ଆନ୍ଧ୍ର ରୁ ଅଯୋଧ୍ୟା ପଦ ଯାତ୍ରା ରେ ସ୍ଵାମୀ ରାମାନୁଜ ଜି

 ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୧/୦୩/୨୪ ଆନ୍ଧ୍ର ପ୍ରଦେଶ ର କ୍ରିଷ୍ଣା ପରମ ଆଶ୍ରମ ରୁ ବ୍ରହ୍ମଚାରୀ ସ୍ଵାମୀ ରାମାନୁଜ ଜି ତାଙ୍କ ୧୩ ଜଣ ସହକର୍ମୀ ଙ୍କ ସହ ଅଯୋଧ୍ୟା ଅଭିମୁଖେ ପଦ ଯାତ୍ରା ରେ ବାହାରିଛନ୍ତି। ଆଜି ଆନ୍ଧ୍ର ପ୍ରଦେଶ ରୁ ବାହାରିଥିବା ସ୍ଵାମୀ ରାମାନୁଜ ଜି ଓ…

ଠେମରା ନଦୀ ବାଲିଘାଟରେ ବାଲି ଉଠାଣକୁ ନେଇ ଗ୍ରାମବାସୀଙ୍କ ବିରୋଧ: ଜିଲ୍ଲାପାଳଙ୍କୁ ଦାବିପତ୍ର l

ଭବାନୀପାଟଣା ୨୧ମାର୍ଚ୍ଚ (ଶାସକ ପ୍ରଶାସକ )ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଠେମରା ଗ୍ରାମ ସହ ସହ ମହିଳା ଓ ଗ୍ରାମ ବାସି ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଆସି ଦାବି ପତ୍ର ପ୍ରଦାନ କରିଛନ୍ତି. କାରଣ ଇତି ପୂର୍ବରୁ ୭ତାରିଖ ଫେବୃଆରୀ ରେ ଦାବି ପତ୍ର ଦେଇ ଥିଲେ ଯେ ଠେମରା…

ସାଧାରଣ ନିର୍ବାଚନ ପାଇଁ ପଦ୍ମପୁର ପୋଲିସ ର ଫ୍ଲାଗମାର୍ଚ୍ଚ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଆଗାମୀ ସାଧାରଣ ନିର୍ବାଚନ ୨୦୨୪ କୁ ଦୃଷ୍ଟି ରେ ରଖି ପଦ୍ମପୁର ପୋଲିସ ର ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି l ଫ୍ଳାଗ୍ ମାର୍ଚ୍ଚ ସହିତ ନାକା ପୋଷ୍ଟ , ଫ୍ଲାୟିଙ୍ଗ ସ୍କ୍ୱାଡ଼ ଗଠନ କରାଯାଇଛି ବୋଲି ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭୋଇ ଜଣାଇଛନ୍ତି l…

କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ : ବିଜୟ ଆଉଟ, ଭକ୍ତ ଇନ

ଭୁବନେଶ୍ୱର :ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଏଆଇସିସି ଅଧ୍ୟକ୍ଷଙ୍କ ଦ୍ୱାରା ନିଯୁକ୍ତ ହୋଇଛନ୍ତି.| ବର୍ତ୍ତମାନ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱରେ ଥିବା ବିଜୟ ପଟ୍ଟନାୟକଙ୍କୁ ନିର୍ବାଚନ ସମନ୍ୱୟ କମିଟିର…

ପରିତ୍ୟକ୍ତ ଅବସ୍ଥା ରେ ନେଳିଆ ବନ୍ଧ ।

https://youtu.be/XGdGKS1GHIs ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା : ଖଲ୍ଲିକୋଟ ଗଡ଼ ର ଇତିହାସ ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇଅଛି। ଏହାର ଐତିହ୍ୟ ପରମ୍ପରାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଖଲ୍ଲିକୋଟ ରାଜବଂଶ ର ଶାସନ କାଳରେ ଶାସକ ମାନେ ଉଚ୍ଚକୋଟୀର ବୋଲି ଜନଶ୍ରୁତି ରୁ…

