ଘୁମୁସରୀ କେଟଲ ସମିତି, ଋଷିକୁଲ୍ୟI ରୟତ ମହାସଂଘ ଓ ଖାଉଟି ଅନୁଷ୍ଠାନ ବାର୍ଡ ର ମିଳିତ ଆନୁକୂଲ୍ୟରେ ଧାନ କିଣା ନିୟମ…

ଭଞ୍ଜନଗର ରୁ ଉଦୟନାଥ ପଣ୍ଡା:  ଘୁମୁସରୀ କେଟଲ ସମିତି, ଋଷିକୁଲ୍ୟI ରୟତ ମହାସଂଘ ଓ ଖାଉଟି ଅନୁଷ୍ଠାନ ବାର୍ଡ ର ମିଳିତ ଭାବରେ ଆଜି ଜାନୁଆରୀ ୯ ତାରିଖ ମଗଂଳ ବାର ୨୦୨୪ ରେ ଭଞ୍ଜନଗର ସ୍ଥିତ ଆଞ୍ଚଳିକ ନିୟନ୍ତ୍ରିତ ବଜାର ସଭା ଗୃହରେ ଧାନ କିଣା ନିୟମ ଉପରେ ସଚେତନା କର୍ମଶାଳା କୁ ରୟତ ମହାସଂଘ ର…

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ପ୍ରମୋଦ

କୁଚିଣ୍ଡା : ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : '"ବୟସ ୬୨ ଟପିଲାଣି l ମୋ ଠାରୁ ସାନ ଲୋକଙ୍କୁ ଭତ୍ତା ମିଳୁଛି l ବାବୁ, ମୋ ଉପରେ ବି ଟିକେ କୃପା କରନ୍ତୁ l ଭତ୍ତା ଗାଣ୍ଡକ ମିଳିଲେ ମୋ ତେଲଲୁଣର ସଂସାର ଚଳି ଯାଆନ୍ତା "l ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ଲାଡ଼…

ଆଇଡାକ୍ସ କନସଲଟିଙ୍ଗ ଆଣ୍ଡ ରିସର୍ଚ୍ଚ କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର : ଭୁବନେଶ୍ୱର ପଟିଆ ଚନ୍ଦକା ଶିଳ୍ପାଞ୍ଚଳ ଅନ୍ତର୍ଗତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରେ ଆଇଡାକ୍ସ କନସଲଟିଙ୍ଗ ଆଣ୍ଡ ରିସର୍ଚ୍ଚ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଟି , କ୍ରୀଡା ଓ ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଉଦଘାଟନ…

ସୋନପୁର ପୌର ପରିଷଦ ରେ ଅର୍ପଣ ରଥର ଶୁଭାରମ୍ଭ – ସହର ରେ ବିପୁଳ ସମ୍ବର୍ଧନା-

ସୁବର୍ଣ୍ଣପୁର ୯ /୧ (ଆର୍ତ୍ତତ୍ରାଣ ମହାପାତ୍ର) : ସୋନପୁର ସଦର ମହକୁମା ପୌର ପରିଷଦ ଠାରେ ଆଜି ଅର୍ପଣ ରଥର ଶୁଭାରମ୍ଭ ହୋଇଛି। ଡି ଆର ଡି ଏ ପି ଡି ଡୁଡ଼ା ଶ୍ରୀ ବିଶ୍ଵନାଥ ବାରିକ ଏହି ରଥ କୁ ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପୌର ଅଧ୍ୟକ୍ଷl ତlମସି ତାମସ୍ମିତl ନାଏକ, ପୌର…

୭୫ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ଗଜପତି ଷ୍ଟାଡିୟମ୍ ଠାରେ ମହାସମାରୋହରେ ପାଳିତ ହେବ। ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ…

ବିଏସକେୱାଇ-ନବୀନ କାର୍ଡ ସଚେତନତା ରଥ ଉଦ୍‌ଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିଏସକେୱାଇ-ନବୀନ କାର୍ଡର ୨ଗୋଟି ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ। ଏହି ସଚେତନତା ରଥ ଜିଲ୍ଳାର ୭ଗୋଟି ବ୍ଲକର ପ୍ରତି…

ରାମ ମନ୍ଦିର ନିର୍ମାଣରେ ପାରଳାର ଯୁବ ବୈଜ୍ଞାନିକଙ୍କ ବିରଳ ସଫଳତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାମ ମନ୍ଦିରର ନିର୍ମାଣରେ ପାରଳାଖେମୁଣ୍ଡିରେ ଜନ୍ମିତ ତଥା ପ୍ରତିଷ୍ଠିତ ଶିକ୍ଷକ ସ୍ୱର୍ଗତ ଗୌରାଙ୍ଗ ପାଣିଗ୍ରାହୀଙ୍କ କନିଷ୍ଠ ପୁତ୍ର ସରୋଜ କୁମାର ପାଣିଗ୍ରାହୀଙ୍କ ଏକ ବିରଳ କ୍ରୁତିତ୍ୱ ଆବିଷ୍କୃତ ହୋଇଛି। ବର୍ତ୍ତମାନ ସେ ରୁର୍କି ସ୍ଥିତ…

ଗଜପତି ଜିଲ୍ଲାର ବାଲ ବୈଜ୍ଞାନିକ ବିଜ୍ଞାନ ପ୍ରକଳ୍ପ ଜାତୀୟ ସ୍ତରକୁ ଉନ୍ନୀତ ହେଲା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୋଷାଣୀ ବ୍ଲକ ରାଜୀବ ମେମୋରିଆଲ ଉଚ୍ଚ ବିଦ୍ୟାଳୟ , ଖରସଣ୍ଡl ତରଫରୁ ବାରିପଦାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବାଲ ବୈଜ୍ଞାନିକ ବିଜ୍ଞାନ ପ୍ରକଳ୍ପରେ ଭାଗ ନେଇଥିବା "Women Safety Device - Communications & Transport ଜାତୀୟ ସ୍ତରକୁ…

ରାସାୟନିକ ଦୁର୍ଘଟଣା ର ମୁକାବିଲା ନିମନ୍ତେ ରାଜ୍ୟସ୍ତରୀୟ ମକ୍ ଡ୍ରିଲ 2024 ପାଇଁ କର୍ମଶାଳା ଅନୁଷ୍ଠିତ

ଜଗତସିଂହପୁର,ତା-୦୯.୦୧.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ରାଜ୍ଯ ବିପର୍ଯ୍ଯୟ ପରିଚାଳନା କର୍ତ୍ତୃପକ୍ଷ ର ମିଳିତ ଆନୁକୂଲ୍ୟରେ ସମ୍ଭାବ୍ଯ ରାସାୟନିକ ଦୁର୍ଘଟଣା ର ମୁକାବିଲା ନିମନ୍ତେ ମକ୍ ଡ୍ରିଲ ଆୟୋଜନ ପାଇଁ ଆଭାସୀ ମାଧ୍ୟମରେ, ସ୍ପେଶାଲ…

ଆଧ୍ୟାତ୍ମିକ ପରିବେଶରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ରେ ଜୟ ଜଗନ୍ନାଥ ଅର୍ପଣ ରଥ କାର୍ଯ୍ୟକ୍ରମ l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଓଡ଼ିଶା ସରକାରଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ରେ ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ଚଳିତ ଜାନୁୟାରୀ ୧୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା…