Sign in
Sign in
Recover your password.
A password will be e-mailed to you.
Author
SPNEWS 57435 posts 0 comments
ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ଓଡ଼ିଶା ସରକାର ଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଏକ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ତେନ୍ତୁଳିଖୁଣ୍ଟି ବ୍ଲକ୍ ଦିଗି ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ , ମତ୍ସ୍ୟ ଓ…
ବାତଜ୍ଵର ନିରାକରଣ ନିମନ୍ତେ ଏକକାଳୀନ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଆସନ୍ତା୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଆମ୍ଭ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକରେ ଫାଇଲେରିଆ ବା ବାତଜ୍ଵର ନିରାକରଣ ନିମନ୍ତେ ‘ଏକକାଳୀନ ସାମୁହିକ ଔଷଧ ସେବନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ‘ଡି.ଇ.ସି’ ବଟିକା ସହ…
ଜାତୀୟ ମୁଖପାତ୍ର ହେଲେ ସଂତୃପ୍ତ , ସଞ୍ଜୟ ହେଲେ ମୁଖପାତ୍ର
ଭୁବନେଶ୍ୱର : ଆଜି ବିଜେଡିରେ ଯୋଗ ଦେଇଥିବା କର୍ପୋରେଟ ମ୍ୟାନ ସଂତୃପ୍ତ ମିଶ୍ରଙ୍କୁ ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ସେହିପରି ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ମୁଖପାତ୍ର ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଥିବା ଦଳର…
ବିଜେଡିରେ ଯୋଗ ଦେଲେ ସଂତୃପ୍ତ, ଯାଇ ପାରନ୍ତି ରାଜ୍ୟସଭା
https://youtu.be/HnEJ_Ar3nMg
ଭୁବନେଶ୍ୱର : କର୍ପୋରେଟ ଜଗତର ଜଣାଶୁଣା ଓଡ଼ିଆ ଚେହେରା ତଥା ଆଦିତ୍ୟ ବିର୍ଲା ଗ୍ରୁପ ମାନବ ସମ୍ବଳ ମୁଖ୍ୟ ପଦରୁ ସ୍ବେଛାକୃତ ଅବସର ନେଇଥିବା ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଲେ.ଆଜି ନବୀନ ନିବାସ ଠାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବିଜୁ…
୫ କୋଟି ଟଙ୍କାରେ ପୁନଃ ନିର୍ମାଣ ହେବ ଦୁତିକେଶ୍ୱର ମହାଦେବ ଓ ପାର୍ବତୀ ମନ୍ଦିର,ରୁପାନ୍ତରିକରଣରେ ଆକର୍ଷିତ ହେବେ…
ଓଡ଼ଗାଁ,୮।୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଜାମୁପାଟଣା ମୌଜା ଶୂଳିଆ ପାହାଡ ପାଦଦେଶରେ ଅବସ୍ଥିତ ବାବା ଦୁତିକେଶ୍ୱର ମହାଦେବ ଓ ମା' ପାର୍ବତୀଙ୍କ ମନ୍ଦିରର ପୁନଃ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ । ନୟାଗଡ଼ ଜିଲ୍ଲାର ଅନ୍ୟତମ ପଶ୍ଚିମା ମୁଖି…
ଓଡ଼ଗାଁ ଠାରେ କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କ ପଦ୍ମଶ୍ରୀ ଆମ୍ବ ବଗିଚା ପରିଦର୍ଶନ,
ଓଡ଼ଗାଁ,୮।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ କଲେଜ ପଛପାଖ ୨୧ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ବରେ ଅବସ୍ଥିତ ପଦ୍ମଶ୍ରୀ ରାଧାମୋହନ ଆମ୍ବ ବଗିଚା ପରିଦର୍ଶନ କଲେ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରତିନିଧି ମଣ୍ଡଳ । କେନ୍ଦ୍ରୀୟ ଚିଫ୍ କଞ୍ଜରଭେଟରଙ୍କ ନେତୃତ୍ୱରେ ଆସିଥିବା…
ଉପଜିଲ୍ଲାପାଳଙ୍କ ରଘୁନାଥ ଦର୍ଶନ
ଓଡ଼ଗାଁ,୮।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଉପଜିଲ୍ଲାପାଳ ତଥା ଜିଲ୍ଲା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ କର୍ଣ୍ଣ ଦେବ ସମାଦାର ଗୁରୁବାର ସନ୍ଧ୍ୟାରେ ଓଡ଼ଗାଁ ଠାରେ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ଦର୍ଶନ ସାରି ଫେରିଛନ୍ତି । ରଘୁନାଥ ମନ୍ଦିର ପରିଚାଳକ ଦାୟିତ୍ବରେ ଥିବା ମନ୍ଦିର…
ପଶୁ ଡାକ୍ତର ଆନ୍ଦୋଳନ: ଚାଷୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ !
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଶୁ ଡାକ୍ତର ମାନଙ୍କର ଆନ୍ଦୋଳନର ପ୍ରଭାବ , ଚିକିତ୍ସା ଅଭାବରୁ ପୋକ ମାଛି ପରି ମରୁଛନ୍ତି ପଶୁ,ପକ୍ଷୀ। ସମଗ୍ର ରାଜ୍ୟ ରେ ପ୍ରାଣୀ ଚିକିତ୍ସାଳୟ ର କର୍ମଚାରୀ ମାନେ ଦୀର୍ଘ ୨୨ ଦିନ ହେଲା ଆନ୍ଦୋଳନରେ ବସିଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି ପଶୁ…
ପାରଳାଖେମୁଣ୍ଡି ବନଖଣ୍ଡ ଦ୍ୱାରା ଜଙ୍ଗଲ ନିଆଁ ସଚେତନତା ରଥ ଉଦ୍ଘାଟିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ନିଆଁ ର ନିରାକରଣ ନିମନ୍ତେ ଏକ ସଚେତନତା ରଥ ର ଶୁଭାରମ୍ଭ କରାଯାଇଛି I ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବନଖଣ୍ଡର ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍ ଆନନ୍ଦ ଙ୍କ ସହ ସହକାରୀ ବନ…