“+92 ନମ୍ବର ଥିବା WhatsApp କଲ୍ ଠାରୁ ଦୂରେଇ ରୁହନ୍ତୁ ! ଅପରାଧୀମାନେ ଏବେ ଟଙ୍କା ଆଦାୟ କରିବା ପାଇଁ, WhatsApp କଲ କରିଵା ସହ ପୋଲିସ ଅଧିକାରୀଙ୍କ ଫଟୋ ବ୍ୟବହାର କରୁଛନ୍ତି । ଆପଣଙ୍କ ପ୍ରିୟଜନଙ୍କ ନାମରେ ଗୁରୁତର ଅପରାଧର ମିଥ୍ୟା ଅଭିଯୋଗ କରି,ଟଙ୍କା ଲୁଟିବା ପାଇଁ ନୂତନ କୌଶଳ ବ୍ୟବହାର କରୁଛନ୍ତି। ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ ।” ଏପରି ସାଇବର କ୍ରାଇମ ବା ଠକେଇରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସତର୍କ କରାଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶାଳୟ |
Sign in
Sign in
Recover your password.
A password will be e-mailed to you.