କମ୍ଯୁନ୍ ର ରାଉରକେଲା ରେ ପଞ୍ଚମ ଓପନ ମାଇକ ସଭିଙ୍କୁ କଲା ମନ୍ତ୍ରମୁଗ୍ଧ

ରାଉରକେଲା, (ବସନ୍ତ କୁମାର ଜେନା): ଉଦିତ ନଗର ସ୍ଥିତ ଏନ୍.ଏସ୍.ଓ ରେଷ୍ଟ୍ରୋ ରେ କମ୍ଯୁନ୍ ଦ୍ବାରା ପଞ୍ଚମ ଓପନ ମାଇକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଳାକାରମାନଙ୍କ ଦ୍ବାରା ସଙ୍ଗୀତ, କାହାଣୀ, କବିତା ଅତି ସୁନ୍ଦର ଢଙ୍ଗରେ ପରିବେଷଣ କରାଯାଇଥିଲା ।…

ବିଶ୍ବ ମାତୃଭାଷା ଦିବସ ପାଳିତ ବିଶ୍ବ ମାତୃଭାଷା ଦିବସ ପାଳିତ

ରାଉରକେଲା, (ବସନ୍ତ କୁମାର ଜେନା): ସେକ୍ଟର ୬ ସ୍ଥିତ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରାର୍ଥନା ସଭାରେ ଓଡ଼ିଆରେ ସମସ୍ତେ ଆମ ସମ୍ବିଧାନର ପ୍ରସ୍ତାବନା ପାଠ କରିଥିଲେ l ପରେ ପରେ ବିଦ୍ୟାଳୟର ସ୍କାଉଟ ଓ ଗାଇଡ…

ସ୍କାଉଟ ଆଣ୍ଡ ଗାଇଡର ଚିନ୍ତନ ଦିବସ ପାଳିତ

ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ସ୍କାଉଟ ଜିଲ୍ଲାର ସ୍କାଉଟ ଆଣ୍ଡ ଗାଇଡ ତରଫରୁ ସେକ୍ଟର ୧ ଠାରେ ଥିବା ସ୍କାଉଟ ଭବନ ଠାରେ ଚିନ୍ତନ ଦିବସ ପାଳିତ ହୋଇଯାଇଛି। ସ୍କାଉଟ ଆଣ୍ଡ ଗାଇଡ ର କମିଶନର ବ୍ରଜେନ୍ଦ୍ର ଦାଶ ଙ୍କ ସଭାପତିତ୍ବ ଓ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକ ଙ୍କ…

ଲୋକାଭିମୁଖୀ ହେଉଛି ପ୍ରଶାନ୍ତଙ୍କ ଜନନୀ ସମ୍ପର୍କ ଅଭିଯାନ

ରାଉରକେଲା, (ବସନ୍ତ କୁମାର ଜେନା): ସମାଜସେବୀ ପ୍ରଶାନ୍ତ ସେଠୀ ଙ୍କ ପଞ୍ଚମ ପର୍ଯ୍ୟାୟ ଜନନୀ ସମ୍ପର୍କ ଅଭିଯାନ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ର ଦକ୍ଷିଣ ରାଉରକେଲା ର ବିଭିନ୍ନ ପ୍ରାନ୍ତ ରୁ ଆସି ମଡର୍ଣ୍ଣ ଇଣ୍ଡିଆ ଅଞ୍ଚଳ ରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ଶତାଧିକ ମହିଳା…

ବେଲଗୁଣ୍ଠାରେ ପାଣ୍ଡିଆନ୍ ଙ୍କୁ ଭବ୍ୟ ସ୍ୱାଗତ:ଦେଲେ ବିକାଶର ବାର୍ତ୍ତା ।

ଟମାଟ ଫିଙ୍ଗି ଓ ପତାକା ଦେଖାଇ କଂଗ୍ରେସ କର୍ମୀ ଖାଇଲେ ମାଡପୋଲିସ ଦ୍ବାରା ଅଟକ ଓଡ଼ିଶାର ବିକାଶ କେହି ଅଟକେଇପାରିବେନି :ପାଣ୍ଡିଆନ ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ସୋରଡା ନିର୍ବାଚନ ମଣ୍ଡଳୀ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ଠାରେ ୫ ଟି ତଥା ଆମ ଓଡିଶା-ନବୀନ ଓଡିଶା ଅଧ୍ୟକ୍ଷ…

ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟ, ନୟାଗଡ଼ରେ ଆଇନ ସଚେତନତା

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ବିଦ୍ୟାଳୟ ଅଧ୍ୟକ୍ଷ ଭବେଶ କୁମାର ନାୟକ ଅତିଥି ପରିଚୟ…

ସମର୍ପଣ ବୃଦ୍ଧାଶ୍ରମ ବାର୍ଷିକ ଉତ୍ସବ ଅବସରରେ ସମର୍ପଣ ପ୍ଳେ ସ୍କୁଲ ଉଦଘାଟିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ଲେଖନପୁର ଠାରେ ଥିବା ସମର୍ପଣ ବୃଦ୍ଧାଶ୍ରମ ପରିସରରେ ଅନୁଷ୍ଠାନର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହା ସହିତ ସମର୍ପଣ ପରିସରରେ ଗଢିଉଠିଥିବା ପ୍ଳେସ୍କୁଲକୁ ମୁଖ୍ଯ ଅତିଥି ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ରିବନ୍ କାଟି ଉଦଘାଟନ…

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ , ବେତାଗୁଡା , ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ବିତରଣ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ…

ଆକାଂକ୍ଷା ମହିଳା ସଙ୍ଗଠନ ଓ ଜ୍ଞାନ ପ୍ରକାଶ ଗଜପତି ଶାଖା ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦଠାରେ…

/ ବାଳକୃଷ୍ଣ ପାଣିଗ୍ରାହୀ : ଆକାଂକ୍ଷା ମହିଳା ସଙ୍ଗଠନ ଓ ଜ୍ଞାନ ପ୍ରକାଶ ଗଜପତି ଶାଖାର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଭକ୍ତି ସଙ୍ଗୀତ ସଂସଦ ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଉକ୍ତ ସଭାରେ ଭକ୍ତି ସଙ୍ଗୀତ ସଂସଦର ସମ୍ପାଦକ ଶ୍ରୀ ପୂର୍ଣ୍ଣ ରଥ , ଆକାଂକ୍ଷା…

ପଦ୍ମପୁର ରେ ବିଧାୟିକା ବର୍ଷା ସିଂ ବରିହା ଙ୍କ ଦ୍ୱାରା ଶୁଭାରମ୍ଭ ହେଲା ପୁରୀ ପରିକ୍ରମା ତୀର୍ଥ ଯାତ୍ରୀ ବସ l

ପଦ୍ମପୁର :- ପୁରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ସମଗ୍ର ରାଜ୍ୟରେ ଏକ ଖୁସି ଏବଂ ଉଲ୍ଲାସ ର ବାତାବରଣ ଖେଳି ଥିବା ବେଳେ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆଜି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ରେ ୫ ଗୋଟି ବସ ରେ ପାଖାପାଖି ୩୦୦ ରୁ ଉର୍ଦ୍ଧ…