ଓସ୍‌ଜାର ନୂଆ କର୍ମକର୍ତ୍ତା : ସନ୍ଦୀପ ସଭାପତି, ସୁରେଶ ସମ୍ପାଦକ

ଭୁବନେଶ୍ବର : ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍‌ଜେଏଫଆଇ)ର ଏକମାତ୍ର ଅନୁବନ୍ଧିତ ରାଜ୍ୟ ସଂଘ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ୧୧ଶ ପ୍ରତିଷ୍ଠା ଦିବସ ଅବସରରେ ଗୁରୁବାର ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ୨ ନିୟମିତ…

ବିଜେଡି ସୁପ୍ରିମୋଙ୍କ ଫଟୋଯୁକ୍ତ ହୋଡିଙ୍ଗ୍ ତୁରନ୍ତ ହଟାଯାଉ : ଡ.ଲେଖାଶ୍ରୀ

ନିର୍ବାଚନ ଆଚରଣ ବିଧିକୁ ସରକାରୀ ଦଳର ଖୋଲାଖୋଲି ଉଲଘଂନ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ  କାର୍ଯ୍ୟ ଅବହେଳା ପାଇଁ ଦୋଷୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ଭୁବନେଶ୍ୱର, ତା.୨୧/୦୩ : ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ

ଭୁବନେଶ୍ୱର: ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କର ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଗୁରୁତ୍ୱପୂର୍ଣ୍ଣ ଗସ୍ତ କାର୍ଯ୍ୟକ୍ରମ ରହିଛିା ୨୨-୦୩-୨୦୨୪ (ଶୁକ୍ରବାର) ଦିନ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ…

ପୋଷ୍ଟାଲ ବାଲାଟରେ ଭୋଟ ଦେବେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଡ୍ରାଇଭର ଓ କଣ୍ଡକ୍ଟର

ଭୁବନେଶ୍ୱର:ଗଣତନ୍ତ୍ର ପାଇଁ ପ୍ରତିଟି ଭୋଟ ମୂଲ୍ୟବାନା ଯେପରି ମତଦାନରୁ ଜଣେ ବି ମତଦାତା ବାଦ ନପଡ଼ନ୍ତି, ସେଥିପ୍ରତି ସର୍ବଥା ଚେଷ୍ଟିତ ରହିଛନ୍ତି ଭାରତ ନିର୍ବାଚନ କମିଶନା ସେହି କ୍ରମରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଡ୍ରାଇଭର, କଣ୍ଡକଫର ଓ କ୍ଲିନରମାନଙ୍କୁ ମଧ୍ୟ ପୋଷ୍ଟାଲ…

ତେନ୍ତୁଳୀଖୁଣ୍ଟି ବ୍ଲକରେ ନୂତନ ବ୍ଲକ ଶିକ୍ଷାଅଧିକାରୀଙ୍କ ଯୋଗଦାନ

ଇନ୍ଦ୍ରାବତୀ/ କୃପାନିଧି ରାଉତ (ଶାସକ ପ୍ରଶାସକ ) : ତେନ୍ତୁଳୀଖୁଣ୍ଟି ବ୍ଲକ ନୂତନ ଶିକ୍ଷା ଅଧିକାରୀ ଭାବେ ଯୋଗ ଦେଇଛନ୍ତି ଶ୍ରୀ ରମେଶ ରାୟ | ନୂଆ ଦାୟିତ୍ୱରେ ଯୋଗଦାନ ପରେ ନୂତନ ଶିକ୍ଷାଧିକାରୀ ଶ୍ରୀ ରାୟଙ୍କୁ ସମସ୍ତ କର୍ମଚାରୀ ଓ ଶିକ୍ଷକ ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ…