ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି:ସ୍ଵାବଲମ୍ବୀ କାରିଗର ମାନଙ୍କ ପ୍ରାପ୍ୟ ବୃଦ୍ଧି

ପାରିଶ୍ରମିକ ୪,୦୦୦ ଟଙ୍କାରୁ ୬,୫୦୦ ଟଙ୍କାକୁ ବୃଦ୍ଧି 5T ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ମିଳିଥିଲା ପ୍ରସ୍ତାବ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗ୍ରାମ ପଞ୍ଚାୟତ ମାନଙ୍କରେ କାମ କରୁଥିବା ସ୍ବାବଲମ୍ବୀ କାରିଗର ମାନଙ୍କର ପାରିଶ୍ରମିକ ବୃଦ୍ଧି…

ବଡବିଲର ୧୪୭ ଛାତ୍ରୀଙ୍କୁ ଆର୍ସଲରମିତଲ ନିପ୍ପନ ଷ୍ଟିଲ ଇଣ୍ଡିଆ ପକ୍ଷରୁ ବେଟି ପଢ଼ାଓ ସ୍କଲାରସିପ୍ ପ୍ରଦାନ

ବଡ଼ବିଲ /ଭୁବନେଶ୍ୱର : ଆର୍ସଲରମିତଲ ନିପ୍ପନ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନଏସ ଇଣ୍ଡିଆ) ବଡ଼ବିଲସ୍ଥିତ ରୁଙ୍ଗଟା ଟାଉନ୍ ହଲର ଅଡିଟୋରିୟମ୍‌ରେ ଆୟୋଜିତ ଏକ ସମ୍ବଦ୍ଧନା ଉତ୍ସବରେ ବଡ଼ବିଲ ଅଚଂଳର ୧୪୭ ଜଣ ଛାତ୍ରଛାତ୍ରୀଙ୍କୁ 'ବେଟି ପଢ଼ାଓ ସ୍କଲାରସିପ୍’ ପ୍ରଦାନ କରିଛି । ଏଏମ୍/ଏନଏସ ଇଣ୍ଡିଆର…

ଫାତିମାତୁଜହରା କନଫରେନସ ମହିଳା ଇସ୍ତେମା ଅନୁଷ୍ଠିତ l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଫାତିମାତୁଜହରା କନଫରେନସ (ମହିଳା ଇସ୍ତେମା) ଓ ସନ୍ଧ୍ୟା ୭ଟାରୁ ମଧରାତ୍ର ପର୍ଯ୍ୟନ୍ତ ଏମାମ ଏହିମହରଜା କନଫେରନସ ଆଲାହଜରତ ସୁନି ମିଶନ କମିଟି କଟିକଟା ପଞ୍ଚାୟତ ପାରସାଇଲୋ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩ହଜାର ରୁ ଅଧ‌ିକ ମହିଳା ଇସ୍ତେମାରେ ଯୋଗ…

ଓଡ଼ିଶାର ପ୍ରଯୁକ୍ତି ବିଦ୍ୟା ଭିତ୍ତିଭୂମିକୁ ଆଉ ଏକ ସଫଳତା,“ଆକ୍ସେଞ୍ଚରର” ଅତ୍ୟାଧୁନିକ ବୈଷୟିକ ଗବେଷଣା କେନ୍ଦ୍ର…

ଭୁବନେଶ୍ୱର: ଡିସେମ୍ବର ୧୧ : ବିଶ୍ୱର ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଆକ୍ସେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣା କେନ୍ଦ୍ରକୁମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ଉଦଘାଟନ କରିଛନ୍ତି ।ଆକ୍ସେଞ୍ଚର ହେଉଛି ବିଶ୍ଵର ଅନ୍ୟତମ ଅଗ୍ରଣୀ…

