ଭଞ୍ଜସାହିତ୍ୟ କୁ ଇଂରାଜୀ ଓ ହିନ୍ଦୀ ଭାଷାର ଅନୁବାଦ ଉପରେ ଗୁରୁତ୍ବ
ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଜନ୍ମମାଟି ଗଞ୍ଜାମ ଜିଲ୍ଲା ର କୁଲାଡ ଗ୍ରାମରେ ୩୪ ତମ ଭଞ୍ଜ ଜଯନ୍ତୀ ପାଳନ ଉତ୍ସବରେ ଭଞ୍ଜସାହିତ୍ୟକୁ ଇଂରାଜୀ ଓ ହିନ୍ଦୀ ଭାଷାରେ ଅନୁବାଦ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି ।
ଓଡିଶାର ବିରଳ ଘୁମୁସର ଭଞ୍ଜମାଟି କୁଲାଡ ଭଞ୍ଜ…