ମିଛ ଆଉ ଗୁଜବକୁ ଘୃଣା କରୁଥିବା ମୁଖ୍ୟମନ୍ତ୍ରୀ ନିଜେ ବଡ ମିଛୁଆ ଓ ଗୁଜବକାରୀ : ଦେବାଶିଷ ନାୟକ

ଆଇଏଲଓ ରିପୋର୍ଟରେ ୨୪ବର୍ଷ ଧରି ବିଜୁ ଜନତା ଦଳର ଶାସନର ଅସଲ ମୁଖା ଖୋଲିଯାଇଛି  ରାଜନୀତି ନାମରେ ଯୁବକଯୁବତୀଙ୍କ ସହ ଧୋକାବାଜୀ କରିଛନ୍ତି ରାଜ୍ୟ ସରକାର  “ୟୁଜ୍ ଆଣ୍ଡ ଥ୍ରୋ” ହେଉଛି ନବୀନ ପଟ୍ଟନାୟକଙ୍କ “ପଲିସି, ଚରିତ୍ର ଏବଂ ଆଭିମୁଖ୍ୟ” ଭୁବନେଶ୍ୱର,ତା.୩୦/୦୩: ‘ଓଡିଶାରେ ସର୍ବାଧିକ…

ବୈଜୟନ୍ତ ପଣ୍ଡାଙ୍କ ଦ୍ୱାରା ଉତ୍ତର ପ୍ରଦେଶ ନିର୍ବାଚନ ସମୀକ୍ଷା ବୈଠକ

ଲକ୍ଷ୍ନୌ: ଆଜି ଲକ୍ଷ୍ନୌ ଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ୨ ଉପ ମୁଖ୍ୟମନ୍ତ୍ରୀ, ନବନିଯୁକ୍ତ ୩ ସହ ପ୍ରଭାରୀ ଓ ପ୍ରଦେଶର ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ନିର୍ବାଚନ ସମୀକ୍ଷା ବୈଠକ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ରେ ଜଟିଳ ଅସ୍ତ୍ରୋପଚାର

ପ୍ରସୂତିଙ୍କ ଗର୍ଭରୁ ଦେଢ଼ କିଲୋ ଓଜନର ଟ୍ୟୁମର ବାହାର କଲେ ଡାକ୍ତରୀ ଟିମ୍‌ ଭୁବନେଶ୍ୱର, ମାର୍ଚ୍ଚ ୩୦ : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା ସ୍ଥିତ କ୍ୟାମ୍ପସ୍‌ରେ ଜଟିଳ ଅସ୍ତ୍ରୋପଚାର ଜରିଆରେ ଡାକ୍ତରୀ ଟିମ୍ ଜଣେ ଗର୍ଭବତୀଙ୍କ ପେଟରୁ ଦେଢ଼…

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ ବିଭିନ୍ନ ବିଭାଗକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, : ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାପୂର୍ବକ କିପରି ଏହାର ପ୍ରତିକାର ଓ ମୁକାବିଲା କରାଯାଇ ପାରିବ ଏ ସଂପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ସମସ୍ତ ବିଭାଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

“ରାଜ୍ୟ ଷ୍ଟିୟରିଂ କମିଟି (ସୁଗମ ନିର୍ବାଚନ)’ ବୈଠକ

ଭିନ୍ନକ୍ଷମ ମତଦାତାଙ୍କ ଅଂଶଗ୍ରହଣ ବୃଦ୍ଧି ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଭୁବନେଶ୍ୱର,୩୦/୦୩/୨୦୨୪: ଦେଶରେ ଆସନ୍ତା ସାଧାରଣ ନିର୍ବାଚନ-୨୦୨୪କୁ ଏକ ସମ୍ମିଳିତ ମତଦାନର ପର୍ବ ରୂପେ ପାଳନ କରିବା ପାଇଁ ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛିା ସେହି କ୍ରମରେ…

ବିଜେଡି ନେତା ଭି.କେ.ପାଣ୍ଡିଆନଙ୍କ ପାଇଁ ୭୪ ଜଣ ପୋଲିସ ନିୟୋଜିତ ପ୍ରସଙ୍ଗ

ଅଘୋଷିତ ବିଜେଡି ମୁଖିଆଙ୍କ ଠାରୁ ଅନାବଶ୍ୟକ ସୁବିଧା ପ୍ରତ୍ୟାହାର କରାଯାଉ ?: ସୁରଥ ବିଶ୍ୱାଳ  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ  ସାଧାରଣ ଲୋକଙ୍କ ଅର୍ଥରେ ରାଜ୍ୟ ରାଜକୋଷରୁ ଏତେ ଅର୍ଥ ବରବାଦ୍ କରୁଛନ୍ତି କିପରି?…

