ଆକାଶ ଏଜୁକେସ୍‌ନାଲ ସର୍ଭିସେସ ଲିମିଟେଡ ପକ୍ଷରୁ ୨୦୨୪ ଏପ୍ରିଲ ନିମନ୍ତେ ଶିକ୍ଷା ବୃତି ଘୋଷଣା

ବ୍ରହ୍ମପୁର : ଟେଷ୍ଟ ପ୍ରସ୍ତୁତି ସେବା କ୍ଷେତ୍ରରେ ଏକ ଜାତୀୟସ୍ତରରେ ଅଗ୍ରଣୀ, ଆକାଶ ଏଜୁକେସ୍‌ନାଲ ସର୍ଭିସେସ ଲିମିଟେଡ (ଏଇଏସଏଲ) ୨୦୨୪ ଏପ୍ରିଲରେ ତାହାର ନୂଆ ସେସନ ଆରମ୍ଭ ହେବା ପୂର୍ବରୁ ଛାତ୍ର ଛାତ୍ରୀଙ୍କୁ ଡାକ୍ତର ଏବଂ ଇଞ୍ଜିନିୟର ହେବା ନିମନ୍ତେ ସେମାନଙ୍କ ସ୍ୱପ୍ନ ସାକାର କରିବା…

ପୁଣି ଦେବୀ ମୁହାଁଣରୁ ଟ୍ରଲର ଜବତ,୧୬ ମତ୍ସ୍ୟଜୀବୀ ଅଟକ

ଅସ୍ତରଙ୍ଗ/ଦୁଃଶାସନ ନାୟକ :ପୁରୀ ଜିଲ୍ଲା ଅସ୍ତରଂଗ ରେଞ୍ଜ ର ଦେବୀ ମୁହାଁଣର ଅନତି ଦୂରରେ ବେ ଆଇନ ଭାବେ ମାଛ ମାରୁଥିବା ଏକ ଟ୍ରଲର କୁ ବନବିଭାଗ ର ପେଟ୍ରୋଲିଙ୍ଗ ଦଳ ଜବତ କରି ଅଛି । ଟ୍ରଲର ଟିର ନାମ ମା ସୁନା ତାରିଣୀ ୬,ବୋଲି ଜଣା ପଡିଛି ।ତାହାର ପଞ୍ଜିକରଣ ନମ୍ୱର୍ ଓ ଆର,୦୧ ଏମ ଏମ,୫୮୨ଅଟେ…

ବିଜେଡ଼ିରେ ଯୋଗଦେଲେ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ୱର : ଅନେକ ଦିନୁ ଚର୍ଚା ହେଉଥିଲା, ହେଲେ ଶେଷରେ ଚର୍ଚାକୁ ସତ ପ୍ରମାଣିତ କରି ଶେଷରେ ବିଜେଡିରେ ଯୋଗ ଦେଇଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ \ ନୂଆପଡ଼ା ଜିଲ୍ଲା ଖରିଆର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସହିତ ଖରିଆର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ…

ଜିଲ୍ଲା ସ୍ତରୀୟ ବିଶ୍ବ ମୁଖ ଗହ୍ଵର ଦିବସ ପାଳନ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ବ ମୁଖ ଗହ୍ଵର ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖ ଏହି ଦିବସ ପାଳନ କରାଯାଇଥାଏ । ଉକ୍ତ ସଭାରେ…

ମୃତ୍ୟୁ ପରେ ଆଙ୍ଗଦାନ କରିବେ ସୁଶୀଲ

ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପଟସରା ପଂଚାୟତ ର ଅରଣା ଗ୍ରାମର ସନାତନ ମହାରଣା ଙ୍କ ପୁତ୍ର ସୁଶୀଲ କୁମାର ମହାରଣା । ଜଗତସିଂହପୁର ବିଭିନ୍ନ ସମୟରେ । ସବୁବେଳେ ନିଜର ରକ୍ତକୁ ଅନ୍ୟକୁ ଦେଇ ଏହା ଏକ ସେବା ବୋଲି ନିଜକୁ ଏପରି ସେବା କରିବା ମୋ ପାଇଁ ଭାଗ୍ୟବାନ ବୋଲି ଭାବନ୍ତି। ମୃତ୍ୟୁ ପରେ ନିଜ…