ବାରିପଦା ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଏଥର ଓଡ଼ିଶାରେ ବିଜେପି ସରକାର: ରାଜନାଥ ସିଂହ  ମୋଦିଙ୍କ ଶାସନରେ ଦେଶ ଏକ୍ସପ୍ରେସ ସ୍ପିଡ୍‌ରେ ଆଗକୁ ବଢ଼ୁଛି  ରାଜ୍ୟର ବିକାଶ ପାଇଁ ବ୍ୟବସ୍ଥାର ପରିବର୍ତନ ନିହାତି ଆବଶ୍ୟକ  ବିଜେପି ଲୋକଙ୍କୁ ଅନ୍ଧାରରେ ରଖି ତାଙ୍କ ସମର୍ଥନ ନେବାକୁ ଚାହେଁନି ବରଂ ଜନତାଙ୍କ ଆଖିରେ ଆଖି…

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ : 541ଙ୍କ ସ୍ବାସ୍ଥ୍ୟ ପରୀକ୍ଷା l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ସମଗ୍ର ଶିକ୍ଷା କଟକ ଙ୍କ ସହାୟତାରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଆନୁକୂଲ୍ୟରେ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ନେମାଳ ପଡ଼ିଆ ଠାରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି l…

ଡାବୁଗାଁ ରେ ପାରମ୍ପାରିକ ମାଘ ମଣ୍ଡେଇ ଯାତ୍ରା ପାଳିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୨/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଆଦିବାସୀଙ୍କ ପାରମ୍ପାରିକ ମାଘ ମଣ୍ଡେଇ ଯାତ୍ରା ହର୍ଷ ଉଲ୍ଲାସ ର ସହ ପାଳିତ ହୋଇଯାଇଛି। ମାଘ ମାସରେ ଏହି ଯାତ୍ରା ଅନୁଷ୍ଠିତ ହେଉ ଥିବାରୁ ଏହାକୁ ମାଘ ମଣ୍ଡେଇ ଯାତ୍ରା ବୋଲି କୁହା ଯାଇଥାଏ। ମାଘ…

ପାଣି କୁଣ୍ଡରେ ବୁଡି ଯୁବକ ଙ୍କ ମୃତ୍ୟୁ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୨/୦୨/୨୪ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଡୁମୁଣି ଗୁଡା ଗ୍ରାମ ରେ ଘଟିଛି ଅଭାବନୀୟ ଘଟଣା। ଜଣେ ଯୁବକ ଆଜି ସକାଳେ ଶୌଚ ପାଇଁ ଯାଇ ନିଜ ଘର ପଛ ପାଖରେ ଥିବା ପାଣି କୁଣ୍ଡ (ଛୋଟ କୁଅଁ) ରେ ପଡି ମୃତ୍ୟୁ ବରଣ କରିଛନ୍ତି । ମୃତ ଯୁବକ…

ଗୁଣପୁର ଠାରେ ମିଶନ ଶକ୍ତିର ବ୍ୟାଙ୍କ ମିତ୍ର ଙ୍କୁ ଲ୍ୟାପଟପ୍ ବଣ୍ଟନ ।‌

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି :  ମୁଖ୍ୟମନ୍ତ୍ରୀ ଙ୍କ ମାନସ ସନ୍ତାନ ହେଉଛି ମିଶନ ଶକ୍ତି ‌, ଯାହା ଆଜି ମହା ଦ୍ରୁମରେ ପରିଣତ ହୋଇଛି । ମହିଳା ମାନେ କିପରି ପରିବାର ପରିଚାଳନା ରୁ ଉଦ୍ୟୋଗିରେ ପରିଣତ ହେବେ ରୋଷେଇ ଶାଳରୁ ବାହାରି ବିଦେଶ ଗସ୍ତ କରିବେ ସେ ପ୍ରୟାସ ସରକାର ଜାରି…

ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ.

ପାପଡାହାଣ୍ଡି ୨୨/୦୨/୨୪. ଅଶୋକ ସାହୁ, ଶାସକ ପ୍ରଶାସକ.: ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ସଦର ମହକୁମା ର ଆଶ୍ରମ ବିଦ୍ୟାଳୟ ଚନ୍ଦ୍ରପୁର ରେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି ପ୍ରଧାନ ଶିକ୍ଷକ ଦଶରଥ ଜାନୀ, ଶିବିର ର ଗାଇଡ ଶିକ୍ଷକ…