍ଚ୍ଚ ମାଲକାନଗିରି ଜିଲ୍ଲାରେ ସପ୍ତଧାରା ନଦୀରେ ଗୋବିନ୍ଦପାଲି ସମନ୍ଵିତ ଜଳସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଖର୍ଚ୍ଚ ହେବ ୪,୦୦୦ କୋଟି…

ବି ଏସ୍ କେ ୱାଇ କାର୍ଡ ଶ୍ରମଜୀବୀ ବାନାମ୍ବରଙ୍କୁ ଦେଲା ନୂଆ ଜୀବନ

ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆମେ ଚିରଋଣୀ - ଝିଅ ଝରଣା ଭୁବନେଶ୍ୱର,୯/୧: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ( ବି ଏସ୍ କେ ୱାଇ) ଲୋକଙ୍କ ମନରେ ଆଣିଛି ବଞ୍ଚିବାର ନୂଆ ଆଶା ଓ ଭରସା । ଏହି କାର୍ଡ ବଳରେ ରାଜ୍ୟର ଦୂରଦୂରାନ୍ତ ଶ୍ରମଜୀବୀ, ଆର୍ଥିକ ଦୁର୍ବଳ ବର୍ଗ ଏବଂ ନିସହାୟ ଲୋକ ଘରୋଇ…

ଜଗନ୍ନାଥ ମନ୍ଦିର ରୁ ଦୁଇ ରଥରେ ଆଜ୍ଞାମାଳ ଆଣି ସଂଗ୍ରହ କରାଯାଉଛି ଗୁଆ ଚାଉଳ।

ଗୁଣପୁର ସନ୍ତୋଷ କୁମାର ସୁବୁଦ୍ଧି : ଗୁଣପୁର ସହରରେ ଆଜିଠାରୁ ଆରମ୍ଭ ହୋଇ ଯାଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ବୁଲିବା ସହ ଗୁଆ ଚାଉଳ ସଂଗ୍ରହ ଅଭିଯାନ। ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଆଜ୍ଞାମାଳ ଅଣାଯାଇ ଏହି ରଥ ଦୁଇଟି ମନ୍ଦିର ପରିଶରରୁ ମହା ଆଡମ୍ବର ସହକାରେ ବାହାରି ୧୦ ଓ ୧୧ ନଂ…

ଏମାର୍ଟ ଭାରତୀୟ କେନ୍ଦ୍ରର ବାର୍ଷିକୋତ୍ସବ ପାଳିତ

ଗୁଣପୁର ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ସ୍ଥିତ ଏମାର୍ଟ ଭାରତୀୟ କଳା ସଂସ୍କୃତି କେନ୍ଦ୍ରର ଷଷ୍ଠ ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ହୋଇଯାଇଛି। ଏଥିରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟଅତିଥି, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଓଡ଼ିଆ…

ଜମନକିରା ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ଜମନକିରା (ଲିପନ ନାଏକ )  ଜମନକିରା ପୋଲିସ ପକ୍ଷରୁ ଥାନା ଅଧିକାରିଣୀ ପଦ୍ମାଳୟା ସାହୁଙ୍କ ଅଧକ୍ଷତାରେ ଆମ ପୋଲିସ ସମିତି ବୈଠକ ସ୍ଥାନୀୟ ଥାନା ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି l ଜମନକିରା ଥାନା ଅଂଚଳର ମାନ୍ୟଗଣ ବ୍ୟକ୍ତି, ବରିଷ୍ଠ ନାଗରିକ ବୁଦ୍ଧିଯିଵି, ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ…

5ଟି ଅଧ୍ୟକ୍ଷଙ୍କ ଗସ୍ତ ପାଇଁ ତିନିଜଣ କଂଗ୍ରେସ ନେତାଙ୍କୁ ଉଠେଇନେଲା ପୋଲିସ |

ରାଇଘର. ପୁଷ୍ପା ରାଣୀ. ଶାସକ ପ୍ରଶାସକ ତା 09/01-5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ରାଇଘର ଗସ୍ତ କରୁଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି |ଏହି କ୍ରମରେ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି |ନବରଙ୍ଗପୁର…

ଭୋକ ଉପାସରେ ଜୀବନ ବିତୁଛି : ଫିଙ୍ଗର ପ୍ରିଣ୍ଟ ନ ଆସିବାରୁ ଆହାର ମିଳୁନି କି ଭତ୍ତା ବି ମିଳୁନି

କୁଚିଣ୍ଡା: ରାଜ୍ୟ ସରକାର ଗରିବ ଓ ଅସହାୟଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି ତେବେ ବୟସର ଅପରାହ୍ନରେ ବେସାହାରା ବୃଦ୍ଧା ମା ଓ ଝିଅଙ୍କୁ ସହାୟତା ମିଳିବାରେ ବାଧକ ସାଜିଛି ସରକାରୀ ନିୟମ l ସାହାରା ନ ଥିବାରୁ ପରିଣତ ବୟସରେ ଆବାସ, ପିଡ଼ିଏସ୍ ଚାଉଳ, ଓ ଭତ୍ତାରୁ ବଞ୍ଚିତ ବୃଦ୍ଧା ମା ଓ…