ସଂକଳ୍ପ ର ସାମ୍ପ୍ରତିକ ଓଡ଼ିଆ ନାଟକ ଓ ମାନବିକ ମୁଲ୍ୟବୋଧ ଆଲୋଚନାଚକ୍ର

ନାଟକ ଏକ ଶିକ୍ଷଣୀୟ ମାଧ୍ୟମ ଓ ଆମକୁ ସଂସ୍କାରିତ କରିଛି . ରାଉରକେଲା, (ବସନ୍ତ କୁମାର ଜେନା): ନାଟକ ଏକ ଶିକ୍ଷଣୀୟ ମାଧ୍ୟମ ଓ ଏହା ଆମକୁ ସଂସ୍କାରିତ କରିଛି। ମାନବିକତା ଉଦଯିପିତ ଥିବା ପର୍ଯ୍ୟନ୍ତ ମୂଲ୍ୟବୋଧ ବଞ୍ଚିରହିବ ବୋଲି ଆଲୋଚକ ମାନେ ମତପ୍ରକାଶ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ,…

ସାଧାରଣ ନିର୍ବାଚନ-୨୦୨୪: ଗୋଟିଏ ଦିନ ପୂର୍ବରୁ ବୁଥରେ ପହଞ୍ଚିବା ନିୟମକୁ ନେଇ ଉଦ୍‌ବେଗ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ପୂର୍ବ ନିୟମ କୁ ବଦଳାଯାଇ ଚଳିତ ସାଧାରଣ ନିର୍ବାଚନରେ ମତଦାନ ଦିବସର ଗୋଟିଏ ଦିନ ପୂର୍ବରୁ ପୋଲିଂ କର୍ମଚାରୀ ମାନେ ନିଜ ନିଜ ବୁଥରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ରହିଛି। ଏହାକୁ ନେଇ ପୋଲିଂ କର୍ମଚାରୀ ମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ସାଧାରଣ…

ଓଡ଼ିଶାର ପ୍ରଥମ ପରିଚୟ ପଖାଳ ବ୍ୟଞ୍ଜନ ବିଶ୍ଵ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ଜାତୀୟ ପଖାଳ ଦିବସ ଭାଗବତ ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରିମୋହନ ପଟ୍ଟନାୟକ , ମୁଖ୍ୟବକ୍ତା ଭାବେ ଡକ୍ଟର ଭାରତୀ…

ବାଲୁଗାଁ ରେଳ ଷ୍ଟେସନ ନିକଟରେ ଝୁଲନ୍ତା ଅବସ୍ଥାରେ ମିଳିଲା ଅଜଣା ଯୁବକଙ୍କ ମୃତଦେହ

ବାଲୁଗାଁ (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ଅପରାହ୍ନରେ ବାଲୁଗାଁ ରେଳ ଷ୍ଟେସନ ଦକ୍ଷିଣ କ୍ୟାବିନ ନିକଟସ୍ଥ ପଞ୍ଚୁପୁଲିଆ ଶଙ୍ଖ ଠାରେ ଅଜଣା ଯୁବକଙ୍କ ଶବ ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଛି।ଯୁବକ ଜଣକ ଏକ ମାଟିଆ ରଙ୍ଗର ଫୁଲ…

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ର ସଫଳ ମୁକାବିଲା ଲାଗି ପ୍ରସ୍ତୁତି ବୈଠକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ର ସଫଳ ମୁକାବିଲା ଲାଗି ଆଜି ( ବୁଧବାର ଦିନ) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ…