ରଙ୍ଗର ପର୍ବ “ହୋଲି” ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ଅଞ୍ଚଳରେ ରଙ୍ଗର ପର୍ବ “ହୋଲି” ଧୂମଧାମରେ ପାଳିତ ହୋଇ ଯାଇଛି।
ଏହି ରଙ୍ଗର ପର୍ବ ହୋଲି ଖେଳ ପାଳନ ବେଳେ ପାଣି ରଙ୍ଗ ଓ ରସାୟନିକ ରାଙ୍ଗକୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଦେଇ ସମସ୍ତେ ପରସ୍ପର ମଧ୍ୟରେ ଫଗୁ ରଙ୍ଗ ମୁହଁରେ ବୋଳା ବୋଳି ହୋଇ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

Leave A Reply

Your email address will not be published.