ବିଜେଡି ଯାଉଛି, ବିଜେପି ଆସୁଛି: ମନମୋହନ ସାମଲ

ବିଜେପିରେ ସାମିଲ ହେଲେ ଉତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେପିର ଶୃଙ୍ଖଳିତ କାର୍ଯ୍ୟକର୍ତା ଭାବେ କାର୍ଯ୍ୟ କରିବି : ପ୍ରିୟଦର୍ଶୀ ମିଶ୍ର ଭୁବନେଶ୍ୱର,ତା.୩୦/୦୩: ଉତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ନିଜ ସମର୍ଥକଙ୍କ ସହ ଆଜି ବିଜୁ ଜନତା ଦଳ…

ରାଜ୍ୟରେ ବେଆଇନ୍ ଭାବେ ମୃଷ୍ଟିମେୟ ଅଧିକାରୀଙ୍କ ଦ୍ବାରା ଚାଟାର୍ଡ ପ୍ଲାଂଇଟ୍/ପ୍ରାଇଭେଟ୍ ଜେଟର ବ୍ୟାପକ ଅପବ୍ୟବହାର, ୫୦…

•ଏହି ଚାଟାର୍ଡ ପ୍ଲାଇଟ୍/ପ୍ରାଇଭେଟ୍ ଜେଟ୍ କେଉଁ ଅଧିକାରୀ କେଉଁ କାର୍ଯ୍ୟ ପାଇଁ ବ୍ୟବହାର କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଅନୁମତି ଦେଇଛନ୍ତି, ଏହାର ସମସ୍ତ ତଥ୍ୟ ସର୍ବସାଧାରଣରେ ପ୍ରକାଶ ପାଇଁ ଓଡ଼ିଶା ସୂଚନା ଅଧିକାର ଅଭିଯାନର ଦାବୀ। ଭୁବନେଶ୍ବର,୨୯!୩: ରାଜ୍ୟରେ ବିଭିନ୍ନ ଜିଲ୍ଲା ମୁଖ୍ୟତଃ…

ମିଥ୍ୟା ପ୍ରଗତିର ଅଭିନବ ପ୍ରଚାରକ ନବୀନ ସରକାର: ସଜ୍ଜନ ଶର୍ମା

 ସର୍ବନିମ୍ନ ମଜୁରୀ ୩୦୦ଟଙ୍କା କରାଯାଉ  ତୁରନ୍ତ ରାଜ୍ୟ ସରକାର ଶ୍ରମିକମାରଣ ଆଭିମୁଖ୍ୟ ବନ୍ଦ କରନ୍ତୁ ଭୁବନେଶ୍ୱର, ତା.୨୯/୦୩ : ରାଜସ୍ୱ ବଳକା ରାଜ୍ୟର ଡିଣ୍ଡିମ ପିଟୁଥିବା ନବୀନ ଶାସନରେ ଓଡ଼ିଶାର ଶ୍ରମିକ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସର୍ବନିମ୍ନ ମଜୁରୀ ପାଇବାକୁ କାହିଁକି…

“ନବୀନ ସରକାରର ଇଂଜିନ ୨୪ ବର୍ଷ ହୋଇଗଲାଣି, ଏହା ଏବେ କେବଳ ପଲ୍ୟୁସନ କରୁଛି”

ମୋଦି ଗ୍ୟାରେଂଟି ସଫଳ, ନବୀନଙ୍କ ଯୋଜନାର ଗ୍ୟାରେଂଟି ନାହିଁ କି ୱାରେଂଟି ନାହିଁ : ଅନିଲ ବିଶ୍ୱାଳ  ମୋଦି ଗ୍ୟାରେଂଟି ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାକୁ ୨୯ ଲକ୍ଷ ୨୮ ହଜାରରୁ ଅଧିକ ପକ୍କାଘର  ନବୀନ ସରକାରଙ୍କ ଗ୍ୟାରେଂଟି ଥିଲା ବିଜୁ ପକ୍କାଘର, ମୋ କୁଡିଆ, ମୋ…