‘ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା’ ୨୦୨୪ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଭାରତର ପ୍ରାଚୀନ ଗ୍ରନ୍ଥ ଓ ପୁସ୍ତକ ଗୁଡ଼ିକ କେବେ ନିଜର ଚମକ ହରାଇନାହିଁ - ଧର୍ମେନ୍ଦ୍ର ପ୍ରଧାନ • ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଉପରେ ରଚିତ ପୁସ୍ତକ “ଇଗ୍ନିଟିଂ କଲେକ୍ଟିଭ୍ ଗୁଡନେସ୍ : ମନ୍ କି ବାତ୍ @ ୧୦୦” ର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ • ପୁସ୍ତକ…

ପ୍ରଧାନମନ୍ତ୍ରୀ ଓ ପଛୁଆବର୍ଗଙ୍କୁ କ୍ଷମା ମାଗନ୍ତୁ ରାହୁଲ: ସୁରଥ ବିଶ୍ୱାଳ

 କଂଗ୍ରେସ ଦଳ ପଛୁଆବର୍ଗ ବିରୋଧୀ  ରାମମନ୍ଦିର ଛକରେ ଓବିସି ମୋର୍ଚ୍ଚା ତରଫରୁ ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ  ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ଦେଶର ପଛୁଆବର୍ଗ ଉପଯୁକ୍ତ ଜବାବ ଦେବେ ଭୁବନେଶ୍ୱର,ତା.୧୦/୦୨: ପଛୁଆ ବର୍ଗଙ୍କ ଅଧିକାର ସଂପର୍କରେ ଦୀର୍ଘଦିନ ହେଲା…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି

ମଧୁବାବୁ ପେନସନ ଯୋଜନାରେ ସର୍ବନିମ୍ନ ସହାୟତା ୧୦୦୦ ଟଙ୍କା, ଚଳିତ ଫେବୃଆରୀରୁ ଲାଗୁହେବ ଫେବ୍ରୁୟାରୀ 20 ରୁ 25 ମଧ୍ୟରେ ବର୍ଦ୍ଧିତ ପେନସନ୍ ମିଳିବ. ଜାତୀୟ ସାମାଜିକ ସୁରକ୍ଷା ହିତାଧିକାରୀ ମଧ୍ଯ ପାଇବେ ରାଜ୍ଯ ସରକାରଙ୍କ ଏହି ବର୍ଦ୍ଧିତ ଭତ୍ତା ( ୫୦୦ ଟଙ୍କା) ସୁବିଧା…

ରାଜ୍ୟ ସୂଚନା ଆୟୁକ୍ତ ଭାବେ ଜଗନ୍ନାଥ ରଥଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟ ସୂଚନା ଆୟୁକ୍ତ ଭାବେ ଜଗନ୍ନାଥ ରଥ ଶପଥ ଗ୍ରହଣ କରିଛନ୍ତିା ଆଜି ପୂର୍ବାହ୍ନରେ ରାଜଭବନର ଅଭିଷେକ ହଲ୍ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ନବନିଯୁକ୍ତ ସୂଚନା ଆୟୁକ୍ତ ଶ୍ରୀ ରଥଙ୍କୁ ଶପଥ ପାଠ କରାଇଥିଲୋ ପ୍ରାରମ୍ଭରେ ସୂଚନା ଓ…

ଜିଲ୍ଲା ସ୍ତରୀୟ ସାମୁହିକ ଫାଇଲେରିଆ ଔଷଧ ସେବନ ଏବଂ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ

ରାୟଗଡ:-ତା.୧୦/୦୨-ଆଜି ରାୟଗଡ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଭlକୁରଗୁଡ଼ା ସ୍ଥିତ ଆଶ୍ରମ ବିଦ୍ୟାଳୟ ରେ ଜାତୀୟ କୃମିନାଶକ ଦିବସ ଏବଂ ଫାଇଲେରିଆ ନିରାକରଣ ଅଭିଯାନ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି | ଅନ୍ୟମାନଙ୍କ ମଧ୍ୟରେ…

ବାଦିବାହାଲ ଓ ଡୁଡକିଝରିଆ ଗ୍ରାମରେ ପାଇକମାଳ ପୋଲିସ ର ଜନ ସଂପର୍କ ଶିବିର

ବରଗଡ଼(ପାଇକମାଳ) :- ବରଗଡ଼ ଜିଲ୍ଲା ପାଇକମାଳ ପୋଲିସ ପକ୍ଷରୁ ପାଇକମାଳ ବ୍ଲକ ବାଦିବାହାଲ ଓ ଡୁଡକିଝରିଆ ଗ୍ରାମରେ ଜନ ସଂପର୍କ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବାଦିବାହାଲ ଗ୍ରାମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନା…

ଗାଦିଆଖଳା ପଞ୍ଚାୟତ ଠାରେ ବିଜୁ ପଟ୍ଟନାୟକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଗାଦିଆଖଳା ପଞ୍ଚାୟତ ଠାରେ ବିଜୁ ପଟ୍ଟନାୟକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି l ଏହି ଟୁର୍ଣ୍ଣାମେଣ୍ଟ ରେ ବିଭିନ୍ନ ପଞ୍ଚାୟତ ରୁ ପ୍ରାୟ 16 ଗୋଟି ଟିମ୍ ଖେଳୀବା ଭାଗ ନେଇଛନ୍ତି l ଏହାର୍ ଫାଇନାଲ…

ଗୁଣପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ , ଗୁଣପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବାର୍ଷିକ ଉତ୍ସବ ଉତ୍ସବ ରେ ସମାଜ ସେବୀ ତଥା ଗାୟତ୍ରୀ ଗ୍ରୁପ୍ ଅଫ ଇନ୍ସ୍ତିତୁଟ ର ଚେୟାରମେନ ଶ୍ରୀ ଅକ୍ଷୟ ଦାସ ମୁଖ୍ୟ ଅତିଥି ଭାବେ…

ବାଣପୁର କୁମାରାଙ୍ଗ ପଞ୍ଚାୟତରେ ‘ଆମ ଓଡିଶା ନବୀନ ଓଡିଶା’ ର ଶୁଭାରମ୍ଭ

ବାଣପୁର (ସେକ କୌସର ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ନୂଆ-ଓ ଜରିଆରେ ଆମ ଓଡିଶା ନବୀନ ଓଡିଶା ଅଧୀନ ଉନ୍ନତିମୂଳକ କାର୍ଯ୍ୟ ଏବଂ ଜନହିତକର ଯୋଜନାର ସଫଳ ରୂପାୟନକୁ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରତି ପଞ୍ଚାୟତରେ ସଚେତନତା ଶିବିର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି…

ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ବଣ୍ଟନ ବ୍ୟବସ୍ଥାକୁ ବିରୋଧ, ବ୍ୟାଗ ଜାଳି ନାରାବାଜି କଲା ବିଜେପି

ଚିଲିକା (ସେକ କୌସର ): ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ବଣ୍ଟନ କରିବାକୁ ଥିବା ବ୍ୟାଗକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି। ଏହିକ୍ରମରେ ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ବାଲୁଗାଁ ଏନଏସି ଅନ୍ତର୍ଗତ ବିଦ୍ୟାଧରପୁର ଏବଂ ବାଣପୁର ବ୍ଲକ ଆୟତ୍ତପୁର…