ଟିଟିଲାଗଡ଼ ପୋଲିସ ର ସଫଳତା: ଚାରି ଜଣ କୁଖ୍ୟାତ ଚୋର କାବୁ

ସୁନାଗହଣା ସହ ନଗଦ ରାଶି ସମେତ ଅନେକ ସାମଗ୍ରୀ ଜବତ ଟିଟିଲାଗଡ଼/ଭୂମିସୁତା ବିଶି :  ଟିଟିଲାଗଡ଼ ପୋଲିସ କୁ ମିଳିଛି ଏକ ବଡ଼ସଫଳତା l ଏକ କୁଖ୍ୟାତ ଚୋର ଗ୍ୟାଙ୍ଗ କୁ ଧରିବା ସହ ଚୋର ମାନଙ୍କ ଠାରୁ ଅନେକ ସାମଗ୍ରୀ ଜବତ କରିଛି l ଜବତ ସାମଗ୍ରୀ ମଧ୍ୟରେ ଅନେକ ସୁନାଗହଣା, ପୂଜା ସାମଗ୍ରୀ,…

ଗଛ ପଡି ଯୁବକ ମୃତ

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ-ଗଛ କାଟିବା ହେଲା କାଳ ।ଏପରି ଏକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ । ମୃତକ ଜଣକ ହେଉଛନ୍ତି ଭଦରାଇ ହାଁସଦା(୩୬) ପ୍ରକାଶ ଥାଉକି ଝାରପୋଖରିଆ ଥାନା ଅଧିନ ଜାମକୁଣ୍ଡା ଗ୍ରାମର ସ୍ବର୍ଗତ ପିଥ ହାଁସଦାଙ୍କ ପୁଅ…

ନିର୍ବାଚନ ଖର୍ଚ୍ଚ ପରିଚାଳାନ ସମ୍ପର୍କରେ ସମୀକ୍ଷା କଲେ ପର୍ଯ୍ୟବେକ୍ଷକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ନିର୍ବାଚନ କମିଶନ ଦ୍ବାରା ଗଜପତି ଜିଲ୍ଲା ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ଚଣ୍ଡିଗଡର ଭାରତୀୟ ରେଳ ଲେଖା ସେବା ଚନ୍ଦ୍ରିକା ଗର୍ଗ , ଆଇଆରଏଏସ୍ ,୨୦୧୪ ବ୍ୟାଚ୍ , ଗତ କାଲି ଠାରୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମୋହନା ,…

ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ କଂଗ୍ରେସର ଦାଶରଥି ଗମାଙ୍ଗ ପ୍ରାର୍ଥୀପତ୍ର ନାମାଙ୍କନ…

 https://youtu.be/dAdGQ5xEEBs ପାର ଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମ୍ମେଳନ କକ୍ଷ ଠାରେ ଆଜି (ଗୁରୁବାର ଦିନ) ଗଜପତି ଜିଲ୍ଲାର ଅନ୍ୟତମ ସଂରକ୍ଷିତ ବିଧାନସଭା ଆସନ "ମୋହନା" ନିର୍ବାଚନ…

ବେଲଗୁଣ୍ଠାର ବିଭିନ୍ନ ପଂଚାୟତ ଏବଂ ଏନ୍ଏସିରେ ବିଜେଡ଼ିର ମାରାଥନ୍ ପ୍ରଚାର ; ଶହ ଶହ ମହିଳା ସାମିଲ୍ ; ବହୁ ଯୁବକ…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ସୋରଡ଼ା ବିଧାୟକ ପ୍ରାର୍ଥୀନୀ ସଂଘମିତ୍ରା ସ୍ୱାଇଁ ସକାଳ ଦଶ ଘଣ୍ଟା ଠାରୁ ବେଲଗୁଣ୍ଠା ବ୍ଳକ୍ ର ତନରଡା ପଂଚାୟତରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରି ପରେ ଉଢୁରା ପଂଚାୟତ ଏବଂ ବଙ୍କା ପଂଚାୟତର ବିଭିନ୍ନ ଗ୍ରାମକୁ…

ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ବିଶ୍ୱ ସ୍ୱର ଦିବସ ପାଳିତ

ଭୁବନେଶ୍ୱର, ଏପ୍ରିଲ୍ ୧୮: ବିଶ୍ୱ ସ୍ୱର ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସରେ ମଙ୍ଗଳବାର ସ୍ୱର ଜନିତ ସମସ୍ୟା ଥିବା ରୋଗୀମାନଙ୍କର ମାଗଣାରେ ସ୍ୱରଯନ୍ତ୍ରର ପରୀକ୍ଷା କରାଯାଇଛି । ହସ୍ପିଟାଲ୍‌ର କର୍ଣ୍ଣ, ନାସା ଓ ଗଳା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ବର୍ଷା

ବରଗଡ '- ଗତକାଲି ପବିତ୍ର ଶ୍ରୀରାମ ନବମୀର ଶୁଭ ଅବସରରେ ମୁଖ୍ୟମନ୍ତ୍ରୀଙ୍କର ଦ୍ୱାରା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଚଳିତ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବରେ ବର୍ଷା ସିଂ ବରିହାଙ୍କର ନାମ ଘୋଷଣା କରାଯିବା ପରଠାରୁ ପୁରା ନିର୍ବାଚନ ମଣ୍ଡଳୀ ରେ ଥିବା ଦଳୀୟ କର୍ମୀ ଓ ସମର୍ଥକଙ୍କର…

ବିଜେଡ଼ିରେ ବର୍ଷା

ଭୁବନେଶ୍ୱର:ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।ବର୍ଷାଙ୍କୁ ଡ ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜିବର୍ଷା ପ୍ରିୟଦର୍ଶିନୀଙ୍କ ଯୋଗଦାନ ଫଳରେ ଦଳୀୟ ସଂଗଠନ ଆହୁରି ମଜଭୂତ…

ବିଜେଡ଼ିରେ ଯୋଗ ଦେଲେ ବିଜେପି ନେତା କମଳାକାନ୍ତ ପାଣ୍ଡେ

ଭୁବନେଶ୍ୱର, ୧୮/୦୪/୨୦୨୪:କନ୍ଧମାଳର ରାଜ୍ୟ ବିଜେପି କାର୍ଯ୍ୟକାରୀ ସଦସ୍ୟ କମଳାକାନ୍ତ ପାଣ୍ଡେଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜିଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ର, କନ୍ଧମାଳ ଲୋକସଭା ସାଂସଦ ଡ ଅଚୁ୍ୟତ ସାମନ୍ତ ଓ କନ୍ଧମାଳ ବିଜେଡି…

ମୁକୁଙ୍କ ସମାଲୋଚନାର ପାଲଟା ଜବାବ ଦେଲେ ବବି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତାକୁ ନେଇ ଲଗାତାର ଟାର୍ଗେଟ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଲଟା ଜବାବ ଦେଇଛନ୍ତି ସମ୍ବଲପୁର ଆସନରେ ତାଙ୍କର ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ | ବିଜୁ ଏକ୍ସପ୍ରେସ ୱେ ଓ ଏନଏଚ-୫୫ର ଏକ ଚିତ୍ର…