ଶ୍ରେଷ୍ଟ ସବଇନ୍ସପେକ୍ଟର ଭାବେ ପୁରସ୍କୃତ ହେଲେ କାଶୀପୁର ଥାନା ର ପ୍ରଶାନ୍ତ କୁମାର ସ୍ୱାଇଁ ।

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ପୋଲିସ ଜିଲ୍ଲା ଅନ୍ତର୍ଗତ କାଶୀପୁର ଥାନା ର ଜଣେ ନିଷ୍ଠାପର କାର୍ଯ୍ୟରତ ସବଇନ୍ସପେକ୍ଟର ଙ୍କୁ ଆଜି ଜିଲ୍ଲା ପୋଲିସ ପକ୍ଷରୁ ଶ୍ରେଷ୍ଠ ପୋଲିସ ସବଇନ୍ସପେକ୍ଟର ଭାବେ ପୁରସ୍କୃତ କରାଯାଇଛି । ସେ ହେଲେ କାଶୀପୁର ଥାନା ର ପ୍ରଶାନ୍ତ କୁମାର ସ୍ୱାଇଁ । ଜିଲ୍ଲା…

ଉତ୍କଳସେନl ପକ୍ଷ ରୁ ଉତ୍କଳଦିବସ ପାଳନ

 ସୁନ୍ଦରଗଡ଼, (ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ଲିପଲୋଇ ସମଲେଶ୍ୱରୀ ମନ୍ଦିର ପ୍ରlଙ୍ଗଣ ଠାରେ ଉତ୍କଳସେନା ପକ୍ଷ ରୁ ଉତ୍କଲ ଦିବସ ପାଳନ କରାଗଲା l କମିଟି ସଭାପତି ପଦ୍ମନାଭ ସାମଲ ଏବଂଶ୍ରୀ ସୁରେଶ ବାରିକ ବିଗତ ବର୍ଷ ରୁ ଏହି ବର୍ଷ ଖୁବ ସୁନ୍ଦର ଭାବରେ ପାଳନ କରିବାକୁ…

2023-24 ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ 256 ନିୟୁତ ଟନ୍ ପଣ୍ୟ ବୋଝେଇ ହାସଲ କରିଛି

250 ନିୟୁତ ଟନ୍ ପଣ୍ୟ ବୋଝେଇ ହାସଲ କରିବା ଯେକୌଣସି ଜୋନାଲ ରେଳବାଇ ପାଇଁ ପ୍ରଥମ | ପୂର୍ବ ରେକର୍ଡଗୁଡିକ ଅତିକ୍ରମ କରି ଯେକୌଣସି ଜୋନ୍ ଦ୍ୱାରା ସର୍ବକାଳୀନ ପଣ୍ୟ ବୋଝେଇ | ଲଗାତାର ପାଞ୍ଚବର୍ଷ 200 ନିୟୁତ ଟନ୍ ପଣ୍ୟ ବୋଝେଇ ହାସଲ |   ଭୁବନେଶ୍ୱର : ପୂର୍ବତଟ ରେଳପଥ…

ଶ୍ରୀ ମହେଶ କୁମାର ବେହେରା ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ |

ଭୁବନେଶ୍ୱର : ଭାରତୀୟ ରେଳ ଇଞ୍ଜିନିୟର୍ସ ସେବା (ଆଇଆରଏସଇ) ର ଅଧିକାରୀ ଶ୍ରୀ ମହେଶ କୁମାର ବେହେରା ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଭାବରେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି |ଶ୍ରୀ ବେହେରା ୟୁନିଭର୍ସିଟି କଲେଜ ଅଫ୍ ଇଞ୍ଜିନିୟରିଂ ବୁର୍ଲା, ସମ୍ବଲପୁର ଠାରୁ ସିଭିଲ୍…

ଗ୍ରୀଷ୍ମ ପ୍ରବାହ ଭଳି ପରିସ୍ଥିତି ଏପ୍ରିଲ ୭ ପର୍ଯ୍ୟନ୍ତ ବଳବତର ରହିବ: ସିଇସି

ଭୁବନେଶ୍ୱର, ଏପ୍ରିଲ ୨: ଉତର- ପଶ୍ଚିମ ଭାରତ ଭୂଖଣ୍ଡ ଆଡୁ ପ୍ରବାହିତ ହେଉଥିବା ଉତପ୍ତ ବାୟୁ ଓ ମୁକ୍ତ ଆକାଶ ଓଡିଶାରେ ଗ୍ରୀଷ୍ମ ପ୍ରବାହ ଭଳି ପରିସ୍ଥିତି ସୃଷ୍ଟି କରିଛି ଓ ଏହା ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ବଳବତର ରହିବ ବୋଲି ସୋଆ ପରିଚାଳିତ ସେଂଟର ଫର୍ ଏନଭାଇରନମେଂଟ ଆଣ୍ଡ କ୍ଳାଇମେଟ…

