ବିଜେଡିର ମିଶ୍ରଣ ପର୍ବ ବିଜେଡ଼ିରେ ଯୋଗଦେଲେ ବ୍ଲକ ଅଧ୍ୟକ୍ଷାଙ୍କ ସହ ୨୫ ସରପଞ୍ଚ ଓ ୧୪ ସମିତି ସଭ୍ୟ

ଭୁବନେଶ୍ୱର, ୨୩/୦୩/୨୦୨୪:ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ କଣାସବ୍ଲକ ଅଧ୍ୟକ୍ଷା ପ୍ରଭାତୀରାଉତଙ୍କ ସମେତ କଣାସ ଏବଂ ସତ୍ୟବାଦୀ ବ୍ଲକର ୨୫ ସରପଞ୍ଚ ଓ ୧୪ ସମିତି ସଭ୍ୟଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ଶଙ୍ଖ ଭବନ ଠାରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ…

କଂଗ୍ରେସ ଜିଲ୍ଲା ସଭାପତି ଉନ୍ମୋଚନ କଲେ କଂଗ୍ରେସର ଗ୍ୟାରେଣ୍ଟି ଇସ୍ତାହାର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଶ୍ରୀ ଯୁକ୍ତ ଦାସରଥି ଗମାଙ୍ଗ ଙ୍କ ଅଧ୍ୟକ୍ଷତା ରେ ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଯୁକ୍ତ ଶରତ ପଟ୍ଟନାୟକ…

ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ ହୋଲି ଉତ୍ସବ ପାଳନ

ରାଉରକେଲା, (ବସନ୍ତ କୁମାର ଜେନା):ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ ଲାଠିକଟା ବ୍ଲାଇଣ୍ଡ ସ୍କୁଲ ଅନୁଷ୍ଠାନ ରେ ରଙ୍ଗ ର ପର୍ବ ହୋଲି ଧୁମ୍ ଧାମ୍ ରେ ପାଳନ କରାଯାଇଛି ।ଅନୁଷ୍ଠାନ ର ସଭାପତି ବିଶ୍ବଜିତ ରାଉତ ଙ୍କ ତତ୍ତ୍ଵାବଧାନ ରେ ଲାଠିକଟା…

ଭଞ୍ଜନଗର ପୋଲିସ୍ ଦ୍ଵାରା ମାଉଜର୍ ଓ ଖଣ୍ଡା ସହିତ ଦୁର୍ଦ୍ଦାନ୍ତ ଯୁବକ ଗିରଫ୍

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା} : ଭଞ୍ଜନଗର ପୋଲିସ୍ ଦ୍ଵାରା ବିଭିନ୍ନ ସ୍ଥାନରେ ଚେକିଂଗ୍ ସମୟରେ କୁଲାଡ ରୋଡ଼ ରେ ଥିବା ଶିଶୁ ମନ୍ଦିର ନିକଟ ବରଙ୍ଗ ନାଳ ପାଖରେ ଏକ ଯୁବକ ପାଖରୁ ଗୋଟିଏ ଗାଡି ସହିତ ଖଣ୍ଡା ଓ ମାଉଜର ଜବତ୍ ହୋଇଛି। ଗତକାଲି ରାତ୍ରି ସମୟରେ ଭଞ୍ଜନଗର ପୋଲିସ୍ ଏସ୍.ଆଇ ଯୋଛନାମୟି…

ଚାଷୀ ମୂଲିଆ ସଂଘ ପକ୍ଷରୁ ସହୀଦ ଭଗତ୍ ସିଂହ ଙ୍କ ବଳିଦାନ ଦିବସ ପାଳିତ

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା} : ଆଜି ମହାନ ଦେଶ ପ୍ରେମୀ ସ୍ୱାଧୀନତା ସଂଗ୍ରାମୀ ସହୀଦ ଭଗତ ସିଂହ ଙ୍କ ବଳିଦାନ ଦିବସ। ଏହି ଅବସରରେ ରେ ଚାଷୀ ମୂଲିଆ ସଂଘ ର ସଭାପତି ତଥା ମହାନ୍ ବିପ୍ଳବୀ ନେତା ଶ୍ରୀ ନିରାକାର ନାୟକଙ୍କ ନେତୃତ୍ୱରେ ଆଜି ମାର୍ଚ୍ଚ ୨୩ ତାରିଖ ଶନିବାର ଦିନ ଶହ ଶହ ଆଦିବାସୀ ଯୁବକ…

ସୀମାନ୍ତ ମହାବିଦ୍ୟାଳୟ ଓଡ଼ିଆବିଭାଗର ବାର୍ଷିକ ପାଠଚକ୍ର ଅନୁଷ୍ଠିତ

(ଶାସକ ପ୍ରଶାସକ) ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥାନୀୟ ଝାରପୋଖରିଆସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ବାର୍ଷିକ ପାଠଚକ୍ର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଥୋମାସ ମରାଣ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ପାଠଚକ୍ରର ପ୍ରାରମ୍ଭରେ ଅଧ୍ୟାପିକା ସ୍ବପ୍ନେଶ୍ୱରୀ…

ମହିଳା ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ୨୦ଦିନ ଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରଣୀ ନାଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ତାଲିମପ୍ରାପ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରଯାଇଥିଲା । ସଭାରେ…

“ଦୋଳ ଉତ୍ସବ” – ୨୦୨୪ ର ଦ୍ବିତୀୟ ସନ୍ଧ୍ୟା : ହୋଲି ଉପରେ ଦଳଗତ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା

https://youtu.be/xtzqN1HjNS0 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଦୋଳଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ "ଦୋଳ ଉତ୍ସବ" - ୨୦୨୪ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ହୋବାକୁ ଥିବା…

ଅନିଲ ସିଂ ମେମୋରିଆଲ T-20 ଆନ୍ତ ରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗତ ମାର୍ଚ୍ଚ ୧୬ ତାରିଖ ରୁ ଚାଲିଥିବା ଅନିଲ ସିଂ ମେମୋରିଆଲ T-20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ୨୩/୦୩/୨୦୨୪ ରେ ଉଦଯାପିତ ହୋଇ ଯାଇଛି . ଆଜି ର ଏହି ଶୁଭ ଉଦଯାପନୀ ଦିବସରେ ଫାଇନାଲ ମ୍ୟାଚ ଇଣ୍ଡିଆନ ନାଭି ଏବଂ ଭାଇଜଗ ସୁପର ନୋଭାସ ଭିଶାକାପାଟଣା ମଧ୍ୟ ରେ ଖେଳାଯାଇଥିଲା. ଏହି ମ୍ୟାଚ ରେ…

କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଉଦଘାଟନ

ରାଉରକେଲା(ବସନ୍ତ କୁମାର ଜେନା): ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ତରଫରୁ ଗ୍ୟାରେଣ୍ଟି କାର୍ଡ ଉଦଘାଟିତ ହୋଇଯାଇଛି। ଦଳର ସଭାପତି ରବି ରାୟ ଙ୍କ ସଭାପତିତ୍ବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରମୁଖ ତଥା ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର,ବିରେନ ସେନାପତି,…