ଏଟିଏମ କାର୍ଡ ବଦଳାଇ ୧୭୦୦୦ ରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେଲେ ଡିଜିଟାଲ ଲୁଟେରା
ବାଣପୁର (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଏଟିଏମ ଠକେଇ ମାମଲା ରୁଜୁ ହୋଇଛି। ଏଟିଏମ କାର୍ଡ ବଦଳାଇ ଜଣେ ଦୁର୍ବୃତ୍ତ ଆକାଉଣ୍ଟରୁ ୧୭୦୦୦ ରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେଇଛନ୍ତି। ଏ ନେଇ ଠକାମିର ଶିକାର ହୋଇଥିବା ବ୍ୟକ୍ତି ବାଣପୁର ଥାନାରେ ଲିଖିତ ଅଭିଯୋଗ…