ମିଳିତ ଗବେଷଣା ନିମନ୍ତେ ସୋଆ ଓ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ସଂସ୍ଥାନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର, ଏପ୍ରିଲ ୨ : ଔଷଧୀୟ ଉଦ୍ଭିଦର ସୁସ୍ଥକାରୀ ଗୁଣ ବିଷୟରେ ଉଚ୍ଚତର ଗବେଷଣା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ବିଶ୍ୱବିଦ୍ୟାଳୟ ଓ ଆୟୁଷ ମନ୍ତ୍ରଣାଳୟ ଅଧୀନସ୍ଥ ସ୍ଥାନୀୟ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ସଂସ୍ଥାନ ମଧ୍ୟରେ ନିକଟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି ।…

ଗୁରୁତର ଅସୁସ୍ଥ ପଦ୍ମଶ୍ରୀ ମାଗୁଣି କୁଅଁର : ହସ୍ପିଟାଲ ରେ ଭର୍ତ୍ତି

କଣ୍ଢେଇ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଗୁରୁତର ଅସୁସ୍ଥ ହୋଇ ହସପିଟାଲ ରେ ଭର୍ତି ହୋଇଛନ୍ତି | ଆଜି ତାଙ୍କୁ କିମସ ପଠାଯାଇଛି | ସାଥିରେ କେବଳ ବିଧବା ପୁତ୍ରବଧୂ ଓ ନାତି ଯାଇଛନ୍ତି |   ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାପାଇଁ…

ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ ହୋଇଯାଇଛି

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଜିଲ୍ଲା ପ୍ରଶାସନ ଦ୍ବାରା ଆଜି ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମା ଠାରେ ଆଜି ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଏହି ଅବସର ରେ ଆଜି ପ୍ରାତଃ ଡାକବାଜି ଯନ୍ତ୍ର ମାଧ୍ୟମରେ ସୁନ୍ଦରଗଡ଼ ସହର ମଧ୍ୟରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା।…

ଆଠ ଅଧିକାରୀଙ୍କୁ ତତ୍କାଳ ନିର୍ବାଚନୀ ଦାୟିତ୍ବରୁ ହଟାଇବାକୁ କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଓଡ଼ିଶାର ୨ ଜିଲ୍ଲାପାଳ, ୫ ଏସପି, ଜଣେ ଆଇଜିଙ୍କୁ ନିର୍ବାଚନ ଦାୟିତ୍ବରୁ ତୁରନ୍ତ ହଟାଇବାକୁ ନିର୍ଦେଶ ଦେଲେ ନିର୍ବାଚନ କମିଶନ। ସେମାନଙ୍କ ମଧ୍ୟରେ ଅଛନ୍ତି କଟକ ଜଗତସିଂହପୁର ଜିଲ୍ଲାପାଳ, ଅନୁଗୋଳ, ବ୍ରହ୍ମପୁର, ରାଉରକେଲା, ସୁନ୍ଦରଗଡ ଖୋର୍ଦ୍ଧା ଏସପିଙ୍କ ସମେତ କେନ୍ଦ୍ରାଞ୍ଚଳ…

ବିଜେପିର ୧୧୨ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା

ଚାନ୍ଦବାଲିରୁ ମନମୋହନ , ମୁନାଙ୍କୁ ଦିଗପହଣ୍ଡି ଓ ଆକାଶଙ୍କୁ କୋରେଇ କାଟିଲେ ବିଧାୟକ ଲଳିତେନ୍ଦୁ, ତାଙ୍କ ଜାଗାରେ ବ୍ରହ୍ମଗିରିରୁ ଲଢ଼ିବେ ଝିଆରୀ ଉପାସନା ପଦ୍ମପୁରରୁ ଗୋବର୍ଦ୍ଧନ ଭୁଏ, ଭଟଲିରୁ ଇରାଶିଷ ଆଚାର୍ଯ୍ୟ ଭୁବନେଶ୍ୱର: ୮୦ ଆସନରେ ପ୍ରାର୍ଥୀ ମିଳୁନାହାଁନ୍ତି , ୧୪୭…