ଜାତୀୟ ଉଠା ଦୋକାନୀ ଦିବସ ଅବସରରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘର ପକ୍ଷରୁ ସମ୍ମିଳନୀ

ଭୁବନେଶ୍ୱର : ଜାତୀୟ ଉଠା ଦୋକାନୀ ଦିବସ ଅବସରରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘର ଦ୍ଵାରା ଏକ କାର୍ଯ୍ୟକ୍ରମ ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ 2000 ରୁ ଉର୍ଦ୍ଧ୍ୱ ବ୍ୟବସାୟୀ ଭାଇ ଓ ଭଉଣୀ ମାନେ ଉପସ୍ଥିତ…

ନୂଆ – ଓ କାର୍ଯ୍ୟକ୍ରମ : ତୃତୀୟ ଦିବସରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସର ରେ ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ତୃତୀୟ ଦିବସର କାର୍ଯ୍ୟକ୍ରମ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଆଜି ଗୀତଗାନ ଓ ଭଜନ…

ନାଟଙ୍ଗାରେ ବ୍ଳକ୍ ସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ ପାଳନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ପବିତ୍ର ଶାମ୍ବ ଦଶମୀ ଅବସରରେ ବେଲଗୁଣ୍ଠା ବ୍ଳକ୍ ନାଟଙ୍ଗା ଚକରା ବିଷୋୟୀ କ୍ଲବ୍ ପକ୍ଷରୁ ବ୍ଳକ୍ ସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି I ନାଟଙ୍ଗା ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଭାସ୍କର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ…

୨୮ ତମ ସର୍ବ ଭାରତୀୟ ବୋରାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବିଲାସପୁର ରେଲବାଇ କୁ ହରାଇ ବାପୁଜୀ କ୍ରିକେଟ୍ କ୍ଲବ…

ଆସନ୍ତା କାଲି ଫାଇନାଲ : ଏମ୍ ଏମ୍ ସି ସି ସମ୍ବଲପୁର ବନାମ ବାପୁଜୀ କ୍ରିକେଟ୍ କ୍ଲବ ଭୁବନେଶ୍ଵର। ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ରାଜବୋଡାସମ୍ବର ଖେଳପଡିଆ ଠାରେ ବୋରାସମ୍ବର ସ୍ପୋର୍ଟିଂ ଦ୍ବାରା ଆୟୋଜିତ ୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଆଜି ଗ୍ରୁପ ବି ର ସେମିଫାଇନାଲ…

ଭଞ୍ଜନଗର ରେ ଓ ନିଜ ଜନ୍ମସ୍ଥାନ ରେ ବୀର ବିପ୍ଳବୀ ଚକରା ବିଷୋୟୀ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}:ଘୁମୁସର ମାଟି ମାଁ ର ମହାନ୍ ବୀର ବିପ୍ଳବୀ ଓ ସ୍ଵାଧୀନତା ସଂଗ୍ରାମୀ ଚକରା ବିଷୋୟୀ ଙ୍କ ୨୦୧ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ପ୍ରଥମ ଥର ପାଇଁ ଆଜି ଘୁମୁସର କ୍ଷେତ୍ର ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମହାନ୍ ବିପ୍ଳବୀ ୧୮୨୩ ମସିହାରେ ପବିତ୍ର ଶାମ୍ବ…

୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିତ୍ତପ୍ରସ୍ତର ସ୍ଥାପନ, ଖର୍ଚ୍ଚ ହେବ…

ନିରନ୍ତର ବିକାଶ ପାଇଁ ଏପରି ପ୍ରକଳ୍ପ ଖୁବ୍ ଗୁରୁତ୍ବପୁର୍ଣ - ମୁଖ୍ୟମନ୍ତ୍ରୀ ୨୦୨୦ରେ ଅନ୍ତଃ ନଦୀ ଜଳାଶୟ (Instream Storage) ପାଇଁ ୧୧ ହଜାର ୭୦୦ କୋଟି ଟଙ୍କାରେ ଯୋଜନା ଆରମ୍ଭ ହୋଇଥିଲା ୭୨ଟି ଅନ୍ତଃ ନଦୀ ଜଳାଶୟ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ଉପକାର ପାଇବେ ଜନସାଧାରଣ…

ଡାବର ଚୱନପ୍ରାଶ୍ ପକ୍ଷରୁ ‘ସାଇନ୍ସ ଇନ୍ ଆକ୍ସନ’ କ୍ୟାମ୍ପେନ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅଗ୍ରଣୀ ବିଜ୍ଞାନ-ଆଧାରିତ ଆୟୁର୍ବେଦ କମ୍ପାନୀ ଡାବର ଇଣ୍ଡିଆ ଲିମିଟେଡ ପକ୍ଷରୁ ଉପଭୋକ୍ତାମାନଙ୍କୁ ଆୟୁର୍ବେଦ ଓ ସୁସ୍ଥ ଜୀବନଶୈଳୀର ଲାଭ ସମ୍ପର୍କରେ ସଚେତନ କରିବା ପାଇଁ ‘ସାଇନ୍ସ ଇନ୍ ଆକ୍ସନ’ କ୍ୟାମ୍ପେନ ଲଂଚ୍ କରାଯାଇଛି । ଏହା ଆୟୁର୍ବେଦ ପଛରେ ରହିଥିବା ବିଜ୍ଞାନ…

ପୁରେନା ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ l

ପଦ୍ମପୁର:-ପୁରେନା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ଭାଷା , ସାହିତ୍ୟ ଓ ସୃଜନଶୀଳତା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ବ କରିଥିଲେ ସ୍କୁଲ୍ ର ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁ। ପୁରେନା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଡଲି ବେହେରା ମୁଖ୍ୟ ଅତିଥି ଭାବରେ…

ବିଭିନ୍ନ ବିଦ୍ୟାଳୟରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳିତ

ଓଡ଼ଗାଁ,୧୯।୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧୀନସ୍ଥ ଝାଙ୍ଗୀରାମ ସରକାରୀ ଉଚ୍ଚ ବିଦ୍ୟାଳୟ, ଗୈାଡପୁଟରେ ଭାଷା,ସାହିତ୍ୟ ଓ ସୃଜନଶିଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ତପନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅତିଥିଭାବେ ସରପଞ୍ଚ…

ସ୍ବାଧୀନତା ସଂଗ୍ରାମୀଙ୍କ ପରଲୋକ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଆରଡ଼ା ପଞ୍ଚାୟତ ମହୁଲିଆ ଗ୍ରାମର ସ୍ବାଧୀନତା ସଂଗ୍ରାମୀ ବିଶ୍ୱନାଥ ରାଉତଙ୍କ ୧୧୨ ବର୍ଷ ବୟସରେ ନିଜ ବାସ ଭବନରେ ମୃତ୍ୟୁ ଘଟିଛି।ତାଙ୍କର ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବାବେଳେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ,ବ୍ଲକ…